Videos
|
Sports

ରୋହିତଙ୍କ ସ୍ଥାନରେ ଶୁଭମନ ଗିଲ , ଟସ୍‌ ଜିତି ଭାରତ କରୁଛି ବ୍ୟାଟିଂ

Swoyang prajna Mishra
Browse all articles by Swoyang prajna Mishra
·1 year ago
ରୋହିତଙ୍କ ସ୍ଥାନରେ ଶୁଭମନ ଗିଲ , ଟସ୍‌ ଜିତି ଭାରତ କରୁଛି ବ୍ୟାଟିଂ

ଅର୍ଗସ ବ୍ୟୁରୋ : ଆଜି ଠାରୁ ସିଡ୍‌ନୀରେ ଟେଷ୍ଟ ମ୍ୟାଚ୍। ଏହି ମ୍ୟାଚ୍‌ରେ ଭାରତୀୟ ଟିମର ଅଧିନାୟକ ରୋହିତ ଶର୍ମା ବାଦ ପଡ଼ିଛନ୍ତି। ନିଜର ଫର୍ମ ଓ କ୍ୟାପ୍ଟେନ୍ସିପ ପାଇଁ ସମାଲୋଚନାର ଶିକାର ହୋଇ ଚାଲିଥିବା ରୋହିତ ଶେଷରେ ଟିମ ଇଣ୍ଡିଆରୁ ବାଦ ପଡ଼ିଛନ୍ତି। ତାଙ୍କୁ ଚୂଡ଼ାନ୍ତ ଏକାଦଶରୁ ବାଦ ଦିଆଯାଇଥିବାରୁ ସେ ମଧ୍ୟ ଖୁବଶୀଘ୍ର ଟେଷ୍ଟ କ୍ରିକେଟରୁ ସନ୍ୟାସ ନେଇପାରନ୍ତି।


ରୋହିତ ବର୍ଡର-ଗାଭାସ୍କର ଟ୍ରଫିରେ ଏଯାଏ ୩ଟି ଟେଷ୍ଟ ଖେଳିଥିବା ବେଳେ କେବଳ ୩୧ ରନ କରିଛନ୍ତି। ରୋହିତଙ୍କ ସ୍ଥାନରେ ଶୁଭମନ ଗିଲଙ୍କୁ ସ୍ଥାନ ମିଳିଛି। ପର୍ଥ ଟେଷ୍ଟ ଭଳି ଯଶପ୍ରୀତ ବୁମ୍ରା ଦଳର କମାଣ ସମ୍ଭାଳୁଛନ୍ତି। ଟସ୍ ଜିତି ଭାରତ କରୁଛି ବ୍ୟାଟିଂ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Test match in Sydney from today | Argus News