Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

କାଲିଠୁ ଟିଟ୍ୱେଣ୍ଟି ମହାସମର: ପ୍ରଥମ ମ୍ୟାଚରେ ଆମେରିକା କାନାଡ଼ା ଟକ୍କର

Ritu Das
Browse all articles by Ritu Das
·2 years ago
କାଲିଠୁ ଟିଟ୍ୱେଣ୍ଟି ମହାସମର: ପ୍ରଥମ ମ୍ୟାଚରେ ଆମେରିକା କାନାଡ଼ା ଟକ୍କର

ଅର୍ଗସ ବ୍ୟୁରୋ: ଆସନ୍ତାକାଲିଠୁ ଟି ୨୦ ବିଶ୍ୱକପ ଅଭିଯାନ କରିବ ଟିମ୍ ଇଣ୍ଡିଆ । ଜୁନ୍ ପହିଲାରେ ଭାରତର ଏକମାତ୍ର ଅଭ୍ୟାସ ମ୍ୟାଚ୍ ବାଂଲାଦେଶ ବିପକ୍ଷ ଖେଳିବାକୁ ଯାଉଛି । ଆଭିଯାନ ଆରମ୍ଭ ପୂର୍ବରୁ ଭାରତୀୟ କ୍ରିକେଟର୍ ମାନେ ନ୍ୟୁୟର୍କରେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । 

ଜୁନ ୫ରେ ଭାରତ ଏହାର ପ୍ରଥମ ମ୍ୟାଚ୍ ଆର୍ୟଲ୍ୟାଣ୍ଡ ବିପକ୍ଷରେ ଖେଳିବ । ୯ ଜୁନରେ ପାକିସ୍ତାନ ବିପକ୍ଷରେ ଖେଳିବ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ । ଏହାଉପରେ ରହିଛି ସମସ୍ତଙ୍କ ନଜର। ତେବେ ଇଣ୍ଡିଆ-ପାକିସ୍ତାନ ମ୍ୟାଚକୁ କ୍ରିକେଟ ପ୍ରେମୀ ଚାହିଁ ବସିଛନ୍ତି। ତେବେ ଦେଖାଯାଉ କିଏ ଏହି ମୁକାବିଲାରେ ଜିତିବ। 

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Twenty20 season | Argus News