Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ମାତ୍ର ୧୩ ବର୍ଷ ବୟସରେ ଆଇପିଏଲ ଟିମରେ ସାମିଲ ହେଲେ ବୈଭବ ସୂର୍ଯ୍ୟବଂଶୀ

Sports

ମାତ୍ର ୧୩ ବର୍ଷ ବୟସରେ ଆଇପିଏଲ ଟିମରେ ସାମିଲ ହେଲେ ବୈଭବ ସୂର୍ଯ୍ୟବଂଶୀ

Rashmita Mishra
Browse all articles by Rashmita Mishra
·1 year ago
ମାତ୍ର ୧୩ ବର୍ଷ ବୟସରେ ଆଇପିଏଲ ଟିମରେ ସାମିଲ ହେଲେ ବୈଭବ ସୂର୍ଯ୍ୟବଂଶୀ

ଅର୍ଗସ ବ୍ୟୁରୋ: ମାତ୍ର ୧୩ ବର୍ଷ ବୟସରେ ଆଇପିଏଲ ଟିମରେ ସାମିଲ ହେଲେ ବିହାରର ବୈଭବ ସୂର୍ଯ୍ୟବଂଶୀ । ରାଜସ୍ଥାନ ରୟାଲସ ତାଙ୍କୁ ଏକ କୋଟି ୧୦ ଲକ୍ଷ ଟଙ୍କାରେ କିଣିଛି । ଗତକାଲି ଆଇପିଏଲ ନିଲାମୀର ଦ୍ବିତୀୟ ଦିନରେ ବୈଭବଙ୍କୁ ନେଇ ବିଭିନ୍ନ ଟିମ୍ ମଧ୍ୟରେ ଉତ୍ସୁକତା ଦେଖୋଦେଇଥିଲା। ତାଙ୍କୁ ଟିମରେ ସାମିଲ କରିବାକୁ ସବୁ ଦଳ ପକ୍ଷରୁ ଆଗ୍ରହ ଦେଖାଦେଇଥିଲା । କିନ୍ତୁ ସମସ୍ତଙ୍କୁ ପଛରେ ପକାଇ ରାଜସ୍ଥାନ ରୟାଲ୍ସ ଏକ କୋଟି ୧୦ ଲକ୍ଷ ଟଙ୍କା ଦେଇ ବୈଭବଙ୍କୁ କିଣିଥିଲା । ଏଥିସହ ବୈଭବ ମାତ୍ର ୧୩ ବର୍ଷ ବୟସରେ ଆଇପିଏଲ ଟିମରେ ସାମିଲ ହୋଇ ଏକ ନୂଆ କିର୍ତ୍ତୀମାନ ସୃଷ୍ଟି କରିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Vaibhav Suryavanshi joined the IPL team at the age of just 13 | Argus News