Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ବିଶ୍ୱର ପ୍ରଥମ ବ୍ୟକ୍ତି ଭାବେ ଇତିହାସ ରଚିଲେ ରୋନାଲ୍ଡୋ,୧୦୦ କୋଟି ଛୁଇଁଲା ଫଲୋର୍ସ ସଂଖ୍ୟା

Sangram Tripathy
Browse all articles by Sangram Tripathy
·1 year ago
ବିଶ୍ୱର ପ୍ରଥମ ବ୍ୟକ୍ତି ଭାବେ ଇତିହାସ ରଚିଲେ ରୋନାଲ୍ଡୋ,୧୦୦ କୋଟି ଛୁଇଁଲା ଫଲୋର୍ସ ସଂଖ୍ୟା

ଅର୍ଗସ ବ୍ୟୁରୋ:ବିଶ୍ୱର ପ୍ରଥମ ବ୍ୟକ୍ତି ଭାବେ ଇତିହାସ ରଚି ରେକର୍ଡ କଲେ ବିଶ୍ୱର ଷ୍ଟାର୍ ଫୁଟବଲର କ୍ରିଷ୍ଟିଆନୋ ରୋନାଲ୍ଡ। ଏହି ରେକର୍ଡ କ୍ରୀଡା କ୍ଷେତ୍ରରେ ନୁହେଁ, ବରଂ ସୋଶାଲ ମିଡିଆ ପ୍ଲାଟଫର୍ମରେ ରଚିଛନ୍ତି। ସୋସିଆଲ ମିଡିଆରେ ୧୦୦ କୋଟି ଫଲୋର୍ସର ସଂଖ୍ୟା ପହଞ୍ଚିବାରେ ଦୁନିଆରେ ପ୍ରଥମ ଆଥଲେଟ ହୋଇପାରିଛନ୍ତି। ଯାହା ଅନ୍ୟ କୌଣସି ବ୍ୟକ୍ତିଙ୍କର ନାହାନ୍ତି।

ରୋନାଲ୍ଡୋଙ୍କର ସର୍ବାଧିକ ଫଲୋର୍ସ ବା ଅନୁସରଣକାରୀ ଇନଷ୍ଟାଗ୍ରାମରେ ଅଛନ୍ତି। ସେ ଏକ ୟୁଟ୍ୟୁବ୍ ଚ୍ୟାନେଲ ଖୋଲୁ ଖୋଲୁ ଗୋଟିଏ ଦିନରେ ୧୦ ମିଲିୟନ ସବସ୍କ୍ରାଇବର ପାଇଥିଲେ। ୟୁଟ୍ୟୁବରେ ମଧ୍ୟ ୧୦ ମିଲିୟନ ସବସ୍କ୍ରାଇବର ପାଇବାରେ ରୋନାଲ୍ଡୋ ହେଉଛନ୍ତି ବିଶ୍ୱର ପ୍ରଥମ ବ୍ୟକ୍ତି। ରୋନାଲ୍ଡୋ  ଲେଖିଛନ୍ତି- ମୋତେ ବିଶ୍ୱାସ କରି, ମୋତେ ସମର୍ଥନ କରି ଏବଂ ମୋ ଜୀବନର ଏକ ଅଂଶ ହୋଇଥିବାରୁ ଧନ୍ୟବାଦ
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Ronaldo made history as the first person in the world to reach the number of 100 million floors. | Argus News