Videos
|
Sports

ବେଙ୍ଗାଲୁରୁ ଟେଷ୍ଟ:ଭାରତକୁ ହରାଇଲା ନ୍ୟୁଜିଲ୍ୟାଣ୍ଡ 

Sangram Tripathy
Browse all articles by Sangram Tripathy
·1 year ago
ବେଙ୍ଗାଲୁରୁ ଟେଷ୍ଟ:ଭାରତକୁ ହରାଇଲା ନ୍ୟୁଜିଲ୍ୟାଣ୍ଡ 

ଅର୍ଗସ ବ୍ୟୁରୋ:ବେଙ୍ଗାଲୁରୁ ଟେଷ୍ଟକୁ ୮ ୱିକେଟରେ ଜିତିନେଇଛି ନ୍ୟୁଜିଲ୍ୟାଣ୍ଡ। ଶେଷରେ ସଙ୍ଘର୍ଷ ସତ୍ତ୍ୱେ  ପରାସ୍ତା ହୋଇଛି ଟିମ୍ ଇଣ୍ଡିଆ,୦-୧ରେ ଆଗରେ ରହିଛି କିୱି ବାହିନୀ। ପ୍ରଥମ ଇନିଂସରେ ଭାରତ ମାତ୍ର ୪୬ ରନରେ ଅଲ୍ ଆଉଟ୍ ହୋଇ ଯାଇଥିଲା । ମାତ୍ର ପ୍ରଥମ ଇନିଂସରେ ନ୍ୟୁଜିଲ୍ୟାଣ୍ଡ ୪୦୨ ରନ୍ କରିଥିଲା। ଟିମ୍ ଇଣ୍ଡିଆ ଦ୍ୱିତୀୟ ଇନିଂସରେ ୪୬୨ ରନ୍ କରିଥିଲା। ଭାରତ ପକ୍ଷରୁ ସର୍ଫରାଜ ଖାନ ୧୫୦ ରନର ପାରି ଖେଳିଥିଲେ। ପନ୍ତ ୯୯,ବିରାଟ ୭୦,ରୋହିତ ଶର୍ମା ୫୨ ରନ୍ କରିଥିଲେ ମାତ୍ର ଦଳକୁ ବିଜୟ କରାଇପାରିନଥିଲେ। ଭାରତ-ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ମୋଟ ୩ଟି ଟେଷ୍ଟ ମ୍ୟାଚ୍ ଖେଳାଯିବ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Test from Bengal: New Zealand lost to India | Argus News