Vaibhav Suryavanshi / IPLରେ ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ରେକର୍ଡ; ଆଗାମୀ ୫୦ ବର୍ଷରେ କେହି ଭାଙ୍ଗିଲେ ହୋଇଯିବ ଚମତ୍କାର
·10 hours ago·2 min read

Key Points
ରାଜସ୍ଥାନ ରୟାଲ୍ସକୁ ମ୍ୟାଚ୍ ଜିତାଇବା ସହ ବୈଭବ ଆବଶ୍ୟକ ସମୟରେ ବୋଲରଙ୍କୁ ପ୍ରହାର କରିଛନ୍ତି । ପାଳି ଆରମ୍ଭରେ ବୈଭବ ସୂର୍ଯ୍ୟବଂଶୀ ୮ ରନ୍ କରିବା ଏହି ବଡ଼ ରକେର୍ଡର ଅଧିକାରୀ ହୋଇଛନ୍ତି ।
ନୂଆଦିଲ୍ଲୀ: ମଙ୍ଗଳବାର ଆଇପିଏଲ୍ ୨୦୨୬ରେ ବୈଭବ ସୂର୍ଯ୍ୟବଂଶୀ ଏକ ବଡ଼ ରେକର୍ଡ କରିଛନ୍ତି । ତାଙ୍କ ଠାରୁ ଯାହା ଆଶା କରାଯାଉଥିଲା ତାହା ସେ କରି ଦେଖାଇଛନ୍ତି । ରାଜସ୍ଥାନ ରୟାଲ୍ସକୁ ମ୍ୟାଚ୍ ଜିତାଇବା ସହ ବୈଭବ ଆବଶ୍ୟକ ସମୟରେ ବୋଲରଙ୍କୁ ପ୍ରହାର କରିଛନ୍ତି ।
ଗୋଟିଏ ସମୟରେ ଆରମ୍ଭରେ ବୈଭବ ସୂର୍ଯ୍ୟବଂଶୀ ଟିକିଏ ସତର୍କ ହୋଇ ୧୦ ବଲ୍ରେ ମାତ୍ର ୫ ରନ୍ ସଂଗ୍ରହ କରିଥିଲେ । ଆଉ ପରବର୍ତ୍ତୀ ୨୮ ବଲ୍ରେ ବୈଭବ ଚମତ୍କାର ବ୍ୟାଟିଂ କରି ୮୮ ରନ୍ କରିଥିଲେ । ଏଭଳି ଭାବେ ବୈଭବ ୩୮ ବଲ୍ରେ ୯୩ ରନ୍ କରିଛନ୍ତି । ଯେଉଁଥିରେ ୭ଟି ଚଉକା ଓ ୧୦ଟି ଛକା ସାମିଲ୍ ରହିଛି ।
ଏଥିସହ ପଢ଼ନ୍ତୁ: ପ୍ଲେଅଫରୁ ବାହାରିବାପରେ ରୋହିତଙ୍କର ଭିଡିଓ ଭାଇରାଲ
୧୯ ବର୍ଷରେ ଏଭଳି କେହି କରିନାହାନ୍ତି
ପାଳି ଆରମ୍ଭରେ ବୈଭବ ସୂର୍ଯ୍ୟବଂଶୀ ୮ ରନ୍ କରିବା ଏହି ବଡ଼ ରକେର୍ଡର ଅଧିକାରୀ ହୋଇଛନ୍ତି । ଯେଉଁ ରେକର୍ଡକୁ ଆଗାମୀ ୫୦ ବର୍ଷରେ କେହି ଭାଙ୍ଗିଦେଲେ, ତାହା ବହୁତ ବଡ଼ ଚମତ୍କାର ହେବ ।
ମଙ୍ଗଳବାର ମାତ୍ର ୮ ରନ୍ ସଂଗ୍ରହ କରିବା ପରେ ବୈଭବ ୧୯ ବର୍ଷର ଇତିହାସରେ ଏକ ସଂସ୍କରଣରେ ସବୁଠୁ କମ୍ ବୟସରେ ୫୦୦ ରନ୍ କରିଛନ୍ତି । ବୈଭବ ସୂର୍ଯ୍ୟବଂଶୀ ଏହି ସଫଳତା ମାତ୍ର ୧୫ ବର୍ଷ ୨୬ ଦିନରେ ପାଇଛନ୍ତି । ଏଥିସହ ପୃଥ୍ଵୀ ଶ'ଙ୍କ ୧୯ ବର୍ଷ ୧୬୪ ଦିନର ରେକର୍ଡକୁ ଅତିକ୍ରମ କରିଛନ୍ତି ।
ଏଥିସହ ପଢ଼ନ୍ତୁ: ପରାଜୟରେ ରାଗିଯାଇ ରିଷଭ ପନ୍ତ ସାକ୍ଷାତକାରରେ ଅପଶବ୍ଦ କହିଲେ… ଆଶ୍ଚର୍ଯ୍ୟ ହେଲେ ଫ୍ୟାନ୍ସ
ବୈଭବ ଆଇପିଏଲ୍ର ଗୋଟିଏ ସଂସ୍କରଣରେ କମ୍ ବୟସ୍କ ବ୍ୟାଟର୍ ଭାବେ ହାସଲ କରିଛନ୍ତି ବଡ଼ ଉପଲବ୍ଧି । ଏବେ ବୈଭବଙ୍କ ଏହି ସୁପର୍ ରେକର୍ଡ ଭାଙ୍ଗିବା ଲାଗି ଅନ୍ୟ କୌଣସି ବ୍ୟାଟ୍ସମ୍ୟାନଙ୍କୁ ଅତି କମ୍ରେ ୧ ବର୍ଷ ୨୫ ଦିନରେ ଏହା କରି ଦେଖାଇବାକୁ ପଡ଼ିବ ।
ଆସନ୍ତୁ ନଜର ପକାଇବା କମ୍ ବୟସରେ କେଉଁ ଶ୍ରେଷ୍ଠ ୫ ଜଣ ଖେଳାଳି ୫୦୦ ରନ୍ ସଂଗ୍ରହ କରିଛନ୍ତି ।

ଏହା ପୂର୍ବରୁ ଚଳିତ ଆଇପିଏଲ୍ ସଂସ୍କରଣରେ ବୈଭବ ବଡ଼ ଇନିଂସ ଖେଳିଥିଲେ । ଜୟପୁରର ସୱାଇ ମାନସିଂହ ଷ୍ଟାଡିୟମରେ ଗୁଜରାଟ ଟାଇଟନ୍ସ ଓ ରାଜସ୍ଥାନ ରୟାଲ୍ସ ମୁହାଁମୁହିଁ ହୋଇଥିଲେ । ଏହି ମ୍ୟାଚ୍ରେ ବୈଭବ ସୂର୍ଯ୍ୟବଂଶୀ ମାତ୍ର ୧୬ ବଲ୍ରେ ୩୬ ରନ୍ କରିଥିଲେ । ଯେଉଁଥିରେ ତିନୋଟି ଛକା ଓ ତିନୋଟି ଚୌକା ସାମିଲ ଥିଲା । ଏହି ବିସ୍ଫୋରକ ଇନିଂସରେ ବୈଭବ ବଡ଼ ରେକର୍ଡ ନିଜ ନାମରେ କରିଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories