Virat Kohli / ବିରାଟ-ଅନୁଷ୍କାଙ୍କୁ କାହିଁକି ଏମିତି କହିଲେ ଫ୍ୟାନ୍ସ, ଦେଶ ଛାଡ଼ି ବିଦେଶରେ...
·7 months ago·2 min read

Key Points
ପୁଣି ଚର୍ଚ୍ଚାରେ ବିରାଟ- ଅନୁଷ୍କା
ଫ୍ୟାନ୍ସ କହିଲେ ଏମିତି, ଭାଇରାଲ ହେଉଛି କମେଣ୍ଟ

ପୁଣି ଚର୍ଚ୍ଚାରେ ବିରାଟ ଓ ଅନୁଷ୍କା । ସବୁବେଳେ କିଛି ନା କିଛି କାରଣରୁ ରହିଥାନ୍ତି ଚର୍ଚ୍ଚାରେ। ଖାସ୍ କରି ଦୁହିଁଙ୍କର କେମେଷ୍ଟ୍ରି ଜବରଦସ୍ତ। କିନ୍ତୁ ଏଥର ପ୍ରଶ୍ନ ଉଠୁଛି କି ଦୁହିଁଙ୍କ ସଂସ୍କାରକୁ ନେଇ। ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ କ୍ରିକେଟର ବିରାଟ କୋହଲି। ଯାହା ଫ୍ୟାନ୍ସଙ୍କୁ ଖୁବ୍ ଆକର୍ଷିତ କରେ। ପ୍ରଫେସନାଲ୍ କରିୟର ସହ କପଲ ଏବେ ଆଧ୍ୟାତ୍ମିକତା ପ୍ରତି ମନ ବଳାଇଛନ୍ତି। ଏକଥା କାହାକୁ ଅଛପା ନାହିଁ। ନିକଟରେ ଏହି ପୱାରଫୁଲ୍ କପଲଙ୍କର କିଛି ନୂଆ ଫଟୋ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି। ଯାହା ପ୍ରଶଂସକଙ୍କ ହୃଦୟ ଜିଣିଛି। ବିରାଟ ଏବଂ ଅନୁଷ୍କାଙ୍କ ଏହି ଫଟୋ ଭାଇରାଲ୍ ହେବା ପରେ ପ୍ରଶଂସକମାନେ ଲାଇକ୍ ଓ କମେଣ୍ଟ ବର୍ଷା କରିଥିଲେ।
ଜଣେ ୟୁଜର ଲେଖିଛନ୍ତି, "କିଙ୍ଗ୍ କୋହଲି ଜଣେ ପ୍ରକୃତ ସନାତନ।" ଅନ୍ୟ ଜଣେ ଲେଖିଛନ୍ତି, "କୋହଲି ଭାଇ ହୁଏତ ଲଣ୍ଡନକୁ ଚାଲିଯାଇଛନ୍ତି, କିନ୍ତୁ ସେ ତାଙ୍କର ସଂସ୍କାରକୁ ଭୁଲି ନାହାଁନ୍ତି।"ଏହି ଫଟୋ ଦେଖିବା ପରେ ଦାବି କରାଯାଇଛି ଯେ ବିରାଟ ଏବଂ ଅନୁଷ୍କା ସେମାନଙ୍କ ଲଣ୍ଡନ ଘରେ ଏକ ସ୍ୱତନ୍ତ୍ର ପୂଜାର ଆୟୋଜନ କରିଛନ୍ତି।ଏହା ସମସ୍ତଙ୍କୁ ଜଣା ଯେ ବିରାଟ ଏବଂ ଅନୁଷ୍କା ଅନେକ ଦିନ ହେବ ଲଣ୍ଡନରେ ରହୁଛନ୍ତି। କପଲ ଆଧ୍ୟାତ୍ମିକତା ପ୍ରତି ମନ ବଳାଇବା ପରେ ଉଭୟଙ୍କୁ ଅନେକଥର ବିଭିନ୍ନ ଧାର୍ମୀକସ୍ଥଳରେ ଦେଖିବାକୁ ମିଳେ।
ଏହାରି ଭିତରେ ସେମାନେ ସେମାନଙ୍କ ଲଣ୍ଡନ ଘରେ ଏକ ପୂଜା ସମାରୋହ ଆୟୋଜନ କରିଥିଲେ। ଯାହାର ଏକ ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଫଟୋରେ, କୋହଲି ଏକ ପାରମ୍ପରିକ ଧଳା କୁର୍ତ୍ତାରେ ନଜର ଆସୁଥିବା ବେଳେ ଅନୁଷ୍କା ଶର୍ମା ସୁଟ୍ ପିନ୍ଧି ଥିବାର ନଜର ଆସିଛନ୍ତି। ସେମାନଙ୍କ ସହିତ ପରିବାରର ଅନ୍ୟ ସଦସ୍ୟ ଏବଂ ଜଣେ ପୁରୋହିତ ମଧ୍ୟ ଦେଖା ଯାଇଛନ୍ତି। ଲଣ୍ଡନ ଘରେ ପୂଜା ସମୟରେ ନିକଟତର ପରିବାର ସଦସ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ। ଫଟୋରେ ଏକ ଛୋଟ ଝିଅକୁ ମଧ୍ୟ ଦେଖିବାକୁ ମିଳୁଛି, ଯାହା ପ୍ରଶଂସକମାନଙ୍କୁ ଦ୍ୱନ୍ଦ୍ୱରେ ପକାଇ ଦେଇଛି ।
ଏଥିସହ ପଢ଼ନ୍ତୁ: କୁଆପଥର ବର୍ଷା, ଚାଲିଗଲା ୧ ଲକ୍ଷ ଲୋକଙ୍କ ଘରୁ ବିଦ୍ୟୁତ୍...

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କେହି କେହି କହୁଛନ୍ତି ଯେ, ବିଦେଶ ଯାଇ ଦୁହେଁ ସଂସ୍କାରକୁ ଭୁଲି ନାହାନ୍ତି। ଏବେ ବିରାଟ ,ବଂ ଅନୁଷ୍କା ଲଣ୍ଡନରେ ରହୁଛନ୍ତି। ଦୁହେଁ ଖୁବ ଖୁସିରେ ରହୁଛନ୍ତି। କିନ୍ତୁ ଦିନକୁ ଦିନ ଦୁହେଁ ଭଗବାନ ପ୍ରତି ଅଧିକ ପ୍ରେମ ଭାବ ଦେଖିବାକୁ ମିଳୁଛି। ଅନେକ ଥର ପ୍ରେମାନନ୍ଦ ମହାରାଜ ଜୀଙ୍କ ପାଖକୁ ଯାଇଥିବା ଭିଡିଓ ମଧ୍ୟ ଭାଇରାଲ ହେଉଛି।
ଅଧିକ ପଢ଼ନ୍ତୁ ଖେଳ ଖବର:
ଅଧିକ ପଢ଼ନ୍ତୁ ଖେଳ ଖବର:
Related Topics
Explore more stories