Smriti Mandhana World Record / ବିବାହ ଭାଙ୍ଗିବା ପରେ ପଡ଼ିଆକୁ ଓହ୍ଲାଇ ବିଶ୍ୱ ରେକର୍ଡ କଲେ ସ୍ମୃତି, ଫ୍ୟାନ୍ସ କହିଲେ...
·8 months ago·2 min read

Key Points
ବିବାହ ଭାଙ୍ଗିବା ପରେ ପଡ଼ିଆକୁ ଓହ୍ଲାଇଲେ ସ୍ମୃତି
ପ୍ରଥମ ମ୍ୟାଚ୍ରେ ସୃଷ୍ଟି କଲେ ଇତିହାସ
ପ୍ରଥମ ମ୍ୟାଚ୍ରେ ସୃଷ୍ଟି କଲେ ଇତିହାସ
କଥାରେ ଅଛି ଯେତେବେଳେ ଗୋଟେ ମଣିଷକୁ ଶକ୍ତ ଝଟକା ଲାଗିଥାଏ, ସେଥିରୁ ବାହାରିବାକୁ ତାକୁ ଅଧିକ ଦିନ ସମୟ ଲାଗିଥାଏ। କେହି କେହି ତ ପୁରୁଣା ସ୍ମୃତିରୁ ବାହାରିପାରନ୍ତି ନାହିଁ। କିନ୍ତୁ ସ୍ମୃତି ମନ୍ଧାନା ସବୁ ମହିଳାମାନଙ୍କ ପାଇଁ ଏକ ବଡ଼ ଉଦାହରଣ ସୃଷ୍ଟି କରିଛନ୍ତି। ତାଙ୍କ ବିବାହ ଭାଙ୍ଗିବା ପରେ ବି ତାଙ୍କୁ ପଲାଶ ଧୋକା ଦେବା ପରେ ବି ସେ ପଡିଆକୁ ଓହ୍ଲାଇଛନ୍ତି। ଏହାସହ ବିଶ୍ୱ ରେକର୍ଡ କରିଛନ୍ତି।ରବିବାରଠୁ ଭାରତ ମହିଳା ଦଳ ଓ ଶ୍ରୀଲଙ୍କା ମହିଳା ଦଳ ମଧ୍ୟ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଆରମ୍ଭ ହୋଇଛି । ଏହି ସିରିଜ୍ର ପ୍ରଥମ ମ୍ୟାଚ୍ ରବିବାର ବିଶାଖାପାଟଣାରେ ଖେଳାଯାଇଥିଲା ।
ଆଉ ଏହି ମ୍ୟାଚରେ ଭାରତ ଶ୍ରୀଲଙ୍କାକୁ ୮ ୱିକେଟରେ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରିଥିବା ଶ୍ରୀଲଙ୍କା ଦଳ ନିଦ୍ଧାର୍ରିତ ୨୦ ଓଭରରେ ମାତ୍ର ୧୨୧ ରନ କରିପାରିଥିଲା । ଜବାବରେ ଟିମ୍ ଇଣ୍ଡିଆ ୩୨ ବଲ୍ ବାକି ଥାଇ ୮ ୱିକେଟରେ ଏହି ମ୍ୟାଚ୍ କୁ ନିଜ ନାମରେ କରିଥିଲା । ଏହି ମ୍ୟାଚ୍ ସମୟରେ ସ୍ମୃତି ମନ୍ଧାନା ଏକ ଐତିହାସିକ ସଫଳତା ହାସଲ କରିଥିଲେ ।ଏହି ମ୍ୟାଚ୍ରେ ମନ୍ଧାନା ଏକ ବଡ଼ ଇନିଂସ ଖେଳି ପାରିନଥିଲେ, ମାତ୍ର ୨୫ ରନ୍ କରିଥିଲେ କିନ୍ତୁ ସେ ଏକ ବିଶ୍ୱ ରେକର୍ଡ ସୃଷ୍ଟି କରିଥିଲେ। ତାଙ୍କ ଇନିଂସ ମଧ୍ୟରେ, ସ୍ମୃତି ମନ୍ଧାନା ମହିଳା ଟି୨୦ ଆନ୍ତର୍ଜାତୀୟ ମ୍ୟାଚ୍ରେ ୪,୦୦୦ ରନ୍ ପୂରଣ କରିଥିବା ପ୍ରଥମ ଭାରତୀୟ ମହିଳା ବ୍ୟାଟ୍ସମ୍ୟାନ୍ ହୋଇଥିଲେ।
