Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଭାରତର ରୋମାଞ୍ଚକର ବିଜୟ

Sports

ଭାରତର ରୋମାଞ୍ଚକର ବିଜୟ

Rashmita Mishra
Browse all articles by Rashmita Mishra
·1 year ago
ଭାରତର ରୋମାଞ୍ଚକର ବିଜୟ

ଅର୍ଗସ ବ୍ୟୁରୋ: ଟି-ଟ୍ବେଣ୍ଟି କ୍ରିକେଟ୍ ୱାର୍ଲଡ କପରେ ପାକିସ୍ତାନ ବିପକ୍ଷରେ ଭାରତର ରୋମାଞ୍ଚକର ବିଜୟ ।ପାକିସ୍ତାନକୁ ୬ ରନରେ ହରାଇ ଲଗାତାର ଦ୍ୱିତୀୟ ବିଜୟ ହାସଲ କରିଛି । ଭାରତୀୟ ବୋଲରଙ୍କ ଘାତକ ବୋଲିଂରେ 120 ଟାର୍ଗେଟ୍ ପିଚ୍ଛା କରି 113ରେ ମାଟି କାମୁଡ଼ିଲା ପାକିସ୍ତାନ । ଏଥିସହ ପଏଣ୍ଟ ଟେବୁଲରେ ମଧ୍ୟ ଶୀର୍ଷରେ ରହିଛି ରୋହିତ ବାହିନୀ । ରବିବାର ମ୍ୟାଚ୍ ଥିଲା ଅତି ରୋମାଞ୍ଚପୂର୍ଣ୍ଣ । କ୍ରିକେଟ ପ୍ରେମୀ ଭାରତ-ପାକିସ୍ତାନ ମଧ୍ୟରେ ଯେଉଁଭଳି ଲଢ଼େଇ ଦେଖିବାକୁ ଚାହାଁନ୍ତି ତାହା ପୁଣି ଥରେ ଦେଖିଥିଲେ । 

ଅଧିକ ପଢନ୍ତୁ କ୍ରୀଡା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Thrilling win India | Argus News