Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ଆରମ୍ଭ ହେବାକୁ ଯାଉଛି 17 ତମ ପାରା ଅଲିମ୍ପିକ୍ସ 2024

Smruti Parija
Browse all articles by Smruti Parija
·1 year ago
ଆରମ୍ଭ ହେବାକୁ ଯାଉଛି 17 ତମ ପାରା ଅଲିମ୍ପିକ୍ସ 2024

ଅର୍ଗସ ବ୍ୟୁରୋ: ଆରମ୍ଭ ହେବାକୁ ଯାଉଛି 17 ତମ ପାରାଅଲିମ୍ପକ ଗେମ୍ସ 2024 । ଭାରତରୁ  ମୋଟ 84 ଆଥଲେଟ ଆଥଲେଟ ଏଥର ପ୍ୟାରିସ ପାରାଅଲିମ୍ପକରେ ପଦକ ପାଇଁ ପ୍ରତିଦ୍ବନ୍ଦ୍ବିତା କରିବେ । ଅଗଷ୍ଟ 28ରୁ ସେପ୍ଟେମ୍ବର 8 ଯାଏ ପ୍ୟାରିସରେ ଏହି ପ୍ରତିଯୋଗିତା ହେବାକୁ ଯାଉଛି । ବିଶ୍ବରୁ ମୋଟ 4 ହଜାର 4 ଶହ ଆଥଲେଟ ପ୍ରତିଯୋଗିତାରେ ସାମିଲ ହେବେ । ପୂର୍ବରୁ 2020ରେ ଟୋକିଓରେ ଆୟୋଜିତ ପାରା ଅଲିମ୍ପିକରେ ଭାରତରୁ ମୋଟ 54 ଜଣ ଆଥଲେଟ ଭାଗ ନେଇଥିଲେ । 5 ସ୍ବର୍ଣ୍ଣ, 8 ରୌପ୍ୟ ସହ 19 ଟି ପଦକ ଜିତିଥିଲା ଭାରତ । ମେଡାଲ ତାଲିକାରେ 24 ତମ ସ୍ଥାନରେ ରହିଥିଲା ଭାରତ । ଏଥର ପାରାଅଲିମ୍ପକରେ ଭାରତର ମେଡାଲ ସଂଖ୍ୟା ବୃଦ୍ଧି ସମ୍ଭାବନା ରହିଥିବା କହିଛନ୍ତି ପିସିଆଇ ଅଧ୍ୟକ୍ଷ ଦେବେନ୍ଦ୍ର ଝଝାୟା ।   

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The 17th Paralympics 2024 is about to begin | Argus News