Videos
|
Sports

ଟେନିସ୍ ତାରକା ରୋହନ ବୋପନ୍ନାଙ୍କ ଅବସର 

Sangram Tripathy
Browse all articles by Sangram Tripathy
·2 years ago
ଟେନିସ୍ ତାରକା ରୋହନ ବୋପନ୍ନାଙ୍କ ଅବସର 


ଅର୍ଗସ ବ୍ୟୁରୋ:ସରିଛି ବୋପନ୍ନାଙ୍କ ଯୁଗ। ଗୋଟେପଟେ ପ୍ୟାରିସ ଅଲମ୍ପିକ୍ସରେ ଚାଲିଥିବାବେଳେ କ୍ୟାରିୟରରେ ଶେଷ ମ୍ୟାଚ୍ ଖେଳି ଅବସର ନେଇଛନ୍ତି ଭାରତୀୟ ଟେନିସ୍ ତାରକା ରୋହନ ବୋପନ୍ନା। ସେ ୨୨ ବର୍ଷଧରି ଭାରତର ପ୍ରତିନିଧିତ୍ବ କରିଥିଲେ। ସେ ପ୍ରଥମ ମ୍ୟାଚରେ ମଧ୍ୟ ପରାସ୍ତ ହୋଇଥିଲେ । ପୁରୁଷ ଡବଲ୍ସ ପ୍ରତିଯୋଗିତାବୋପାନ୍ନା ଏବଂ ଏନ ଶ୍ରୀରାମ ବାଲାଜୀ ହାରିଯାଇଥିଲେ। ପ୍ରଥମ ମ୍ୟାଚରେ ୭-୫,୬-୨ରେ ପରାସ୍ତ ହୋଇଥିଲେ।

ବର୍ତ୍ତମାନ ମୁଁ  ଟେନିସକୁ ଉପଭୋଗ କରିବି ବୋଲି କହିଛନ୍ତି  ଭାରତୀୟ ଟେନିସ୍ ତାରକା ରୋହନ ବୋପନ୍ନା। ୨୦୧୭ରେ ସେ କାନାଡାର ଗାବ୍ରିଏଲ ଡାବୋସ୍କିଙ୍କ ସହିତ ଫ୍ରେଞ୍ଜ ଓପନ୍ ଟାଇଟେଲ ଜିତିଥିଲେ,ସେହି ବର୍ଷ ମଧ୍ୟ ଅଷ୍ଟ୍ରେଲିଆ ଓପନରେ ପୁରୁଷ ଡବଲ୍ସ ଦ୍ବିତୀୟ ଗ୍ରାଣ୍ଡସ୍ଲାମ ଜିତିଥିଲେ। 


 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Tennis star Rohan Bopanna retires | Argus News