ଏଥିସହ ପଢ଼ନ୍ତୁ: ହସିନା କହିଲେ ବାଂଲାଦେଶ ଫେରିବି ଖୁବଶୀଘ୍ର: ୟୁନୁସଙ୍କୁ କଲେ ଚ୍ୟାଲେଞ୍ଜ
ଏହା ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା, କିନ୍ତୁ ଏହା ଏକ ବିଶ୍ୱ ରେକର୍ଡ । ଏହି ମାଇଲଖୁଣ୍ଟରେ ପହଞ୍ଚିବା ପାଇଁ ମନ୍ଧାନା ଦ୍ୱିତୀୟ ମହିଳା କ୍ରିକେଟର ହୋଇଥିଲେ। ସେ ଦ୍ରୁତତମ ସମୟରେ ଅର୍ଥାତ୍ ସବୁଠାରୁ କମ୍ ବଲ୍ରେ ୪୦୦୦ ରନ୍ କରି ବିଶ୍ୱ ରେକର୍ଡ ଭାଙ୍ଗିଛନ୍ତି। ମନ୍ଧାନାଙ୍କ ପୂର୍ବରୁ କେବଳ ନ୍ୟୁଜିଲ୍ୟାଣ୍ଡର କିମ୍ବଦନ୍ତୀ ସୁଜି ବେଟ୍ସ ମହିଳା ଟି-୨୦ ଆନ୍ତର୍ଜାତୀୟ ମ୍ୟାଚରେ ୪,୦୦୦ ରନ କରିଥିଲେ। ବେଟ୍ସ ଏହି ରନ ୩,୬୭୫ ବଲରେ କରିଥିଲେ, କିନ୍ତୁ ମନ୍ଧାନା ମାତ୍ର ୩,୨୨୭ ବଲରେ ୪,୦୦୦ ଟି-୨୦ ରନ ପୂରଣ କରିବାର ସଫଳତା ପାଇଥିଲେ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଟିମ୍ ଇଣ୍ଡିଆର ଶେରଣୀମାନେ ଦେଢ଼ ମାସରୁ ଅଧିକ ସମୟ ପରେ ପ୍ରଥମ ମ୍ୟାଚ୍ ଖେଳି ସଫଳତା ହାସଲ କରିଛନ୍ତି। ବିଶାଖାପାଟଣାରେ ଶ୍ରୀଲଙ୍କା ବିପକ୍ଷରେ ପ୍ରଥମ ଟି-୨୦ରେ, ଜେମିମା ରୋଡ୍ରିଗେଜଙ୍କ ଚମତ୍କାର ୬୯ ରନର ଇନିଂସ ଏବଂ ଦୀପ୍ତି ଶର୍ମା ଏବଂ ଅନ୍ୟାନ୍ୟ ବୋଲରଙ୍କ ପ୍ରଭାବଶାଳୀ ପ୍ରଦର୍ଶନ ଯୋଗୁଁ ଭାରତ ୮ ୱିକେଟରେ ସହଜ ବିଜୟ ହାସଲ କରିଛି। ୨୦୨୬ ମସିହା ଜୁନ୍ ୧୨ରୁ ଆରମ୍ଭ ହେବାକୁ ଯାଉଛି ମହିଳା ଟି-୨୦ ବିଶ୍ବକପ୍ ।
ଅଧିକ ପଢ଼ନ୍ତୁ ଖେଳ ଖବର:
ଅଧିକ ପଢ଼ନ୍ତୁ ଖେଳ ଖବର:
Related Topics
Explore more stories