Cricket Latest Update / ଭାରତୀୟ ଟିମରେ ବଡ଼ ପରିବର୍ତ୍ତନ …ହଟିଲେ ସୂର୍ଯ୍ୟା, ଶ୍ରେୟସ ଆୟର ହେଲେ ଟି-୨୦ ଟିମର ନୂଆ କ୍ୟାପଟେନ
·1 hour ago·2 min read

Key Points
ଭାରତୀୟ ଟିମରେ ସରିଛି ସୂର୍ଯ୍ୟ ଯୁଗ
ଷ୍ଟାର କ୍ରିକେଟର ଶ୍ରେୟସ ଆୟରଙ୍କୁ ଟି-୨୦ କ୍ୟାପଟେନ ଘୋଷଣା କରାଯାଇଛି

ଭାରତୀୟ କ୍ରିକେଟରେ ଏକ ବଡ଼ ପରିବର୍ତ୍ତନ ହୋଇଛି। ଭାରତୀୟ ଟିମରେ ସରିଛି ସୂର୍ଯ୍ୟ ଯୁଗ। ଷ୍ଟାର କ୍ରିକେଟର ଶ୍ରେୟସ ଆୟରଙ୍କୁ ଟି-୨୦ କ୍ୟାପଟେନ ଘୋଷଣା କରାଯାଇଛି। ଏବେ ପର୍ଯ୍ୟନ୍ତ କ୍ୟାପଟେନ୍ସି ଦାୟିତ୍ବ ସୂର୍ଯ୍ୟା ସମ୍ଭାଳୁଥିଲେ କିନ୍ତୁ ଏବେ ଆୟର ଅଧିନାୟକ ନେତୃତ୍ବ ନେବେ।
ଦୀର୍ଘ କିଛି ମାସ ହେଲା ସୂର୍ଯ୍ୟାଙ୍କ କ୍ୟାପଟେନ୍ସିକୁ ନେଇ ପ୍ରଶ୍ନ ଉଠୁଥିଲା। ଟି-୨୦ ବିଶ୍ବକପ ବେଳେ ଏବଂ ଏହାପରବର୍ତ୍ତୀ ମ୍ୟାଚ ଗୁଡ଼ିକରେ ସୂର୍ଯ୍ୟଙ୍କ ପ୍ରଦର୍ଶନ ଆଦୌ ଭଲ ନ ଥିଲା। ଏହାବ୍ୟତୀତ ଆଇପିଏଲରେ ମଧ୍ୟ ତାଙ୍କ ପ୍ରଦର୍ଶନ ନିରାଶଜନକ ଥିଲା। ଏସବୁ ଦେଖିବାପରେ ସିଲେକ୍ଟର୍ସ କମିଟି ବହୁ ବିଚାର ବିମର୍ଷ କରିବାପରେ କ୍ୟାପେଟନସି ପରିବର୍ତ୍ତନ କରିବାର ନିଷ୍ପତ୍ତିରେ ପହଞ୍ଚିଛି।
ଏହାସହ ପଢ଼ନ୍ତୁ: ପୁଣି ଇଣ୍ଡିଆ ଟିମକୁ ବଡ଼ ଝଟକା….ବିରାଟ କୋହଲିଙ୍କ ପରେ ରୋହିତ ଶର୍ମା ବି ଦିନିକିଆରେ ବାଦ ପଡ଼ିଲେ
ଶ୍ରେୟସ ଆୟରଙ୍କୁ କାହିଁକି ବଛାଗଲା
ଶ୍ରେୟସ ଆୟର ହେଉଛନ୍ତି ଭାରତୀୟ କ୍ରିକେଟ ଟିମରେ ଏକ ଭରାସାଯୋଗ୍ୟ ଖେଳାଳି। ଘରୋଇ କ୍ରିକେଟରେ ଏବଂ ଆଇପିଏଲ ଉଭୟ ଫର୍ମାଟରେ ସେ ଅଧିନାୟକ ନେତୃତ୍ବ ସମ୍ଭାଳିଛନ୍ତି। ଗ୍ରାଉଣ୍ଡରେ ସେ ସବୁବେଳେ ପଜିଟିଭିଟି ସହ ଖେଳିବା ସହ ଦଳ ପ୍ରେସରରେ ଥିବାବେଳେ ମଧ୍ୟ ସେ ଉପଯୁକ୍ତ ନିଷ୍ପତ୍ତି ନେଇଥାଆନ୍ତି। ଏହିସବୁ ଭଲ ଗୁଣ ଥିବାରୁ ଟିମ ମ୍ୟାନେଜମେଣ୍ଟ ନଜରରେ ସେ ପ୍ରଥମ ପସନ୍ଦ ଥିଲେ।
ଆଗକୁ କଣ ହେବ?
