Cricket Terror Links / ସୋଏବ ଅଖତରଙ୍କ ଘରେ ଲସ୍କର ଆତଙ୍କବାଦୀ, ପାକିସ୍ତାନର ଆତଙ୍କ ପ୍ରେମ ପୁଣି ଦେଖାଗଲା
·1 hour ago·2 min read

Key Points
ପାକିସ୍ତାନର ପୂର୍ବତନ କ୍ରିକେଟର ପୁଣିଥରେ ଚର୍ଚ୍ଚାରେ ଅଛନ୍ତି
ପାକିସ୍ତାନର କ୍ରିକେଟର ସୋଏବ ଅଖତାର ବିବାଦଘେରରେ ରହିଛନ୍ତି।

ପାକିସ୍ତାନର ପୂର୍ବତନ କ୍ରିକେଟର ପୁଣିଥରେ ଚର୍ଚ୍ଚାରେ ଅଛନ୍ତି। ପାକିସ୍ତାନର କ୍ରିକେଟର ସୋଏବ ଅଖତାର ବିବାଦଘେରରେ ରହିଛନ୍ତି। କିନ୍ତୁ ଏଥର କାରଣ କ୍ରିକେଟ ନୁହେଁ, ବରଂ ତାଙ୍କ ବଡ଼ ଭାଇ ଶାହିଦ ଅଖତରଙ୍କ ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମକୁ ନେଇ ଚର୍ଚ୍ଚାରେ ଅଛନ୍ତି। ସୋସିଆଲ ମିଡିଆରେ ଏକ ଭାଇରାଲ ଭିଡିଓରେ ଦାବି କରାଯାଇଛି ଯେ ନିଷିଦ୍ଧ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୈବା (LeT) ଏବଂ ଏହାର ସହଯୋଗୀ ରାଜନୈତିକ ସଂଗଠନ, ପାକିସ୍ତାନ ସେଣ୍ଟ୍ରାଲ ମୁସଲିମ ଲିଗ (PMML)ର ଅନେକ ନେତା ଏବଂ କର୍ମୀ ଏହି ଅନ୍ତିମ ସଂସ୍କାର ପ୍ରାର୍ଥନାରେ ଉପସ୍ଥିତ ଥିଲେ।
ରିପୋର୍ଟ ଅନୁସାରେ, ଶାହିଦ ଅଖତରଙ୍କ ଅନ୍ତିମ ସଂସ୍କାର ଇସଲାମାବାଦର H-8 କବରସ୍ଥାନରେ ହୋଇଥିଲା। ଭାଇରାଲ ଭିଡିଓରେ ପାକିସ୍ତାନ ସେଣ୍ଟ୍ରାଲ ମୁସଲିମ ଲିଗ୍ ସଭାପତି ଇନାମ-ଉର-ରେହମାନଙ୍କ ସମେତ ଅନେକ ଲୋକଙ୍କୁ ଦେଖାଯାଉଥିବା ଦାବି କରାଯାଇଛି। ସୋସିଆଲ ମିଡିଆ ମଧ୍ୟ ଦାବି କରୁଛି ଯେ ଭିଡିଓଟି PMML ସହିତ ଜଡିତ ଏକ ସରକାରୀ ପ୍ଲାଟଫର୍ମରେ ସେୟାର କରାଯାଇଛି।
ଏହାସହ ପଢ଼ନ୍ତୁ: ଟ୍ରମ୍ପଙ୍କ କଡ଼ା ଆକ୍ସନ….କାର୍ଗୋ ଜାହାଜ ଉପରେ ଆକ୍ରମଣ ପରେ ଇରାନରେ ପଶି ମିସାଇଲ୍ ଏବଂ ଡ୍ରୋନ୍ ସାଇଟକୁ ଧ୍ୱଂସ କଲା ଆମେରିକା
