Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ୫୦ କେଜିରେ ଭିନେଶ ଓ ୫୭ କେଜି ବର୍ଗରେ ଅଂଶୁ ପ୍ୟାରିସରେ ଦେଖାଇବେ ଦମ୍

Sports

୫୦ କେଜିରେ ଭିନେଶ ଓ ୫୭ କେଜି ବର୍ଗରେ ଅଂଶୁ ପ୍ୟାରିସରେ ଦେଖାଇବେ ଦମ୍

Banajyotshna Ray
Browse all articles by Banajyotshna Ray
·2 years ago
୫୦ କେଜିରେ ଭିନେଶ ଓ ୫୭ କେଜି ବର୍ଗରେ ଅଂଶୁ ପ୍ୟାରିସରେ ଦେଖାଇବେ ଦମ୍

ଅର୍ଗସ ବ୍ୟୁରୋ: ଭାରତୀୟ ମହିଳା କୁସ୍ତିଯୋଦ୍ଧା ଭିନେଶ ଫୋଗାଟ 50 କେଜି ଏବଂ ଅଂଶୁ ମଲ୍ଲିକ 57 କେଜି ବର୍ଗରେ ପ୍ୟାରିସ ଅଲିମ୍ପିକ ଲାଗି କୋଟା ହାସଲ କରିଛନ୍ତି। ଭିନେଶ ଅଲିମ୍ପିକ ଯୋଗ୍ୟାତା ପର୍ଯ୍ୟାୟ ମ୍ୟାଚରେ କାଜାକସ୍ଥାନର କୁସ୍ତିଯୋଦ୍ଧାଙ୍କୁ ଏକ ତରଫା ମ୍ୟାଚରେ 10-0 ପଏଣ୍ଟରେ ପରାସ୍ତ କରିଥିଲେ। ପ୍ୟାରିସ ଅଲିମ୍ପିକକୁ ମିଶାଇ ଭିନେଶ ତୃତୀୟ ଥର ଲାଗି ଅଲମ୍ପିକ ଯୋଗ୍ୟତା ହାସଲ କରିଛନ୍ତି। ସେହିପରି ଅଂଶୁ ମଲ୍ଲିକ 57 କେଜି ବର୍ଗରେ ଉଜବେକିସ୍ଥାନର ଖେଳାଳିଙ୍କୁ 10-0 ପଏଣ୍ଟରେ ପରାସ୍ତ କରି ଅଲିମ୍ପିକ ଲାଗି ଯୋଗ୍ୟତା ହାସଲ କରିଛନ୍ତି।

ଅଧିକ ପଢ଼ନ୍ତୁ ଖେଳ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Raja Festival
Sponsored
Vinesh, Reetika, Anshu secure Paris Olympics quotas for India | Argus News