Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

କ୍ବାଲିଫାୟାର-୧ରେ ପଞ୍ଜାବକୁ ହରାଇଲା ବେଙ୍ଗାଲୁରୁ

Ritu Das
Browse all articles by Ritu Das
·1 year ago·1 min read
କ୍ବାଲିଫାୟାର-୧ରେ ପଞ୍ଜାବକୁ ହରାଇଲା ବେଙ୍ଗାଲୁରୁ

Key Points

୮ ୱିକେଟରେ ପଞ୍ଜାବକୁ ହରାଇଲା ବେଙ୍ଗାଲୁରୁ

ବୋଲରଙ୍କ ପରେ RCB ବ୍ୟାଟର କଲେ କମାଲ

ପ୍ରଥମେ ବ୍ୟାଟିଂ କରି ୧୦୧ ରନ କରିଥିବା ପଞ୍ଜାବ

ଜୁନ ୩ରେ ଫାଇନାଲ ଖେଳିବ ବେଙ୍ଗାଲୁରୁ

୯ବର୍ଷ ପରେ ଆଇପିଏଲ ଫାଇନାଲରେ ବେଙ୍ଗାଲୁରୁ। କିଙ୍ଗସ ଇଲେଭେନ ପଞ୍ଜାବକୁ ୮ ଓ୍ବିକେଟରେ ହରାଇ ଫାଇନାଲରେ ଆରସିବି। ପ୍ରଥମେ ପଞ୍ଜାବ ବ୍ୟାଟିଂ କରି ୧୦୧ ରନ କରିଥିଲା। ୧୦୨ ରନର ବିଜୟ ଟାର୍ଗେଟକୁ ୧୦ ଓଭରରେ ହାସଲ କରିଥିଲା ଆରସିବି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୧୪ଟି ମ୍ୟାଚରୁ ୯ଟି ବିଜୟ, ୪ଟି ପରାଜୟ ଓ ଗୋଟିଏ ବାତିଲ ସହ ୧୯ପଏଣ୍ଟ ପାଇ ଟେବୁଲର ଦ୍ବିତୀୟ ସ୍ଥାନରେ ରହି କ୍ବାଲିଫାୟର-୧ ପାଇଁ ଯୋଗ୍ୟତା ହାସଲ କରିଥିଲା।


ଜୁନ ୩ରେ ଫାଇନାଲ ମ୍ୟାଚ ଖେଳିବ କିଙ୍ଗ କୋହଲିଙ୍କ ବେଙ୍ଗାଲୁରୁ ଟିମ। ପଞ୍ଜାବ କିଙ୍ଗ୍‌ସ ଲିଗ୍‌ ପର୍ଯ୍ୟାୟରେ ୧୪ଟି ମ୍ୟାଚରୁ ୯ଟି ବିଜୟ, ୪ଟି ପରାଜୟ ଓ ଗୋଟିଏ ବାତିଲ ସହ ୧୯ ପଏଣ୍ଟ ପାଇ ଟେବୁଲର ଶୀର୍ଷ ସ୍ଥାନରେ ରହିଥିଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
royal-challengers-bengaluru-beat-punjab-kings-by-8-wickets | Argus News