IPL 2026 / ଗିଲ୍ ଛଡ଼ାଇ ନେଲେ IPLର ଫାଇନାଲ୍ ଟିକେଟ୍, କିନ୍ତୁ ବୈଭବଙ୍କ ପାଇଁ ହେଲା ଅଧିକ ତାଳିମାଡ଼
·3 months ago·3 min read

Key Points
ଶୁକ୍ରବାର ରାତିରେ ନିଉ ଚଣ୍ଡିଗଡ଼ରେ ଖେଳା ଯାଇଥିବା ମ୍ୟାଚ୍ରେ ଶୁବମନ ଗିଲ୍ଙ୍କ ଶତକ, ବୈଭବ ସୂର୍ଯ୍ୟବଂଶୀଙ୍କ ଲଢ଼ୁଆ ପାଳି ଉପରେ ଭାରି ପଡ଼ିଛି । ଗୁଜରାଟ ଟାଇଟନ୍ସ, ରାଜସ୍ଥାନ ରୟାଲ୍ସକୁ ୭ ୱିକେଟ୍ରେ ହରାଇ ତୃତୀୟ ଥର ପାଇଁ ଆଇପିଏଲ୍ ଫାଇନାଲ୍ରେ ପହଞ୍ଚିଛି ।
ନୂଆଦିଲ୍ଲୀ: ଆଇପିଏଲ୍-୨୦୨୬ର ଦ୍ଵିତୀୟ କ୍ଵାଲିଫାୟର୍ରେ ଗୋଟିଏ ପଟେ ୧୫ ବର୍ଷର ବୈଭବ । ଯିଏ ପୂରା ସଂସ୍କରଣରେ ସମସ୍ତଙ୍କୁ ଚମକାଇଲା । ଅନ୍ୟପଟେ ଭାରତୀୟ କ୍ରିକେଟର ଯୁବ ତାରକା । ଯିଏ ନିଜ ଦକ୍ଷତା, ନିରନ୍ତରତା ଓ ଅଧିନାୟକତ୍ଵରେ ଦଳକୁ ପୁଣି ଥରେ ଫାଇନାଲ୍ରେ ପହଞ୍ଚାଇବାରେ ଲାଗିଥିଲେ ।
ଶୁକ୍ରବାର ରାତିରେ ନିଉ ଚଣ୍ଡିଗଡ଼ରେ ଖେଳା ଯାଇଥିବା ମ୍ୟାଚ୍ରେ ଶୁବମନ ଗିଲ୍ଙ୍କ ଶତକ, ବୈଭବ ସୂର୍ଯ୍ୟବଂଶୀଙ୍କ ଲଢ଼ୁଆ ପାଳି ଉପରେ ଭାରି ପଡ଼ିଛି । ଗୁଜରାଟ ଟାଇଟନ୍ସ, ରାଜସ୍ଥାନ ରୟାଲ୍ସକୁ ୭ ୱିକେଟ୍ରେ ହରାଇ ତୃତୀୟ ଥର ପାଇଁ ଆଇପିଏଲ୍ ଫାଇନାଲ୍ରେ ପହଞ୍ଚିଛି । ରବିବାର ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଳୁରୁ ସହ ଟ୍ରଫି ପାଇଁ ଲଢ଼େଇ ହେବ ।
ବୈଭବ ପ୍ରମାଣ କଲେ ବୟସ କେବଳ ଏକ ସଂଖ୍ୟା
ଆଇପିଏଲ୍ର ଚଳିତ ସଂସ୍କରଣରେ ରେକର୍ଡ ପରେ ରେକର୍ଡ ଭାଙ୍ଗିଥିବା ବୈଭବ ସୂର୍ଯ୍ୟବଂଶୀ ପୁଣି ଥରେ ଦର୍ଶାଇଛନ୍ତି, ସେ କେବଳ ବଡ଼ ସଟ୍ସ ଖେଳନ୍ତିନି । ୪୭ ବଲ୍ରେ ୯୬ ରନ୍ ସ୍କୋର, ଏହି ପାଳିରେ ସର୍ବାଧିକ ଭଲ ପାଇବା ମିଳିଥିବା