Vaishnavi Adkar / ସାନିଆଙ୍କ ପରେ ନୂଆ ତାରକା, କିଏ ଏହି ବୈଷ୍ଣବୀ ଅଡକର୍ ? ରଚିଲେ ଇତିହାସ...
·6 months ago·2 min read

Key Points
କିଏ ଏହି ବୈଷ୍ଣବୀ ଅଡକର୍ ?
ସାନିଆ ମିର୍ଜାଙ୍କ ପରେ ରଚିଲେ ଇତିହାସ
ସାନିଆ ମିର୍ଜାଙ୍କ ପରେ ରଚିଲେ ଇତିହାସ
ସାନିଆ ମିର୍ଜାଙ୍କ ପରେ ପୁଣି ଜଣେ ଭାରତୀୟ ଟେନିସ ଖେଳାଳି ରଚିଲେ ଇତିହାସ। ଯାହାଙ୍କୁ ନେଇ ସବୁଠି ଚର୍ଚ୍ଚା ଜୋର ଧରିଛି। ଭାରତୀୟ ଟେନିସରେ ଭବିଷ୍ୟତର ନୂଆ ଆଶା ହୋଇଛନ୍ତି ୨୧ ବର୍ଷୀୟ ବୈଷ୍ଣବୀ ଅଡକର । ୨୦୦୯ ପରେ W100 ଇଭେଣ୍ଟର ସିଙ୍ଗଲ୍ସ ଫାଇନାଲରେ ପହଞ୍ଚିବାରେ ପ୍ରଥମ ଭାରତୀୟ ମହିଳା ହୋଇ ନିଜ ନାଁରେ ରେକର୍ଡ କରିଛନ୍ତି । ରବିବାର ଏକପାଖିଆ ଫାଇନାଲରେ ବିଶ୍ୱର ୧୨୫ ନମ୍ବର ହାନ୍ ଭାଣ୍ଡେୱିଙ୍କେଲଙ୍କଠାରୁ ପରାସ୍ତ ହୋଇ ଆଡକର ବେଙ୍ଗାଲୁରୁରେ ଆଇଟିଏଫଅ ମହିଳା ଓପନରେ ରନର୍ସଅପ୍ ହୋଇଥିଲେ ।
୨୧ ବର୍ଷୀୟା ଅଡକାର ବେଙ୍ଗାଲୁରୁ W100ରେ ୱାଇଲ୍ଡକାର୍ଡ ଭାବରେ ପ୍ରବେଶ କରିଥିଲେ । W100 କିମ୍ବା ତା'ଠାରୁ ବ଼଼ଡ଼ ଇଭେଣ୍ଟର ସିଙ୍ଗଲ୍ସ ଫାଇନାଲରେ ପହଞ୍ଚିବାରେ ସାନିଆ ମିର୍ଜାଙ୍କ ପରେ ଅଡକାର ଦ୍ୱିତୀୟ ଭାରତୀୟ ମହିଳା । ଫାଇନାଲରେ ପହଞ୍ଚିବା ପାଇଁ ଥାଇଲ୍ୟାଣ୍ଡର ଲାନଲାନା ତାରାରୁଡି, ଜାପାନର ମାଇ ହୋଣ୍ଟାମା ଏବଂ ଅଷ୍ଟ୍ରେଲିଆର ତୈଲାହ ପ୍ରେଷ୍ଟନଙ୍କୁ ପରାସ୍ତ କରିଥିଲେ।
ଏଥିସହ ପଢ଼ନ୍ତୁ: ବାରମ୍ୱାର କାହିଁକି ୦୦୦୦..., ଡକ୍ ଆଉଟ୍କୁ ନେଇ ଉଠିଲା ପ୍ରଶ୍ନ
ବେଲଜିୟମର ଏହି ଖେଳାଳି ୬-୦, ୬-୧ରେ ଆଡକରଙ୍କ ଉପରେ ପ୍ରଭାବଶାଳୀ ବିଜୟ ହାସଲ କରିଥିଲେ । ଭାଣ୍ଡେୱିଙ୍କେଲ ୧୦୦ WTA ରାଙ୍କିଂ ପଏଣ୍ଟ ସହିତ ୧୫,୨୩୯ ଡଲାର ପୁରସ୍କାର ପାଇଥିଲେ । ଅନ୍ୟପଟେ ଆଡକର ୬୫ WTA ରାଙ୍କିଂ ପଏଣ୍ଟ ଏବଂ ୮,୧୪୭ ଡଲାର ଅର୍ଜନ କରିଥିଲେ।
ବୈଷ୍ଣବୀ ଅଡକର କିଏ?
ଡିସେମ୍ବର ୧୪, ୨୦୦୪ରେ ପୁଣେରେ ଜନ୍ମଗ୍ରହଣ କରିଥିବା ଅଡକର ସାତ ବର୍ଷ ବୟସରେ ଟେନିସ୍ ଖେଳିବା ଆରମ୍ଭ କରିଥିଲେ । ସେ ଆଇଟିଏଫ୍ ଜୁନିଅର ରାଙ୍କିଂ ୧୧୫ ନମ୍ବର ହାସଲ କରିଥିଲେ ଏବଂ ଭାରତର ନମ୍ବର ୧ ଅଣ୍ଡର-୧୪ ଖେଳାଳି ହୋଇଥିଲେ । ୨୦୨୫ ସିଜିନରେ ସେ ଦମଦାର ପ୍ରଦର୍ଶନ କରିଥିଲେ । ସେ ଫେନେଷ୍ଟା ମହିଳା ଜାତୀୟ ପ୍ରତିଯୋଗିତା ଜିତିଥିଲେ । ୪୬ ବର୍ଷ ପରେ ୨୦୨୫ ବିଶ୍ୱ ବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ ସେ ଏକ କାଂସ୍ୟ ପଦକ ହାସଲ କରିବାରେ ପ୍ରଥମ ଭାରତୀୟ ହୋଇଥିଲେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅଧିକ ପଢ଼ନ୍ତୁ ଖେଳ ଖବର:
Related Topics
Explore more stories