Sanju Samson / ସବୁ ଫେଲ ମାରିଲେ ସଞ୍ଜୁ ସାମସନ କଲେ କମାଲ
·4 months ago·2 min read

Key Points
ଯାହାକୁ ଖାତିର କରୁ ନଥିଲେ ସେହି ଭାରତର ଇଜତ ରଖିଲେ
ଯାହାକୁ କୋଳରେ ବଶେଇଥିଲେ ସେମାନେ ସବୁ ଫେଲ ମାରିଲେ
ସଞ୍ଜୁ ସାମସନ ଦେଖାଇଦେଲେ ସେ କ'ଣ କରିପାରନ୍ତି

ସୁଯୋଗ ଦେଉ ନଥିଲେ। ବାରମ୍ବାର ଅପମାନିତ ହେଉଥିଲେ । ଏକ୍ସଟ୍ରା ଖେଳାଳି ହୋଇ ପଡ଼ିଆ ବାହାରେ ବଶୁଥିଲେ । ଭଲ ଭଲ ଟୁର୍ଣ୍ଣାମେଣ୍ଟରୁ ତାଙ୍କୁ ବାହାର କରିଦିଆଯାଉଥିଲା । ଫର୍ମରେ ଥାଇ ବି ତେଲ ମାରୁଥିବା ଖେଳାଳିଙ୍କୁ ସୁଯୋଗ ଦେଉଥିଲା ବିସିସିଆଇ । ହେଲେ ଏବେ ଯାହାଙ୍କୁ ଏତେ ଅବହେଳା କରୁଥିଲେ । ଯାହାଙ୍କୁ ବିସିସିଆଇ ଖାତିର କରୁ ନଥିଲା ସେହିଁ ଭାରତର ଇଜତ ରଖିଦେଲେ । ତେଲ ମରା ଖେଳାଳି ସବୁ ଫେଲ ମାରିଲେ । ଏକା ଲଢ଼ିଲେ ସଞ୍ଜୁସାମସନ୍ । ବୋଲର ମାନଙ୍କୁ ଦମଦାର ବ୍ୟାଟିଂରେ ନାକେଦମ କରିଦେଲେ। ଯେଉଁ ଭାରତ ପ୍ରଥମରୁ ଓ୍ବିକେଟ୍ ହରାଉଥିଲା । ସେହି ଭାରତୀୟ ଦଳକୁ ସେମି ଫାଇନାଲରେ ପହଞ୍ଚାଇ ଦେଲେ ।
କାହାକୁ ଛାଡ଼ିଲେ ନାହିଁ ସଞ୍ଜୁ । ସେମିତି ପାଳିକୁ ସମ୍ଭାଳି ମୈଦାନ ଉପରେ ଛିଡ଼ା ହୋଇଥିଲେ । ଗୋଟିଏ ପାଖରୁ ଓ୍ବିକେଟ୍ ପଡ଼ୁଥିଲା । ଆଉ ଗୋଟିଏ ପାଖରେ ସଞ୍ଜୁ ସମ୍ଭାଳିଥିଲେ । ଧୈର୍ଯ୍ୟର ସହ ନିଜର ଖେଳକୁ ପ୍ରଦର୍ଶନ କରିଥିଲେ। ପ୍ରେସରରେ କେମିତି ଖେଳାଯାଏ ଦେଖାଇ ଦେଇଥିଲେ ସଞ୍ଜୁ । ଓପନିଂରୁ ଆସି ଶେଷ ପର୍ଯ୍ୟନ୍ତ ରହି ମ୍ୟାଚ୍ ନିଜ ନାମରେ କରିଥିଲେ । ଏକାହିଁ ସବୁ ଶ୍ରେୟର ହକଦାର ହୋଇଛନ୍ତି । ଦେଖାଇ ଦେଇଛନ୍ତି ସେ କଣ କରିପାରନ୍ତି । ବିସିସିଆଇ ତାଙ୍କ ପ୍ରତି କେତେ ଅବହେଳା କରିଛି। ଯଦି ଦେଖିବା ଭାରତକୁ ସେମି ଫାଇନାରେ ପହଞ୍ଚାଇଛନ୍ତି ସଞ୍ଜୁ । ଓ୍ବେଷ୍ଟ ଇଣ୍ଡିଜକୁ ଦେଇଛନ୍ତି ଚକମା ।
ସୁପର ୮ ମୁକାବିଲାରେ ଭାରତ ଓ୍ବେଷ୍ଟ ଇଣ୍ଡିଜକୁ ହରାଇବାର ଥିଲା। ଯାହାକୁ ନେଇ ଆରମ୍ଭ ହୋଇଥିଲା ସୁପର ୮ ର ଶେଷ ମ୍ୟାଚ୍। ଏହି ମ୍ୟାଚ୍ରେ ଓ୍ବେଷ୍ଟ ଇଣ୍ଡିଜ ପ୍ରଥମେ ବ୍ୟାଟିଂ କରି ଭାରତକୁ ୧୯୬ ରନ୍ର ବିଜୟ ଲକ୍ଷ ଦେଇଥିଲା। ଯାହା ପରେ ମୈଦାନକୁ ଓହ୍ଲାଇଥିଲେ ଅଭିଷେକ ଏବଂ ସଞ୍ଜୁ । କିନ୍ତୁ ବିଶ୍ବାସ ଜିତିପାରି ନଥିଲେ ଅଭିଷେକ । ମାତ୍ର ୧୦ ରନ୍ କରି ଆଉଟ ହୋଇ ପାବିଲିଅକୁ ଫେରିଥିଲେ । ଏହା ପରେ ଇଶାନ କିଶନ ବି ସମାନ ୧୦ ରନ୍ କରି ଆଉଟ ହୋଇଯାଇଥିଲେ ।
ଯାହାକୁ ନେଇ ସତର୍କ ହୋଇଥିଲେ ସଞ୍ଜୁ । ନିଜ ଖେଳକୁ ବଦାଳାଇ ଦେଇଥିଲେ । ପ୍ରେସରରେ କେମିତି ଖେଳା ଯାଏ ଦେଖାଇ ଦେଇଥିଲେ ସଞ୍ଜୁ । ଯାହାକୁ ସବୁ ଅଣଦେଖା କରୁଥିଲେ ସେହିଁ ଭାରକୁ ସେମି ଫାଇନାଲରେ ପହଞ୍ଚାଇଲେ। ୫୦ଟି ବଲ୍ ବିସ୍ଫୋରକ ବ୍ୟାଟିଂ କରି ୯୭ ରନ୍ ସଂଗ୍ରହ କରିଥିଲେ। ଯାହାପରେ ଏବେ ସଞ୍ଜୁଙ୍କୁ ପୁରା ଭାରତ ବାହା ବାହାରେ ପୋତି ପକାଇଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories