Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟ ଜିତିଲା ଟିମ୍ ଇଣ୍ଡିଆ

Rashmita Mishra
Browse all articles by Rashmita Mishra
·1 year ago
ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟ ଜିତିଲା ଟିମ୍ ଇଣ୍ଡିଆ

ଅର୍ଗସ ବ୍ୟୁରୋ: ପ୍ରଥମ ଟେଷ୍ଟ ଜିତିଲା ଭାରତ । ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟ ଜିତିଲା ଟିମ୍ ଇଣ୍ଡିଆ । ଚେନ୍ନାଇ ଟେଷ୍ଟ ମ୍ୟାଚ୍‌କୁ ୨୮୦ ରନ୍‌ରେ ଜିତିଲା ଭାରତ । ଦ୍ବିତୀୟ ଇନିଂସ୍‌ରେ ୨୩୪ ରନ୍‌ରେ ବାଂଲାଦେଶ ଅଲ୍‌ଆଉଟ୍ । ଅଶ୍ବିନୀଙ୍କୁ ସର୍ବାଧିକ ୬ଟି ୱିକେଟ୍ । କାନପୁରରେ ହେବ ଦ୍ବିତୀୟ ମ୍ୟାଚ୍ ।

 ଅଧିକ ପଢନ୍ତୁ କ୍ରୀଡା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Team India won the first test against Bangladesh | Argus News