କିଛି ଦିନ ତଳେ ସୋଏବ ଅଖତାରଙ୍କ ଭାଇ ସାହିଦ ଅଖତାର ପ୍ରାଣ ହରାଇଥିଲେ । ତାଙ୍କୁ ଇସଲାମାବାଦର ଏଚ୍-୮କବରସ୍ତାନରେ କବର ଦିଆଯାଇଥିଲା। ଏଥିରେ ଅନେକ ବ୍ୟକ୍ତି ସାମିଲ ହୋଇଥିଲେ। ଏପରିକି ପାକିସ୍ତାନୀ ମରକଜୀ ମୁସଲିମ୍ ଲିଗର ଅଧ୍ୟକ୍ଷ ଇନାମ-ଉର-ରେହମାନ ମଧ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଯାହାର ଫଟୋ ଏବଂ ଭିଡିଓ ଭାଇରାଲ ହେଉଛି । ପିଏମଏମଏଲ ନିଜ ସୋସିଆଲ ମିଡିଆରେ ଏହାକୁ ସେୟାର କରିଛି।
ଇନାମଙ୍କ ନାଁ ପୂର୍ବରୁ ଚର୍ଚ୍ଚାରେ ରହିଛି । ସେ ଯେଉଁ ଦଳର ଅଧ୍ୟକ୍ଷ ଅଛନ୍ତି ତାହା ହେଉଛି ଲଶ୍କର ଏ ତୋଏବା ସମର୍ଥିତ ରାଜନୈତିକ ପାର୍ଟି। ତାଙ୍କ ମୁଣ୍ଡ ଉପରେ ହାଫିଜ୍ ସୟିଦର ଆଶୀର୍ବାଦ ମଧ୍ୟ ରହିଛି। ଅନେକ ଥର ଇନାମ ପହଲଗାମ୍ ଆକ୍ରମଣର ମାଷ୍ଟରମାଇଣ୍ଡ୍ ସୈଫୁଲ୍ଲହା କସୁରୀଙ୍କୁ ସାକ୍ଷାତ କରିଛନ୍ତି।
ଏହି ସମୟରେ, ପାକିସ୍ତାନର ନ୍ୟାସନାଲ ଆସେମ୍ବଲି ବାଚସ୍ପତି ସର୍ଦ୍ଦାର ଆୟାଜ ସାଦିକ ମଧ୍ୟ ସୋଏବ ଅଖତରଙ୍କ ଘରକୁ ଯାଇ ସହିଦ ଅଖତରଙ୍କ ଦେହାନ୍ତରେ ପରିବାର ପ୍ରତି ସମବେଦନା ପ୍ରକାଶ କରିଛନ୍ତି। ନ୍ୟାସନାଲ ଆସେମ୍ବଲି ଦ୍ୱାରା ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ ବାଚସ୍ପତି ସ୍ୱର୍ଗତ ଆତ୍ମାର ଶାନ୍ତି ପାଇଁ ପ୍ରାର୍ଥନା କରିଛନ୍ତି ଏବଂ ଏହି ଦୁଃଖ ସମୟରେ ପରିବାରକୁ ସାହସ ପ୍ରଦାନ କରିଛନ୍ତି।
କେବଳ ଇନାମ ନୁହେଁ ସୋଏବଙ୍କ ଘରେ ପାକ୍ ନ୍ୟାଶନାଲ ଆସେମ୍ବଲୀର ସ୍ପିକର ଅୟାଜ ସାଦିକ ସାମିଲ ହୋଇଥିଲେ। ତାଙ୍କର ମଧ୍ୟ ଅନେକ ଟପ୍ ଆତଙ୍କବାଦୀଙ୍କ ସହ ସମ୍ପର୍କ ରହିଛି। ତେବେ ସୋଏବଙ୍କ ଭାଇଙ୍କ ଶେଷ ଦର୍ଶନ ବେଳେ ଅନେକ ଭାରତ ବିରୋଧୀ ତତ୍ତ୍ୱଙ୍କ ସାମିଲ ଏବେ ଚର୍ଚ୍ଚାର ଖୋରାକ ଯୋଗାଉଛି। ଏହାସହ ଅନ୍ତର୍ଜାତୀୟ ସ୍ତରରେ ବ୍ୟାନ୍ ହୋଇଥିବା କିଛି ସଙ୍ଗଠନ ଏବେବି ପାକ୍ ରାଜନୀତି ତଥା ଅନ୍ୟ କ୍ଷେତ୍ରରେ ସକ୍ରିୟ ଥିବା ମଧ୍ୟ ପ୍ରମାଣିତ ହୋଇଛି।

- ଜାତୀୟ ସଂସଦର ବାଚସ୍ପତି ଏବଂ ଆତଙ୍କବାଦୀ ମଧ୍ୟ ଶବଦାହରେ ଯୋଗ ଦେଇଥିଲେ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories