Vaibhav Suryavanshi / ସୂର୍ଯ୍ୟବଂଶୀଙ୍କୁ ନେଇ କ'ଣ ରହିଛି ଭାରତୀୟ ଦଳର ଦୀର୍ଘକାଳୀନ ରଣନୀତି ? କହିଦେଲେ କୋଚ୍...
·1 month ago·2 min read

Key Points
ବୟସରେ ସାନ ବୈଭବ ଭାରତୀୟ ଦଳ ପାଇଁ ଦୀର୍ଘ ସମୟ ଖେଳିପାରିବେ । ତେଣୁ ଏବେ କୋଚ୍ ବୈଭବଙ୍କ ବ୍ୟାଟିଂ ସହିତ ତାଙ୍କର ବୋଲିଂ ଉପରେ କାମ କରିବା ଆରମ୍ଭ କରି ଦେଇଛନ୍ତି ।
ମୁମ୍ବାଇ: ୧୫ ବର୍ଷର ବୈଭବ ସୂର୍ଯ୍ୟବଂଶୀ ତାଙ୍କ ତୁଫାନୀ ବ୍ୟାଟିଂ ଦମ୍ରେ ଅନ୍ତର୍ଜାତୀୟ କ୍ରିକେଟ୍ରେ ଚହଳ ପକାଇଛନ୍ତି । ଜିମ୍ବାୱେ ବିପକ୍ଷ ପ୍ରଥମ ଟି-ଟ୍ଵେଣ୍ଟିରେ ବୈଭବ ୧୮ ବଲ୍ରେ ଅର୍ଦ୍ଧଶତକ ମାରିଛନ୍ତି । ଏଥିସହ ସେ ଅନ୍ତର୍ଜାତୀୟ କ୍ରିକେଟ୍ର କୌଣସି ବି ଫର୍ମାଟରେ ଅର୍ଦ୍ଧଶତକ ହାସଲ କରିଥିବା ସର୍ବକନିଷ୍ଠ ଖେଳାଳି ହୋଇଛନ୍ତି ।
ବୟସରେ ସାନ ବୈଭବ ଭାରତୀୟ ଦଳ ପାଇଁ ଦୀର୍ଘ ସମୟ ଖେଳିପାରିବେ । ତେଣୁ ଏବେ କୋଚ୍ ବୈଭବଙ୍କ ବ୍ୟାଟିଂ ସହିତ ତାଙ୍କର ବୋଲିଂ ଉପରେ କାମ କରିବା ଆରମ୍ଭ କରି ଦେଇଛନ୍ତି । ବୈଭବଙ୍କୁ ବୋଲିଂ କରାଇବା ଟିମ୍ ଇଣ୍ଡିଆର ଭବିଷ୍ୟତ ରଣନୀତିର ଅଂଶ ଅଟେ ।
ଏଥିସହ ପଢ଼ନ୍ତୁ: ଶ୍ରୀଲଙ୍କା ଟେଷ୍ଟ ସିରିଜ ପାଇଁ ଟିମ୍ ଇଣ୍ଡିଆ ଚୟନକୁ ନେଇ ବଡ଼ ଅପଡେଟ
'ବୈଭବଙ୍କ ବୋଲିଂ ଉପରେ ଫୋକସ୍ ଦିଆଯିବ'

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଭାରତୀୟ ଦଳର ବୋଲିଂ କୋଚ୍ ସୁନୀଲ ଜୋଶୀ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, "ମୋତେ ଲାଗୁଛି ପ୍ରଥମେ, ବୈଭବଙ୍କୁ ବ୍ୟାଟିଂ ଉପରେ ଫୋକସ୍ କରିବା ଦରକାର । ସେ ଭଲ ଖେଳୁଛନ୍ତି, ତାଙ୍କ ପାଇଁ ସୁଯୋଗ ରହିଛି । ସେ ଏଠାରେ U19 ବିଶ୍ଵକପ୍ ଫାଇନାଲ୍ ଖେଳି ଉନ୍ନତ ପ୍ରଦର୍ଶନ କରିଛନ୍ତି । ପ୍ରଥମ ମ୍ୟାଚ୍ରେ ତାଙ୍କ ପ୍ରଦର୍ଶନ ଉତ୍ତମ ରହିଛି ।"
ସେ ଆହୁରି କହିଛନ୍ତି, "ସୂର୍ଯ୍ୟବଂଶୀଙ୍କୁ ବୋଲିଂ କରାଇବା ଦଳର ଦୀର୍ଘକାଳୀନ ଯୋଜନାର ଅଂଶ ଅଟେ । ବୈଭବ ଏବେ ତାଙ୍କ ବ୍ୟାଟିଂକୁ ନେଇ କମ୍ପର୍ଟେବୁଲ୍ ଅଛନ୍ତି । ଯେତେବେଳେ କି ସେ ବୋଲିଂ କରିବାକୁ ସମୟ ଲାଗିବ ।"
ମୁଁ ବୈଭବଙ୍କ ସହ ବିସିସିଆଇର ସେଣ୍ଟର ଅଫ୍ ଏକ୍ସଲେନ୍ସରେ କାମ କରିବି । ଯେତେବେଳେ ସେ ଭଲ ବୋଲିଂ କରୁଥିବା ଦେଖିବୁ । ସେତେବେଳେ ନିଶ୍ଚିତ ଭାବେ ଆହୁରି ତା ଉପରେ ଗୁରୁତ୍ଵ ଦିଆଯିବ ବୋଲି କହିଛନ୍ତି ବୋଲିଂ କୋଚ୍ ସୁନୀଲ ଜୋଶୀ ।
ବୈଭବଙ୍କ ସହ ଏମାନଙ୍କ ଉପରେ ନଜର
ଅଭିଷେକ ଶର୍ମା, ତିଲକ ବର୍ମା ଓ ବୈଭବ ସୂର୍ଯ୍ୟବଂଶୀଙ୍କୁ ଭବିଷ୍ୟତରେ କାମ ଚଳା ବୋଲର୍ ଭାବେ ନେବା ପ୍ରଶ୍ନରେ ଜୋଶୀ କହିଛନ୍ତି, "୩ ଜଣ ଯାକ ଭଲ ବୋଲର ଓ ଅଲରାଉଣ୍ଡର ଅଟନ୍ତି । ଅଭିଷେକଙ୍କ ବୋଲିଂରେ ବହୁତ ସୁଧାର ଆସିଛି । ତିଲକ ବର୍ମା ପାଇଁ ଜଣେ ଅତିରିକ୍ତ ବୋଲରର ବିକଳ୍ପ ଅଟନ୍ତି ।"
ଏଥିସହ ପଢ଼ନ୍ତୁ: ୱେଷ୍ଟଇଣ୍ଡିଜ୍ ODI ସିରିଜରେ ଟିମ୍ ଇଣ୍ଡିଆକୁ ବଡ଼ ଝଟକା

ସୂର୍ଯ୍ୟାଂଶଙ୍କଠୁ ଆଶା
ବୋଲିଂ କୋଚ୍ ସୁନୀଲ ଜୋଶୀ କହିଛନ୍ତି, "ସୂର୍ଯ୍ୟାଂଶ ଶେଡଗେ ଜଣେ ପ୍ରତିଭାଶାଳୀ ଖେଳାଳି । ତାଙ୍କୁ ଟିମ୍ରେ ସ୍ଥାନ ମଜଭୁତ୍ କରିବା ଲାଗି ପର୍ଯ୍ୟାପ୍ତ ସମୟ ଦରକାର ।"

Related Topics
Explore more stories