ସ୍କୋର୍ । ସ୍ଥିତି ଅନୁସାରେ ବୈଭବ ନିଜକୁ କିଭଳି ଖାପଖୁଆଇ ପାରନ୍ତି ତାହା କରି ଦେଖାଇଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏଥିସହ ପଢ଼ନ୍ତୁ: ବୈଭବଙ୍କ ଉପରେ ବର୍ଷିଲେ ରିୟାନ ପରାଗ… ୯୬ରନ୍ ପରେ ବି ମିଳିଲାନି ପ୍ରଶଂସା…ଫ୍ୟାନ୍ସ ଦେଖି ରାଗିଗଲେ
ନିଉ ଚଣ୍ଡିଗଡ଼ ଷ୍ଟାଡିୟମ୍ରେ ବ୍ୟାଟିଂ କରିବା ଏତେଟା ସହଜ ନଥିଲା । ପୂର୍ବ ମ୍ୟାଚ୍ ଭଳି ବ୍ୟାଟ୍ରେ ବଲ୍ ବାଜୁ ନଥିଲା । ରାଜସ୍ଥାନ ରୟାଲ୍ସର ଗୋଟିଏ ପରେ ଗୋଟିଏ ୱିକେଟ୍ ଖସି ଚାଲିଥିଲା । ସେପଟେ ଦଳକୁ ସମ୍ଭାଳିବା ସହ ବୈଭବ ଆଟାକ୍ ଆରମ୍ଭ କରିଥିଲେ । ସମୟ ନେଇ ବୈଭବ ସାହସିକତା ଦେଖାଇ ବଡ଼ ସ୍କୋର୍ କରିଥିଲେ । ଯାହାକି ତାଙ୍କ କ୍ୟାରିୟର୍ର ପରିପକ୍ଵ ଇନିଂସ ମଧ୍ୟରୁ ଅନ୍ୟତମ ।
ପୂର୍ବ ମ୍ୟାଚ୍ ଉପରେ ନଜର ପକାଇଲେ ବୈଭବ ଯଥାକ୍ରମେ ୯୩ ରନ୍, ୪ ରନ୍, ୯୭ ରନ୍ ଓ ୯୬ ରନ୍ ସ୍କୋର୍ କରିଛନ୍ତି । ଅର୍ଥାତ୍ ୪ଟି ମ୍ୟାଚ୍ ମଧ୍ୟରୁ ୩ଟିରେ ବୈଭବ ୯୦ ଉପରେ ସ୍କୋର୍ କରିଛନ୍ତି । ଏହା ହିଁ ଦର୍ଶାଉଛି ଚାପରେ ଓ ବଡ଼ ମ୍ୟାଚ୍ରେ ବୈଭବ ଡରନ୍ତି ନାହିଁ ବରଂ ସ୍ଥିତିର ସାମ୍ନା ସାହସିକତା, ଦମ୍ଭର ସହ କରନ୍ତି । ଦ୍ଵିତୀୟ କ୍ଵାଲିଫାୟରରେ ବୈଭବ ଯଦିଓ ୯୨ ରନ୍ ସ୍କୋର୍ କରିଛନ୍ତି, ତଥାପ ଏହା ଶତକଠୁ କମ୍ ନୁହେଁ ।
ହାରିବାର ଦୁଃଖ
ମ୍ୟାଚ୍ ସରିବା ପରେ ବୈଭବଙ୍କ ଚେହେରାରେ ହାରିବାର ଦୁଃଖ ଦେଖା ଯାଉଥିଲା । ଯାହା ଅରେଞ୍ଜ କ୍ୟାପ୍ କିମ୍ବା ବ୍ୟକ୍ତିଗତ ରେକର୍ଡ ପାଇଁ ନଥିଲା । ବରଂ କଷ୍ଟ ଲାଗୁଥିଲା ତାଙ୍କ ଦଳ ଫାଇନାଲ୍କୁ ଯାଇ ପାରିଲା ନାହିଁ । ଏହି ଭାବନା ତାଙ୍କୁ ଅନ୍ୟ ଖେଳାଳିଙ୍କ ଠାରୁ ଭିନ୍ନ ଦର୍ଶାଉଛି ।
