ଟସ ଜିତିଲା SRH: ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି
·2 years ago

ଅର୍ଗସ ବ୍ୟୁରୋ: ଆଇପିଏଲ ୨୦୨୪ର ୧୨ତମ ମ୍ୟାଚରେ ରବିବାର ଗୁଜୁରାଟ ଟାଇଟନ୍ସ (ଜିଟି) ଏବଂ ସନରାଇଜର୍ସ ହାଇଦ୍ରାବାଦ (ଏସ୍ଆର୍ଏଚ୍) ମୁହାଁମୁହିଁ ହୋଇଛନ୍ତି। ଗୁଜୁରାଟର ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡ଼ିୟମ୍ରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ସନରାଇଜର୍ସ ହାଇଦ୍ରାବାଦ ଅଧିନାୟକ ପ୍ୟାଟ୍ କମିନ୍ସ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି।
ଗୁଜୁରାଟ ଟାଇଟନ୍ସ ଅଧିନାୟକ ଶୁଭମନ ଗିଲ୍ଙ୍କ ନେତୃତ୍ବରେ ବୋଲିଂ କହିବାକୁ ପଡ଼ିଆକୁ ଓହ୍ଲାଇଛନ୍ତି। ଆଜି ମ୍ୟାଚ ବି ହାଇଦ୍ରାବଦ ଜିତିବାକୁ ଜୋରଦାର ପ୍ରୟାସ କରିବ।
ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: