Videos
|
Sports

ଜିମ୍ବାୱେ ଗସ୍ତ ପାଇଁ ଘୋଷଣା ହେଲା ଭାରତୀୟ ଦଳ

Ritu Das
Browse all articles by Ritu Das
·2 years ago·1 min read
ଜିମ୍ବାୱେ ଗସ୍ତ ପାଇଁ ଘୋଷଣା ହେଲା ଭାରତୀୟ ଦଳ

ଅର୍ଗସ ବ୍ୟୁରୋ: ଜିମ୍ବାୱେ ଗସ୍ତ ପାଇଁ ଘୋଷଣା ହେଲା ଭାରତୀୟ ଦଳ । ୧୫ ଜଣ ଭାରତୀୟ ଦଳ ଘୋଷଣା କରିଛି ବିସିସିଆଇ । ତେବେ ଜିମ୍ବାୱେ ଗସ୍ତରେ ରୋହତି ଶର୍ମା, ବିରାଟ କୋହଲି, ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭଳି ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ମିଳିଛି । ସେହିପରି ବରିଷ୍ଠଙ୍କ ଅନୁପସ୍ଥିତିରେ ଶୁଭମନ ଗିଲଙ୍କୁ ଅଧିନାୟକ ଦାୟିତ୍ୱ ମିଳିଛି । ଆଇପିଏଲରେ ଦମଦାର ପ୍ରଦର୍ଶନ କରିଥିବା ଅଭିଷେକ ଶର୍ମା, ନୀତିଶ ରେଡ୍ଡି, ରିୟାନ ପରାଗଙ୍କୁ ଦଳରେ ସ୍ଥାନ ମିଳିଛି।

 

ଭାରତୀୟ ଦଳ: ଶୁଭମନ ଗିଲ(ଅଧିନାୟକ), ଯଶସ୍ୱ ଜୟସ୍ୱାଲ, ଋତରାଜ ଗାଏକ୍ୱାର୍ଡ, ଅଭିଷେକ ଶର୍ମା, ରିଙ୍କୁ ସିଂ, ସଞ୍ଜୁ ସାମସନ, ଧ୍ରୁବ ଜୁରେଲ, ନୀତିଶ ରେଡ୍ଡି, ରିୟାନ ପରାଗ, ୱାସିଂଟନ ସୁନ୍ଦର, ରବି ବିଷ୍ନୋଇ, ଆଭେଶ ଖାନ, ଖଲିଲ ଅହମ୍ମଦ, ମୁକେଶ କୁମାର, ତୁଷାର ଦେଶପାଣ୍ଡେ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 
 

The Indian team was | Argus News