|
logo
Live

Argus News - ମହିଳା ଟି-୨୦ ବିଶ୍ୱକପ ଆୟୋଜନକୁ ନେଇ ଆଇସିସି କରିପାରେ ନୂଆ ବ୍ୟବସ୍ଥା

Sports

ମହିଳା ଟି-୨୦ ବିଶ୍ୱକପ ଆୟୋଜନକୁ ନେଇ ଆଇସିସି କରିପାରେ ନୂଆ ବ୍ୟବସ୍ଥା

Sangram Tripathy
Browse all articles by Sangram Tripathy
·1 year ago·1 min read
ମହିଳା ଟି-୨୦ ବିଶ୍ୱକପ ଆୟୋଜନକୁ ନେଇ ଆଇସିସି କରିପାରେ ନୂଆ ବ୍ୟବସ୍ଥା


ଅର୍ଗସ ବ୍ୟୁରୋ:ବିଗୁଡୁଛି ବାଂଲାଦେଶର ସ୍ଥିତି,ଥମୁନି ସଂରକ୍ଷଣ ତାତି। ଉଗ୍ରରୂପ ନେଲାଣି ବିଦ୍ରୋହ । ଆଉ ଏହାରି ଭିତରେ ଏହା ଭିତରେ ବାଂଲାଦେଶରେ ଟି-୨୦ ବିଶ୍ୱକପକୁ ନେଇ ଦେଖାଦେଇଛି ଆଶଙ୍କା । ଏଭଳିସ୍ଥିତିରେ ବାଂଲାଦେଶରେ ହେବାକୁ ଥିବା ମହିଳା ଟି-୨୦ ବିଶ୍ୱକପ କିପରି ଆୟୋଜନ ହେବ, ତାକୁ ନେଇ ଏବେ ଚିନ୍ତାରେ ଆଇସିସି । ବାଂଲାଦେଶରେ ଆସନ୍ତା ଅକ୍ଟୋବର ୩ ତାରିଖରୁ ଟି-୨୦ ବିଶ୍ୱକପ ଖେଳାଯିବାର ସୂଚୀ ରହିଛି । ବାଂଲାଦେଶର ଏଭଳି ସ୍ଥିତିରେ ଟୁର୍ଣ୍ଣାମେଣ୍ଟ ଆୟୋଜନ ପାଇଁ ଶ୍ରୀଲଙ୍କା ଏକ ବିକଳ୍ପ ହୋଇପାରେ । କିନ୍ତୁ ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ, ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ ଆଦି ଦେଶ ଏଠାରୁ ମହିଳା ଟିମକୁ ପଠାଇବା ପାଇଁ ପ୍ରସ୍ତୁତ ହେବା ନେଇ ଆଶଙ୍କା ରହିଛି । 


ବାଂଲାଦେଶରେ ଦେଖାଦେଇଥିବା ହିଂସା ଯୋଗୁଁ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ସହ ଦେଶ ଛାଡ଼ି ଅନ୍ୟ ଦେଶରେ ଆଶ୍ରୟ ନେଇଛନ୍ତି। ଫଳରେବାଂଲାଦେଶ ଏକ ଅନ୍ତରୀଣ ସରକାର ସତ୍ତା ସମ୍ଭାଳିପାରନ୍ତି । ସୁରକ୍ଷା ଦୃଷ୍ଟିରୁ ଆଇସିସି କଣ ନିଷ୍ପର୍ତ୍ତି ନେଉଛି ଅପେକ୍ଷା କରିଛନ୍ତି ବିଭିନ୍ନ ଦେଶର କ୍ରିକେଟ୍ ବୋର୍ଡ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ମହିଳା ଟି-୨୦ ବିଶ୍ୱକପ ଆୟୋଜନକୁ ନେଇ ଆଇସିସି କରିପାରେ ନୂଆ ବ୍ୟବସ୍ଥା | Argus News