Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ଆଜି ୧୯ବର୍ଷରୁ କମ କ୍ରିକେଟ୍ ବିଶ୍ୱକପ ଫାଇନାଲ

Ritu Das
Browse all articles by Ritu Das
·2 years ago
ଆଜି ୧୯ବର୍ଷରୁ କମ କ୍ରିକେଟ୍ ବିଶ୍ୱକପ ଫାଇନାଲ

ଅର୍ଗସ ବ୍ୟୁରୋ: ଆଜି ୧୯ ବର୍ଷରୁ କମ କ୍ରିକେଟ୍ ବିଶ୍ୱକପ ଫାଇନାଲ । ମୁହାଁମୁହିଁ ହେବେ ଭାରତ- ଅଷ୍ଟ୍ରେଲିଆ । ମ୍ୟାଚ ଜିତି ଭାରତ ଷଷ୍ଠ ଟାଇଟେଲ ଲକ୍ଷ୍ୟରେ ଟିମ ଇଣ୍ଡିଆ । ସେପଟେ ଚତୁର୍ଥ ଟାଇଟେଲ ଲକ୍ଷ୍ୟରେ କଙ୍ଗାରୁ ଦଳ । ଅପରାହ୍ନ ସାଢେ ଗୋଟାଏଷର ମ୍ୟାଚ ଆରମ୍ଭ ହେବ । 

ତେବେ ପୂର୍ବ ରେକର୍ଡକୁ ଦେଖିଲେ ଅଷ୍ଟ୍ରେଲିଆ ତୁଳନାରେ ଭାରତର ପଲା ଭାରି ରହିଛି । ୨୦୧୨ ଏବଂ ୨୦୧୮ରେ ଅଷ୍ଟ୍ରେଲିଆକୁ ହରାଇ ଭାରତ ଚାମ୍ପିୟନ ହୋଇଥିଲା । ତେଣୁ ଭାରତ ଏଥର ପୁଣି ଅଷ୍ଟ୍ରେଲିଆକୁ ହରାଇ ଟାଇଟେଲ ହାସଲ କରିବ ବୋଲି ଆଶାବାଦୀ ଅଛନ୍ତି କ୍ରିକେଟ ପ୍ରେମୀ। 

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Under 19 cricket | Argus News