|
logo
Live

Argus News - ଟି-ଟ୍ୱେଣ୍ଟି ବିଶ୍ୱକପ୍ ପାଇଁ ଆଜି ଭାରତୀୟ ଟିମ୍ ଚୟନ କରାଯିବ, ଯୋଗଦେବେ ଜୟ ଶାହ

Sports

ଟି-ଟ୍ୱେଣ୍ଟି ବିଶ୍ୱକପ୍ ପାଇଁ ଆଜି ଭାରତୀୟ ଟିମ୍ ଚୟନ କରାଯିବ, ଯୋଗଦେବେ ଜୟ ଶାହ

Banajyotshna Ray
Browse all articles by Banajyotshna Ray
·1 year ago
ଟି-ଟ୍ୱେଣ୍ଟି ବିଶ୍ୱକପ୍ ପାଇଁ ଆଜି ଭାରତୀୟ ଟିମ୍ ଚୟନ କରାଯିବ,  ଯୋଗଦେବେ ଜୟ ଶାହ

ଅର୍ଗସ ବ୍ୟୁରୋ:  ଟି-ଟ୍ୱେଣ୍ଟି ବିଶ୍ୱକପ୍ ପାଇଁ ଆଜି ଭାରତୀୟ ଟିମ୍ ଚୟନ କରାଯିବ । ଏଥିପାଇଁ ଚୟନ କମିଟି ଅଧ୍ୟକ୍ଷ ଅଜିତ ଅଗରକରଙ୍କ ଅଧ୍ୟକ୍ଷତାରେ ବୈଠକ ହେବ । ଏଥିରେ ଚୟନ କମିଟି ଆବାହକ ଜୟ ଶାହ ଯୋଗଦେବେ । ଆମେରିକାରେ ହେବାକୁ ଥିବା ଟି-ଟ୍ବେଣ୍ଟି ବିଶ୍ବକପ୍ ପାଇଁ ଆଜି ୧୫ଜଣିଆ ଖେଳାଳି ତାଲିକା ଘୋଷଣା ହେବ । ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଚୂଡାନ୍ତ ଦଳରେ ସାମିଲ କରାଯିବ କି ନାହିଁ ସେ ନେଇ ଆଲୋଚନା ହେବ । ଦୁର୍ଘଟଣା ପରେ ଆଇପିଏଲ ଖେଳୁଥିବା ରିଷଭ ପନ୍ଥ ୱିକେଟକିପର ଭାବେ ଦଳରେ ସ୍ଥାନ ପାଇବା ଏକ ପ୍ରକାର ନିଶ୍ଚିତ । କିନ୍ତୁ ଦ୍ବିତୀୟ ଓ୍ବିକେଟକିପର ପାଇଁ ସଂଜୁ ସାମସନ ଓ କେ.ଏଲ. ରାହୁଲଙ୍କ ମଧ୍ୟରେ କଡା ଟକ୍କର ହେବ ।

ଅଧିକ ପଢ଼ନ୍ତୁ ଖେଳ ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଟି-ଟ୍ୱେଣ୍ଟି ବିଶ୍ୱକପ୍ ପାଇଁ ଆଜି ଭାରତୀୟ ଟିମ୍ ଚୟନ କରାଯିବ, ଯୋଗଦେବେ ଜୟ ଶାହ | Argus News