ଶ୍ରେୟସ ଆୟର କ୍ୟାପଟେନ ହେବାସହ ଭାରତୀୟ ଟି-୨୦ରେ ଏକ ନୂଆ ଆରମ୍ଭ ହେବାକୁ ଯାଉଛି। ସମସ୍ତଙ୍କ ନଜର ଏବେ ଆୟରଙ୍କ ଉପରେ ରହିବ ଆସନ୍ତା ସିରିଜରେ ସେ କେମିତି ନେତୃତ୍ବ ନେଉଛନ୍ତି। ଏହାବ୍ୟତୀତ ଟିମରେ ଖେଳାଳିଙ୍କ ଚୟନ ଏବଂ ବୋଲିଂ ଅର୍ଡରରେ ମଧ୍ୟ ପରିବର୍ତ୍ତନ ନିଶ୍ଚିତ ଦେଖିବାକୁ ମିଳିବ।
ଆୟରଙ୍କ ଉପରେ ବଡ଼ ଦାୟିତ୍ବ
ଏବେ ଶ୍ରେୟସ ଆୟରଙ୍କ ସାମ୍ନାରେ କେବଳ ରନ କରିବା ଚ୍ୟାଲେଞ୍ଜ ନୁହେଁ ପୁରା ଟିମକୁ ସମ୍ଭାଳିବାର ଗୁରୁ ଦାୟିତ୍ବ ରହିଛି। ଏହି ନିଷ୍ପତ୍ତି ଭାରତୀୟ କ୍ରିକେଟ ପାଇଁ ଏକ ନଆ ଆରମ୍ଭ ହେବ। ଦେଖାଯାଉ ଆୟର ଏହି ପରୀକ୍ଷାରେ ସଫଳ କ୍ୟାପଟେନ ହେଉଛନ୍ତି କି ନାହିଁ। ଅନ୍ୟପକ୍ଷେ ଆଫଗାନିସ୍ତାନ କ୍ରିକେଟ୍ ଦଳ ଭାରତ ଗସ୍ତରେ ଆସି ଏକ ଟେଷ୍ଟ ଖେଳିବ ଏବଂ ତା’ପରେ ତିନି ମ୍ୟାଚ୍ ବିଶିଷ୍ଟ ଏକଦିବସୀୟ ସିରିଜ୍ ଖେଳିବ, ଯାହାର ପ୍ରଥମ ମ୍ୟାଚ୍ ୧୩ ଜୁନ୍ ରେ ଅନୁଷ୍ଠିତ ହେବ।
ଆଫଗାନିସ୍ତାନ ବିପକ୍ଷରେ ଦିନିକିଆ ସିରିଜର କାର୍ଯ୍ୟସୂଚୀ
ପ୍ରଥମ ଦିନିକିଆ - ଜୁନ୍ ୧୩, ଧର୍ମଶାଳା
ଦ୍ୱିତୀୟ ଦିନିକିଆ - ଜୁନ୍ ୧୭, ଲକ୍ଷ୍ନୌ
ତୃତୀୟ ଦିନିକିଆ - ଜୁନ୍ ୨୦, ଚେନ୍ନାଇ
ଭାରତର ODI ଦଳ: ଶୁବମନ ଗିଲ, ରୋହିତ ଶର୍ମା, ବିରାଟ କୋହଲି, ଶ୍ରେୟସ ଆୟର, ହାର୍ଦ୍ଦିକ ପାଣ୍ଡ୍ୟା, ନୀତୀଶ କୁମାର ରେଡ୍ଡୀ, କେ.ଏଲ ରାହୁଲ, ଇଶାନ କିଶନ, ୱାଶିଂଟନ ସୁନ୍ଦର, ପ୍ରସିଦ୍ଧ କୃଷ୍ଣ, ପ୍ରିନ୍ସ ଯାଦବ, ଗୁରୁନୁର ବ୍ରାର, କୁଲଦୀପ ଯାଦବ, ଅର୍ଶଦୀପ ସିଂ ଏବଂ ହର୍ଷ ଦୁବେ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories