Videos
|
Sports

ଅପେକ୍ଷାରେ ଦେଶବାସୀ,ଫୋଗଟଙ୍କୁ ମିଳିବ କି ପଦକ

Sangram Tripathy
Browse all articles by Sangram Tripathy
·2 years ago
ଅପେକ୍ଷାରେ ଦେଶବାସୀ,ଫୋଗଟଙ୍କୁ ମିଳିବ କି ପଦକ


ଅର୍ଗସ ବ୍ୟୁରୋ:୧୦୦ ଗ୍ରାମ ଓଜନରୁ ଅଧିକ ହେବା କାରଣରୁ ଖେଳିବାକୁ ଅଯୋଗ୍ୟ ଘୋଷିତ ହେବା ପରେ କୁସ୍ତିରୁ ସନ୍ନ୍ୟାସ ନେଇଛନ୍ତି ଭାରତର ଷ୍ଟାର ରେସଲର ଭିନେଶ ଫୋଗାଟ,କିନ୍ତୁ
ଏହାରି ଭିତରେ ଦେଶବାସୀ କିନ୍ତୁ ଅପେକ୍ଷା କରିଛନ୍ତି କୋର୍ଟ ଅଫ୍ ଆର୍ବିଟ୍ରେସନ୍ ଫର୍ ସ୍ପୋର୍ଟର ଶୁଣାଣିଙ୍କୁ। କାରଣ CAS ପାଖରେ ଭିନେଶ ଯୁଗ୍ମ ରୌପ୍ୟ ପାଇଁ ଆବେଦନ କରିଛନ୍ତି। ଭାରତ ପକ୍ଷରୁ ବରିଷ୍ଠ ଆଇନଜୀବୀ ହରିଶ ସାଲଭେ ଏବଂ କ୍ରୀଡ଼ା ଆଇନ ବିଶେଷଜ୍ଞ ବିଧୁସ୍ପତ ସିଂହାନିଆ ଏହି ଶୁଣାଣିରେ ଉପସ୍ଥିତ ରହିବେ ।

ଅନ୍ୟପଟେ ପ୍ୟାରିସ୍ ପଟୁ ୪ ଜଣ ଓକିଲ ମଧ୍ୟ ଉପସ୍ଥିତ ରହିବେ।ନିଷ୍ପତ୍ତି ଯଦି ଭିନେଶଙ୍କ ସପକ୍ଷରେ ଆସେ ତେବେ ସେ ରୌପ୍ୟ ପଦକ ପାଇବେ। ପ୍ୟାରିସ ଅଲିମ୍ପିକ୍ସ-୨୦୨୪ରେ ଲଗାତର ଭିନେତଶ ତିନୋଟି ମୁକାବିଲା ଜିତି ଫାଇନାଲ୍‌ରେ ପହଞ୍ଚିଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: