India vs South Africa / ଟସ୍ ଜିତିଲା ସାଉଥ୍ ଆଫ୍ରିକା, ଟିମ୍ ଇଣ୍ଡିଆ ପ୍ଲେଇଂ ୧୧ରେ ବଡ଼ ଚେଞ୍ଚ
·6 months ago·2 min read

Key Points
ଟସ୍ ଜିତିଲା ସାଉଥ୍ ଆଫ୍ରିକା
ଟିମ୍ ଇଣ୍ଡିଆ ପ୍ଲେଇଂ ୧୧ରେ ବଡ଼ ଚେଞ୍ଚ
ଟିମ୍ ଇଣ୍ଡିଆ ପ୍ଲେଇଂ ୧୧ରେ ବଡ଼ ଚେଞ୍ଚ
ଆଇସିସି ଟି୨୦ ବିଶ୍ଵକପ୍ ୨୦୨୬ର ସୁପର–୮ ରାଉଣ୍ଡରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ଆହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟେଡିୟମରେ ଖେଳାଯାଉଛି। ଟସ୍ ଜିତି ଦକ୍ଷିଣ ଆଫ୍ରିକାର ଅଧିନାୟକ ଏଡେନ ମାର୍କରମ ପ୍ରଥମେ ବ୍ୟାଟିଂ କରିବାକୁ ସିଦ୍ଧାନ୍ତ ନେଇଛନ୍ତି। ଟି୨୦ ବିଶ୍ଵକପରେ ଦକ୍ଷିଣ ଆଫ୍ରିକା ବିରୋଧରେ ଭାରତର ରେକର୍ଡ ଖୁବ ଭଲ ରହିଛି। ଦୁଇ ଦଳ ମଧ୍ୟରେ ହୋଇଥିବା ୭ଟି ମ୍ୟାଚ୍ରୁ ଭାରତ ୫ଟି ଜିତିଛି, ଯେଉଁଠାରେ ଦକ୍ଷିଣ ଆଫ୍ରିକା କେବଳ ୨ଟି ମ୍ୟାଚ୍ ଜିତିପାରିଛି। ଏହି ମ୍ୟାଚ୍ରେ ଭାରତ ଟିମ୍ ଦୃଢ଼ ସ୍ଥିତିରେ ରହିଥିବା ବେଳେ, ଦକ୍ଷିଣ ଆଫ୍ରିକା ମଧ୍ୟ ଚ୍ୟାଲେଞ୍ଜ ଦେବାକୁ ପ୍ରସ୍ତୁତ ଅଛି।
ଟିମ୍ ଇଣ୍ଡିଆର ଓପେନର ଅଭିଷେକ ଶର୍ମା ଗତ ୩ଟି ମ୍ୟାଚ୍ରେ ଡକ୍ ହୋଇଥିବାରୁ ଏହି ମ୍ୟାଚରେ ସେ କିପରି ପରିଫର୍ମ କରିବେ ତା ଉପରେ ସମସ୍ତଙ୍କ ନଜର ରହିଛି।
ମ୍ୟାଚ୍ ପୂର୍ବରୁ ଟିମ୍ ଇଣ୍ଡିଆର ପ୍ଲେଇଂ ୧୧ରେ ପରିବର୍ତ୍ତନ ନେଇ ଅନେକ ଚର୍ଚ୍ଚା ହେଉଥିଲା, କିନ୍ତୁ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ସ୍ପଷ୍ଟ କରିଛନ୍ତି ଯେ, ଗତ ମ୍ୟାଚର ଟିମ୍ ସହିତ ହିଁ ଏହି ମ୍ୟାଚ୍ ଖେଳାଯାଉଛି । ମ୍ୟାଚ ଦେଖିବା ପାଇଁ ପ୍ରବଳ ଭିଡ ମଧ୍ୟ ରହିଛି।
ଏଥିସହ ପଢ଼ନ୍ତୁ:ବଢ଼ୁଥିଲେ ବି ୧.୬୭ ଲକ୍ଷ ଶସ୍ତା ରୁପା, ଜାଣନ୍ତୁ କାହିଁକି କମୁଛି ସୁନା ଓ ରୁପା ଦର ?
ଉପଅଧିନାୟକ ଅକ୍ଷର ପଟେଲ ଏହି ମ୍ୟାଚରେ ମଧ୍ୟ ଖେଳୁନାହାନ୍ତି। ନେଦରଲ୍ୟାଣ୍ଡସ ବିରୋଧରେ ଅକ୍ଷର ପଟେଲଙ୍କ ପରିବର୍ତ୍ତେ ଖେଳିଥିବା ୱାଶିଙ୍ଗଟନ ସୁନ୍ଦରକୁ ଏହି ମ୍ୟାଚରେ ମଧ୍ୟ ଅବସର ମିଳିଛି। ସୂର୍ଯ୍ୟକୁମାର କହିଛନ୍ତି ଯେ ଏହା ଟାକ୍ଟିକାଲ ନିଷ୍ପତ୍ତି ଓ ଟିମରେ କୌଣସି ପରିବର୍ତ୍ତନ କରାଯାଇନି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ଅଭିଷେକ ଶର୍ମା, ଇଶାନ କିଶନ (ୱିକେଟକିପର), ତିଳକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ୱାଶିଙ୍ଗଟନ ସୁନ୍ଦର, ଶିଭମ ଦୁବେ, ରିଙ୍କୁ ସିଂହ, ବରୁଣ ଚକ୍ରବର୍ତୀ, ଜସପ୍ରିତ ବୁମରାହ, ଅର୍ଶଦୀପ ସିଂହ।
ଅଧିକ ପଢ଼ନ୍ତୁ ଖେଳ ଖବର:
ଅଧିକ ପଢ଼ନ୍ତୁ ଖେଳ ଖବର:
Related Topics
Explore more stories