ଆଜି ଖେଳାଯିବ ୟୁଏଇରେ ଚାଲିଥିବା ମହିଳା ଟି-୨୦ ବିଶ୍ବକପ ଫାଇନାଲ
·1 year ago

ଅର୍ଗସ ବ୍ୟୁରୋ: ଆଜି ଖେଳାଯିବ ୟୁଏଇରେ ଚାଲିଥିବା ମହିଳା ଟି-୨୦ ବିଶ୍ବକପ ଫାଇନାଲ । ମୁହାଁମୁହିଁ ହେବେ ଦକ୍ଷିଣ ଆଫ୍ରିକା ଓ ନ୍ୟୁଜିଲାଣ୍ଡ । ଡିଫେଣ୍ଡିଂ ଚାମ୍ପିୟନ ଅଷ୍ଟ୍ରେଲିଆକୁ ହରାଇ ଫାଇନାଲକୁ ଆସିଛି ସାଉଥ ଆଫ୍ରିକା । ସେପଟେ ଦ୍ବିତୀୟ ସେମିରେ ୱେଷ୍ଟଇଣ୍ଡିକୁ ପରାସ୍ତ କରି ଫାଇନାଲରେ ପହଞ୍ଚିଛି ନ୍ୟୁଲିଲାଣ୍ଡ ।
ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର...
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: