Videos
|
Sports

ଆଜିଠୁ ଆରମ୍ଭ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଟେଷ୍ଟ ସିରିଜ

Banajyotshna Ray
Browse all articles by Banajyotshna Ray
·2 years ago
ଆଜିଠୁ ଆରମ୍ଭ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଟେଷ୍ଟ ସିରିଜ

ଅର୍ଗସ ବ୍ୟୁରୋ:  ଆଜିଠୁ ଆରମ୍ଭ ହେବାକୁ ଯାଉଛି ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଟେଷ୍ଟ ସିରିଜ। 5ଟି ମ୍ୟାଚ ବିଶିଷ୍ଟ ଏହି ସିରିଜର ଆଜି ଖେଳାଯିବ ପ୍ରଥମ ମ୍ୟାଚ୍। ହାଇଦ୍ରାବାଦର ରାଜୀବଗାନ୍ଧୀ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳାଯିବ ଏହି ମ୍ୟାଚ୍ । ଏଥିପାଇଁ ଉଭୟ ଦଳ ଯୋରଦାର ପ୍ରସ୍ତୁତି କରିଛନ୍ତି ।

ଅଧିକ ପଢ଼ନ୍ତୁ ଖେଳ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Test series between India and England starts today | Argus News