Videos
|
Sports

ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟେଷ୍ଟ ସିରିଜ ଘୋଷଣା ହେଲା ରୋହିତ ସେନା,ବୁମରା ଉପ ଅଧିନାୟକ

Sangram Tripathy
Browse all articles by Sangram Tripathy
·1 year ago
ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟେଷ୍ଟ ସିରିଜ ଘୋଷଣା ହେଲା ରୋହିତ ସେନା,ବୁମରା ଉପ ଅଧିନାୟକ

ଅର୍ଗସ ବ୍ୟୁରୋ: ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ ପାଇଁ ରୋହିତ ଶର୍ମାଙ୍କ ନେତୃତ୍ବରେ ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରିଛି ବିସିସିଆଇ। ଯଶପ୍ରୀତ ବୁମ୍‌ରାଙ୍କୁ ଉପଅଧିନାୟକ ଦାୟିତ୍ବ ମିଳିଛି। ଆସନ୍ତା ୧୬ ତାରିଖରୁ ଆରମ୍ଭ ହେବାକୁ ଥିବା ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଘରୋଇ ଟେଷ୍ଟ ସିରିଜ ପାଇଁ  ଭାରତୀୟ ସ୍କ୍ୱାଡ ଘୋଷଣା କରାଯାଇଛି, ସିରିଜ୍‌ର ପ୍ରଥମ ମ୍ୟାଚ୍‌ ବେଙ୍ଗାଳୁରୁରେ ଖେଳାଯିବ । ଦ୍ୱିତୀୟ ଟେଷ୍ଟ ୨୪ ତାରିଖରୁ ପୁଣେରେ ଓ ଶେଷ ଟେଷ୍ଟ ୧ ନମ୍ବେଭରରୁ ମୁମ୍ବାଇରେ ଖେଳାଯିବ।ନ୍ୟୁଜିଲାଣ୍ଡଟିମ୍ ଭାରତ ଗସ୍ତରେ ଆସି ୩ଟି ଟେଷ୍ଟ ମ୍ୟାଚ୍‌ ଖେଳିବ। କେବଳ ୟାଶ ଦୟାଲଙ୍କୁ ୧୫ ଜଣିଆ ସ୍କ୍ୱାଡରୁ ବାଦ ଦିଆଯାଇଛି। ଭାରତ ୨-୦ରେ ବାଂଲାଦେଶକୁ ଟେଷ୍ଟ ସିରିଜରେ ହରାଇଥିଲା

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Test series against New Zealand announced Rohit Sena, Bumrah vice-captain | Argus News