୧୫ ବର୍ଷ ବୟସରେ ଯେଉଁଠି ଅଧିକାଂଶ ଖେଳାଳି ବ୍ୟକ୍ତିଗତ ଉପଲବ୍ଧିକୁ ନେଇ ଖୁସି ହୋଇଥାନ୍ତି । ସେଠି ବୈଭବଙ୍କ ଏହି ନାରାଶା ଦଳର ପରାଜୟକୁ ନେଇ ଥିଲା । ହୁଏଥ ଏଥିପାଇଁ କ୍ରିକେଟ୍ ଜଗତ ତାଙ୍କୁ ଜଣେ ପ୍ରତିଭା ନୁହେଁ ବରଂ ବଡ଼ ତାରକା ମାନୁଛି ।

ଗିଲ୍ଙ୍କ ଶତକ
ସେହି ପିଚ୍ରେ ଦ୍ଵିତୀୟ ପାଳିରେ ଶୁବମନ ଗିଲ୍ ୫୩ ବ୍ରେ ୧୦୪ ରନ୍ କରିଛନ୍ତି । ଯେଉଁଥିରେ ୧୫ଟି ଚଉକା ଓ ୩ଟି ଛକା ସାମିଲ୍ ରହିଛି । ଗିଲ୍ ଦେଖାଇଛନ୍ତି ଟି-ଟ୍ଵେଣ୍ଟି କ୍ରିକେଟ୍ କେବଳ ଏକ ଶକ୍ତିର ଖେଳ ନୁହେଁ । ସମୟ, ବ୍ୟବଧାନ ଖୋଜିବାର କଳା ଓ ସ୍ଥିତିକୁ ନିୟନ୍ତ୍ରଣ କରିବା ମଧ୍ୟ ଗୁରୁତ୍ଵପୂର୍ଣ୍ଣ । ଆଇପିଏଲ୍ରେ ଗିଲ୍ ଏଥିସହ ପଞ୍ଚମ ଶତକ ହାସଲ କରିଛନ୍ତି ।
ଏଥିସହ ପଢ଼ନ୍ତୁ: ଲକ୍ଷ୍ନୌ ମାଲିକ ସଞ୍ଜୀବ ଗୋଏଙ୍କା ନେଲେ ବଡ଼ ଆକ୍ସନ… ଲଗାତାର ଖରାପ ପ୍ରଦର୍ଶନ ପାଇଁ କ୍ୟାପଟେନ ପଦରୁ ବିଦା କଲେ
ଲକ୍ଷ୍ୟ ଗୋଟିଏ, ରାସ୍ତା ଭିନ୍ନ
ଏହି ମୁକାବିଲାର ବୈଭବ ଓ ଗିଲ୍ଙ୍କ ଲକ୍ଷ୍ୟ ଗୋଟିଏ ଥିଲା । ବୈଭବ ଓ ଗିଲ୍ ପ୍ରାୟ ଗୋଟିଏ କାମ କରିଛନ୍ତି । କିନ୍ତୁ ଉଭୟଙ୍କ ତରିକା ସମ୍ପୂର୍ଣ୍ଣ ଭିନ୍ନ ଥିଲା । ବୈଭବ ଆକ୍ରମଣାତ୍ମକ ଭାବେ ଖେଳୁଥିଲେ । ବୋଲରଙ୍କ ଉପରେ ଚାପ ପ୍ରୟୋଗ କରି ବଡ଼ ସଟ୍ସ ମାରୁଥିଲେ । ମ୍ୟାଚ୍ର ଦିଗ ବଦଳାଇବାକୁ ପ୍ରୟାସ କରୁଥିଲେ ।
ଅନ୍ୟପଟେ ଗିଲ୍ ଚଉକା ସହାୟତାରେ ସ୍କୋର୍ କରୁଥିଲେ । ଗ୍ୟାପ୍ ଖୋଜି ମ୍ୟାଚ୍କୁ ନିୟନ୍ତ୍ରଣରେ ରଖୁଥିଲେ । ଜଣେ ଛକା ମାରୁଥିଲା, ଜଣେ ଚଉକା । ଉଭୟଙ୍କ ଲକ୍ଷ୍ୟ ଥିଲା ଦଳକୁ ଫାଇନାଲ୍ରେ ପହଞ୍ଚାଇବା ।

Related Topics
Explore more stories