Videos
|
Sports

ଭାରତ ବିପକ୍ଷ ଶେଷ ଦିନିକିଆରେ ୨୪୮ ରନରେ ଅଟକିଲା ଶ୍ରୀଲଙ୍କା

Sangram Tripathy
Browse all articles by Sangram Tripathy
·2 years ago
ଭାରତ ବିପକ୍ଷ ଶେଷ ଦିନିକିଆରେ ୨୪୮ ରନରେ ଅଟକିଲା ଶ୍ରୀଲଙ୍କା


ଅର୍ଗସ ବ୍ୟୁରୋ:ଶ୍ରୀଲଙ୍କାରେ ଭାରତ ତାର ଶେଷଦିନିକିଆ ମ୍ୟାଚ୍ ଖେଳୁଛି। ଶ୍ରୀଲଙ୍କାର ଅଧିନାୟକ ଚରିତ ଅସଲଙ୍କା ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ।  ପ୍ରଥମ ବ୍ୟାଟିଂ କରି ୭ ୱିକେଟ୍ ହରାଇ ୨୪୮ ରନ ଅଟକିଥିଲା ଶ୍ରୀଲଙ୍କା। ଦଳର ଦୁଇ ଓପନର ଦମଦାର ବ୍ୟାଟିଂ କରି ପ୍ରଥମ ୱିକେଟ ପାଇଁ ୮୯ ରନ ଯୋଡ଼ି ଥିଲେ।ପୁଥମ ନିଶଙ୍କାଙ୍କୁ ଆଉଟ କରି ଅକ୍ଷର ପଟେଲ ଭାରତକୁ ପ୍ରଥମ ସଫଳତା ଦେଇଥିଲେ।


 ସିରିଜ ବରାବର କରିବା ଲାଗି ଭାରତକୁ ୨୪୯ ରନ କରିବାକୁ ପଡ଼ିବ। ଭାରତ ପକ୍ଷରୁ ରିୟାନ ପରାଗ ୯ ଓଭରରେ ୫୪ ରନ ଦେଇ ସର୍ବାଧିକ ୩ଟି ୱିକେଟ୍ ନେଇଥିଲେ,ପ୍ରଥମ ମ୍ୟାଚ ଡ୍ର ହୋଇଥିବାବେଳେ ଦ୍ୱିତୀୟ ଦିନିକିଆ ହାରିଛି ଟିମ୍ ଇଣ୍ଡିଆ। ଦିନିକିଆ ସିରିଜରେ ୧-୦ରେ ଆଗରେ ରହିଛି ଶ୍ରୀଲଙ୍କା। ଖବର ଲେଖାଯିବାବେଳକୁ ଭାରତ ୬ ୱିକେଟ୍ ହରାଇ ୮୭ ରନ୍ ସଂଗ୍ରହ କରିଥିଲା। 


 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sri Lanka stopped for 248 runs in the last day against India | Argus News