Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ଟସ୍ ଜିତି ଟିମ୍ ଇଣ୍ଡିଆର ବ୍ୟାଟିଂ ନିଷ୍ପତ୍ତି 

Smruti Parija
Browse all articles by Smruti Parija
·1 year ago
ଟସ୍ ଜିତି ଟିମ୍ ଇଣ୍ଡିଆର ବ୍ୟାଟିଂ ନିଷ୍ପତ୍ତି 

ଅର୍ଗସ ବ୍ୟୁରୋ: ଆଡିଲେଡ୍ ଟେଷ୍ଟରେ ଟସ୍ ଜିତି ଟିମ୍ ଇଣ୍ଡିଆର ବ୍ୟାଟିଂ ନିଷ୍ପତ୍ତି । ଏହି ଦିବାରାତ୍ର ଟେଷ୍ଟ ମ୍ୟାଚରେ  ଖାତା ଖୋଲିବା ପୂର୍ବରୁ ପାଭିଲିୟନକୁ ଫେରିଲେ ଓପନର ଯଶସ୍ବୀ ଯଶଓ୍ବାଲ । ଆଜି ମିଡିଲ ଅର୍ଡରରେ ପଡିଆକୁ ଓହ୍ଲାଇବେ କ୍ୟାପଟେନ୍ ରୋହିତ ଶର୍ମା । ଏହି ମ୍ୟାଚ ଦେଖିବାକୁ କ୍ରୀଡାପ୍ରେମୀଙ୍କ ଲମ୍ବା ଲାଇନ ଦେଖିବାକୁ ମିଳିଛି । ପ୍ରଥମ ଟେଷ୍ଟରେ ମାଟି କାମୁଡିଥିଲା ଅଷ୍ଟ୍ରେଲିଆ...ବର୍ଡର ଗାଭାସ୍କର ସିରିଜରେ ୧-୦ରେ ଆଗୁଆ ରହିଛି ଟିମ୍ ଇଣ୍ଡିଆ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Team India won the toss and elected to bat | Argus News