WorldCup Controversy / ଟି-୨୦ ବିଶ୍ବକପ ଇଣ୍ଡିଆ-ପାକ ମ୍ୟାଚକୁ ନେଇ ଭାରତୀୟ ଷ୍ଟାର କ୍ରିକେଟରଙ୍କ ଶ୍ବଶୁର କହିଲେ ଏମିତି...
·7 months ago·2 min read

Key Points
ସୁନୀଲଙ୍କ ପ୍ରତିକ୍ରିୟା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଆସନ୍ତାକାଲିଠୁ ଆରମ୍ଭ ଆଇସିସି ପୁରୁଷ ଟି-୨୦ ବିଶ୍ବକପ ୨୦୨୬ ଭାରତ ବିପକ୍ଷରେ ମ୍ୟାଚ ଖେଳିବାକୁ ପାକିସ୍ତାନ ବୟକଟ କରିଛି। ଏହି ବୟକଟକୁ ବଲିଉଡର ଦିଗ୍ଗଜ ଅଭିନେତା ସୁନୀଲ ସେଟ୍ଟୀ ବିଶ୍ବକପକୁ ନେଇ ନିଜର ମତ ରଖିଛନ୍ତି। ସୁନୀଲଙ୍କ ଏହି ପ୍ରତିକ୍ରିୟା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଏହି କଥାରେ ସବୁ ସହମତ ହେବେ ଯେ, ଭାରତ ପାକିସ୍ତାନ ମ୍ୟାଚ ଦେଖିବାକୁ ସମସ୍ତେ ଏକ୍ସାଇଟେଡ ଥାଆନ୍ତି। ଆଉ ଏହି ମ୍ୟାଚ ଦେଖିବା କୌଣସି ବଡ଼ ଯୁଦ୍ଧରୁ କମ ନୁହେଁ। ଏହାକୁ ନେଇ ପ୍ରଥମ ପ୍ରତିକ୍ରିୟା ସୁନିଲଙ୍କର ଆସିଛି।
କଣ ପ୍ରତିକ୍ରିୟା ଦେଇଛନ୍ତି ସୁନିଲ
ଭାରତୀୟ ଷ୍ଟାର କ୍ରିକେଟର କେ.ଏଲ ରାହୁଲଙ୍କ ଶ୍ବଶୁର ତଥା ବରିଷ୍ଠ ଅଭିନେତା ସୁନିଲ ସେଟ୍ଟୀଙ୍କୁ ଯେତେବେଳେ ଭାରତ ବିପକ୍ଷରେ ପାକିସ୍ତାନ ମ୍ୟାଚକୁ ବୟକଟ କରିବା ବିଷୟରେ ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ ସୁନିଲ କହିଥିଲେ ମୁଁ ଚାହୁଁଛି ପାକିସ୍ତାନ ଏହି ମ୍ୟା ଖେଳୁ। ପାକିସ୍ତାନ ଶ୍ରୀଲଙ୍କା ଆସୁ ଆଉ ଭାରତ ବିପକ୍ଷରେ ମ୍ୟାଚ ଖେଳୁ। ଯାହା ଖେଳାଯାଏ ନାହିଁ ତାହା ହେଉଛି ଭାରତ ଏବଂ ପାକିସ୍ତାନ ଦଳ ମଧ୍ୟରେ ଏକ ବହୁତ ଭଲ ପ୍ରତିଦ୍ୱନ୍ଦ୍ୱିତା ଅଛି, ଯେପରି ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଆଶେସ୍।" ସୁନୀଲ ଶେଟ୍ଟୀଙ୍କ ବକ୍ତବ୍ୟ ସ୍ପଷ୍ଟ ଭାବରେ ସୂଚାଇ ଦେଉଛି ଯେ ସେ ଖେଳକୁ ରାଜନୀତିଠାରୁ ଦୂରରେ ରଖିବା ଏବଂ ପଡ଼ିଆରେ ଦୁଇ ଦଳ ମଧ୍ୟରେ ମୁକାବିଲା ଦେଖିବା ପସନ୍ଦ କରନ୍ତି। ସେ ବିଶ୍ୱାସ କରନ୍ତି ଯେ ବୟକଟ କରିବା କୌଣସି ସମସ୍ୟାର ସମାଧାନ ନୁହେଁ, ବରଂ ପଡ଼ିଆରେ ମ୍ୟାଚ୍ ଖେଳାଯିବା ଉଚିତ।
ପାକ ପିଏମଙ୍କ ବଡ଼ ନିଷ୍ପତ୍ତି
ପ୍ରକାଶ ଥାଉ କି, ଭାରତ ଏବଂ ପାକିସ୍ତାନ ମଧ୍ୟରେ ଗ୍ରୁପ-ଏ ର ହାଇ ଭୋଲଟେଜ ମ୍ୟାଚ ଫେବଅୟାରୀ ୧୫ ତାରିଖରେ କଲମ୍ବୋରେ ଖେଳାଯିବାର ଥିଳା। କିନ୍ତୁ ନିକଟରେ ପାକିସ୍ତାନରେ ହୋଇଥିବା କ୍ୟାବିନେଟ ବୈଠକରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ କହିଛନ୍ତି, ଆମେ ଟି-୨୦ ବିଶ୍ବକପକୁ ନେଇ ଭାବିଚିନ୍ତି ନିଷ୍ପତ୍ତି ନେଇଛୁ। ଆମେ ଭାରତ ବିପକ୍ଷରେ ମ୍ୟା ଖେଳିବୁ ନାହିଁ। ଖେଳ ପଡ଼ିଆକୁ ନେଇ କୌଣସି ରାଜନୀତି ହେବା କଥା ନୁହେଁ। ଆମେ ବାଂଲାଦେଶ ସହିତ ଛିଡ଼ା ହୋଇଛୁ। ଆଉ ଏହା ଆମର ଉଚିତ ନିଷ୍ପତ୍ତି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଭାରତୀୟ କ୍ୟାପଟେନ କଣ କହିଲେ?
ଅନ୍ୟପକ୍ଷେ ପାକିସ୍ତାନ ଭାରତକୁ ବୟକଟ କରିବା ବିଷୟରେ ଯେବେ ଟି-୨୦ କ୍ୟାପଟେନ ସୂର୍ଯ୍ୟ କୁମାର ଯାଦବଙ୍କୁ ପଚରାଗଲା ସୂର୍ଯ୍ୟା କହିଲେ, ଆମର ମାଷ୍ଟରମାଇଣ୍ଡ ପୁରା କ୍ଲିୟର। ଆମେ ଖେଳିବାକୁ କେବେ ମନା କରିନୁ। ଆଇସିସି ମ୍ୟାଚ ସେଡ୍ୟୁଲ କରିଛି। ଆଉ ଆମେ ଖେଳିବାକୁ ପାକିସ୍ତାନ ବିପକ୍ଷରେ ପୁରା ପ୍ରସ୍ତୁତ। ଆମ ଟିକେଟ ବୁକ ହୋଇସାରିଛି। ଦିଲ୍ଲୀ ପରେ ଆମେ କଲେମ୍ବୋ ଯାଉଛୁ। ଆମର ପାକିସ୍ତାନ ସହ ଖେଳିବାରେ କୌଣସି ସମସ୍ୟା ନାହିଁ। ବାକି ସେମାନେ ଆମକୁ ଡରିଗଲେ।

Related Topics
Explore more stories