ଜାପାନର ୟୁଇଙ୍କୁ ହରାଇ କ୍ବାର୍ଟର ଫାଇନାଲରେ ବିନେଶ
·1 year ago

ଅର୍ଗସ ବ୍ୟୁରୋ:କୁସ୍ତି କ୍ବାର୍ଟର ଫାଇନାଲରେ ବିନେଶ। ପ୍ୟାରିସ ଅଲିମ୍ପିକ୍ସରେ ଆଜିର ମ୍ୟାଚ ଜିତି କୁସ୍ତି କ୍ବାର୍ଟର ଫାଇନାଲକୁ ପ୍ରବେଶ କରିଛନ୍ତି ବିନେଶ ଫୋଗାଟ। ବିନେଶ ଜାପାନର ୟୁଇଙ୍କୁ ୩-୨ ପଏଣ୍ଟରେ ହରାଇଛନ୍ତି। ମ୍ୟାଚରେ ବେଶ କଡ଼ାମୁକାବିଲା ଦେଖିବାକୁ ମିଳିଥିଲା। ଏ ପର୍ଯ୍ୟନ୍ତ ପ୍ୟାରିସ ଅଲିମ୍ପିକ୍ସରେ କୁସ୍ତିରେ ଭାରତକୁ ପଦକ ମିଳିପାରି ନାହିଁ। ଭାରତ ମୋଟ ଏଯାଏ ୩ଟି ବ୍ରୋଞ୍ଜ ପଦକ ଜିତିଛି,କୁସ୍ତିରେ ଭାରତ ଏକ ପଦକ ଆଶା ରଖିଛି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: