Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ସୁଟର ମନୁ ଭାକର ଅଲିମ୍ପିକ୍ସରେ ଇତିହାସ ରଚିବାକୁ ଯାଉଛନ୍ତି 

Manini Pattanayak
Browse all articles by Manini Pattanayak
·1 year ago
ସୁଟର ମନୁ ଭାକର ଅଲିମ୍ପିକ୍ସରେ ଇତିହାସ ରଚିବାକୁ ଯାଉଛନ୍ତି 

 ନୂଆଦିଲ୍ଲୀ:  ସୁଟର ମନୁ ଭାକର ଅଲିମ୍ପିକ୍ସରେ ଇତିହାସ ରଚିବାକୁ ଯାଉଛନ୍ତି । ପ୍ରଥମ ଭାରତୀୟ ସୁଟର ଭାବେ ଗୋଟିଏ ଅଲିମ୍ପିକ୍ସରେ ତିନିଟି ଇଭେଣ୍ଟର ଫାଇନାଲରେ ପହଞ୍ଚିଛନ୍ତି । ଆଜି ୨୫ମିଟର ପିସ୍ତଲ ଇଭେଣ୍ଟରେ ପଦକ ପାଇଁ ସେ ଲଢେଇ କରିବେ ।

୨୨ ବର୍ଷୀୟା ମନୁ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚରେ ଚମତ୍କାର ପ୍ରଦର୍ଶନ କରି ୬ଶହରୁ ୫୯୦ ପଏଣ୍ଟ ପାଇଥିଲେ। ପୂର୍ବରୁ ମନୁ ୧୦ମିଟର ଏୟାର ପିସ୍ତଲ ଓ ୧୦ମିଟର ପିସ୍ତଲ ମିକ୍ସଡ ଇଭେଣ୍ଟରେ ଦୁଇଟି ବ୍ରୋଞ୍ଚ ପଦକ ପାଇଛନ୍ତି । ତେଣୁ ୨୫ ମିଟର ପିସ୍ତଲ ଇଭେଣ୍ଟରେ ମଧ୍ୟ ମନୁଙ୍କ ଠାରୁ ଏକ ପଦକ ଆଶା କରାଯାଉଛି । 

ଅଧିକ ପଢନ୍ତୁ କ୍ରୀଡା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Shooter Manu Bhaker is going to make history at the Olympics | Argus News