IPL News / ଦଳର ନାଁ ବଦଳାଇଲେ ସନରାଇଜର୍ସ ହାଇଦ୍ରାବାଦର ମାଲିକାଣୀ କାବ୍ୟା ମାରନ
·10 months ago·2 min read

Key Points
ସନରାଇଜର୍ସ ହାଇଦ୍ରାବାଦର ମାଲିକାଣୀ କାବ୍ୟା ମାରନ ବଦଳାଇଲେ ଟିମର ନାମ। ଜାଣନ୍ତୁ କେଉଁ ନୂଆ ନାମରେ ନାମିତ ହେଲେ କାବ୍ୟାଙ୍କ ଟିମ।
IPLରେ ନିଜ ଷ୍ଟାଇଲ୍ ଅନ୍ଦାଜ ପାଇଁ ଫେମସ ଥିବା କାଭ୍ୟା ମାରାନ୍ ପୁଣିଥରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି।

IPLରେ ନିଜ ଷ୍ଟାଇଲ୍ ଅନ୍ଦାଜ ପାଇଁ ଫେମସ ଥିବା କାଭ୍ୟା ମାରାନ୍ ପୁଣିଥରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ଆଉ ଏଥର IPL ନୁହେଁ, ବରଂ ଇଂଲଣ୍ଡର ଦି ହଣ୍ଡ୍ରେଡ୍ ଲିଗରେ ଥିବା ତାଙ୍କ ଦଳର ନାଁକୁ ସେ ବଦଳାଇବେ ବୋଲି କହିଛନ୍ତି।
କାବ୍ୟା ମାରନ୍ ଏହି ଲିଗରେ ତାଙ୍କ ଦଳର ନାମ ପରିବର୍ତ୍ତନ କରିଛନ୍ତି। ନର୍ଦର୍ଣ୍ଣ ସୁପରଚାର୍ଜର୍ସକୁ ବଦଳାଇ ଦଳର ନୂତନ ନାମ ଏବେ ସନରାଇଜର୍ସ ଲିଡ୍ସ ରଖିଛନ୍ତି।
ଦଳକୁ କୋଟି କୋଟି ଟଙ୍କାରେ କିଣାଯାଇଥିଲା: କାଭ୍ୟା ମାରାନଙ୍କ ନେତୃତ୍ୱରେ ଚେନ୍ନାଇର ମିଡିଆ କମ୍ପାନୀ ସନ୍ ଗ୍ରୁପ୍ ଏହି ବର୍ଷ ଆରମ୍ଭରେ ନର୍ଦର୍ଣ୍ଣ ସୁପରଚାର୍ଜର୍ସକୁ କିଣିଥିଲା। ଏହି ଚୁକ୍ତି ପ୍ରାୟ 1,155 କୋଟି ମୂଲ୍ୟର ବୋଲି ଆକଳନ କରାଯାଇଛି। ପୂର୍ବରୁ, ୟର୍କସାୟାର କ୍ଲବ୍ ଦଳରେ 51 ପ୍ରତିଶତ ଭାଗିଦାରୀ ଥିଲା,ଏହାସହ ଇଂଲଣ୍ଡ କ୍ରିକେଟ୍ ବୋର୍ଡ (ECB) ମଧ୍ୟ 49 ପ୍ରତିଶତ ଶେୟାର କିଣିଥିଲା।
ବର୍ତ୍ତମାନ, ସନ୍ ଗ୍ରୁପ୍ ଏହି ଦୁଇ ଗୋଷ୍ଠୀ ଠାରୁ ସମସ୍ତ ଶେୟାର ମୋଟା ରକମ ଦେଇ କିଣିନେଇଛି, ଅର୍ଥାତ୍ ସମଗ୍ର ଦଳ ଏବେ ମାରାନ ପରିବାରର ନିୟନ୍ତ୍ରଣରେ ରହିବ। “ସନରାଇଜର୍ସ ଲିଡ୍ସ” ନାମ କାହିଁକି ବାଛିଥିଲେ: ଦଳର ନୂତନ ନାମ ଆପଣଙ୍କୁ IPLର ସନରାଇଜର୍ସ ହାଇଦ୍ରାବାଦ କିମ୍ବା SA20 ଲିଗ୍ରୁ ସନରାଇଜର୍ସ ଇଷ୍ଟର୍ଣ୍ଣ କେପ୍ ବିଷୟରେ ମନେ ପକାଇ ଦେଉଥିବ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପ୍ରକୃତରେ, କାବ୍ୟା ମାରାନ୍ ଚାହାନ୍ତି ଯେ ତାଙ୍କର ସମସ୍ତ ଦଳ ଏକ ପ୍ରକାର ବ୍ରାଣ୍ଡ ପରିଚୟ ପାଉ। ଏହାଦ୍ବାରା ଲୋକ ମଧ୍ୟ ତାଙ୍କ ବ୍ରାଣ୍ଡକୁ ଜାଣିନପାରିବେ।
ଏଥିପାଇଁ ସେ ଏହି ଇଂରାଜୀ ଦଳର ନାମ ସହିତ “ସନରାଇଜର୍ସ” ଯୋଡିଛନ୍ତି। ଯେହେତୁ ଦଳଟି ଲିଡ୍ସରେ ଅବସ୍ଥିତ, ଏହାର ପୂର୍ଣ୍ଣ ନାମ ସନରାଇଜର୍ସ ଲିଡ୍ସ।
ନୂତନ ନାମ ସମ୍ବନ୍ଧୀୟ ସମସ୍ତ ଆବଶ୍ୟକୀୟ ଡକ୍ୟୁମେଣ୍ଟ ଲିଡ୍ସରେ କମ୍ପାନୀଜ୍ ହାଉସରେ ଦାଖଲ କରାଯାଇଛି। ଏହାର ଅର୍ଥ ହେଉଛି “ନର୍ଦ୍ଦନ ସୁପରଚାର୍ଜର୍ସ” ନାମ ଏବେ ଇତିହାସ ପାଲଟି ସାରିଛି।
କାବ୍ୟାଙ୍କ ବ୍ରାଣ୍ଡ ‘ସନରାଇଜର୍ସ’: କାବ୍ୟା ମାରାନ ଏବେ ସାରା ବିଶ୍ୱରେ ତାଙ୍କର ‘ସନରାଇଜର୍ସ’ ବ୍ରାଣ୍ଡକୁ ବିସ୍ତାର କରିବା ଆରମ୍ଭ କରିଦେଇଛନ୍ତି। ଜାଣି ନିଅନ୍ତୁ କେଉଁଠାରେ କେଉଁଟିମ ରହିଛି କାବ୍ୟା ମାରାନଙ୍କର…
IPL: Sunrisers Hyderabad
SA20 : Sunrisers Eastern Cape
Sunrisers Leeds

Related Topics
Explore more stories