Videos
|
Sports

ପୁଣି ଥରେ କୋଚ ଭୂମିକାରେ ନଜର ଆସିବେ ସବୁଠୁ ପ୍ରିୟ ରାହୁଲ ଦ୍ରାବିଡ

Ritu Das
Browse all articles by Ritu Das
·2 years ago
ପୁଣି ଥରେ କୋଚ ଭୂମିକାରେ ନଜର ଆସିବେ ସବୁଠୁ ପ୍ରିୟ ରାହୁଲ ଦ୍ରାବିଡ

ଅର୍ଗସ ବ୍ୟୁରୋ: ପୁଣି ଥରେ କୋଚ ଭୂମିକାରେ ନଜର ଆସିବେ ଦ ଓ୍ବାଲ ଭାବେ ପରିଚିତ ରାହୁଲ ଦ୍ରାବିଡ। ଏଥର ଆଇପିଏଲରେ କୋଚିଂ ଦେବେ ଦ୍ରାବିଡ। ମିଡିଆ ରିପୋର୍ଟ ଅନୁସାରେ ୨୦୨୫ ଆଇପିଏଲ ରାଜସ୍ଥାନ ରୟାଲ୍ସରେ ଯୋଗଦେବେ ରହୁଲ ଦ୍ରାବିଡ।

ବିଶ୍ବକପ ଟି-ଟ୍ବେଣ୍ଟି ଭାରତୀୟ ଦଳ ବିଜେତା ହୋଇଥିବାବେଳେ ଦ୍ରାବିଡ ଥିଲେ ମୁଖ୍ୟ ପ୍ରଶିକ୍ଷକ। ଆଗରୁ ମଧ୍ୟ ଦ୍ରାବିଡ ରାଜସ୍ଥାନ ପକ୍ଷରୁ ଆଇପିଏଲରେ ଖେଳିସାରିଛନ୍ତି। ଏବେ ସେହି ଫ୍ରାଞ୍ଚାଇଜରେ ମୁଖ୍ୟ କୋଚ ଭାବେ ଯୋଗଦେବା ଖାଲି ଦ୍ରାବିଡ ନୁହନ୍ତି ଟିମ ଇଣ୍ଡିଆର ପୂର୍ବତନ ବ୍ୟାଟର ବିକ୍ରମ ରାଥୋର ମଧ୍ୟ ସହାୟକ ଭାବେ ରାଜସ୍ଥାନ ରୟାଲ୍ସରେ ଯୋଗ ଦେବେ।

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: