Virat Kohli / ୩୭ ତମ ଜନ୍ମଦିନ ପାଳନ କରୁଛନ୍ତି ଭାରତର ଷ୍ଟାର କ୍ରିକେଟର କିଙ୍ଗ କୋହଲି
·10 months ago·2 min read

Key Points
ଟିମ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ କିଙ୍ଗ କୋହଲି ଆଜି ତାଙ୍କର ୩୭ତମ ଜନ୍ମଦିନ ପାଳନ କରୁଛନ୍ତି। ରନ ମେସିନ ନାଁ ଲୋକପ୍ରିୟ ହାସଲ କରିଥିବା ବିରାଟ ଗତ କିଛି ବର୍ଷ ହେଲା କ୍ରିକେଟ ଦୁନିଆରେ ରାଜ କରୁଛନ୍ତି।
ଟିମ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ କିଙ୍ଗ କୋହଲି ଆଜି ତାଙ୍କର ୩୭ତମ ଜନ୍ମଦିନ ପାଳନ କରୁଛନ୍ତି। ରନ ମେସିନ ନାଁ ଲୋକପ୍ରିୟ ହାସଲ କରିଥିବା ବିରାଟ ଗତ କିଛି ବର୍ଷ ହେଲା କ୍ରିକେଟ ଦୁନିଆରେ ରାଜ କରୁଛନ୍ତି। ବିରାଟ ଏହି ଜେନେରେସନ ପାଇଁ ସବୁଠାରୁ ମହାନ ଖେଳାଳି ଅଟନ୍ତି। ସେ ନିଜ କ୍ରିକେଟ କ୍ୟାରିୟରରେ ବହୁତ ବଡ଼ ବଡ଼ ରେକର୍ଡ କରିଛନ୍ତି।
ରନ ମେସିନ ବିରାଟ କୋହଲି ଆଜି ନଭେମ୍ବର ୫ ତାରିଖରେ ନିଜ ଜନ୍ମଦିନ ପରିବାର ସହ ପାଳନ କରୁଛନ୍ତି। ବିରାଟ ୧୯୮୮ ମସିହା ନଭେମ୍ବର ୫ ତାରିଖରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ। ବିରାଟଙ୍କ ବ୍ୟାଟିଂର ଯାଦୁ ସବୁ ଫର୍ମାଟରେ ଫ୍ୟାନ୍ସ ମାନେ ଦେଖିଛନ୍ତି। ଗତ କିଛି ବର୍ଷ ହେଲା ଭାରତର ସେ ଜଣେ ବଡ଼ ମ୍ୟାଚ ଓ୍ବିନର। ବିରାଟ ଏବେ ଟି-୨୦ ଏବଂ ଟେଷ୍ଟ କ୍ରିକେଟରୁ ଅବସର ନେଇ ସାରିଛନ୍ତି। ବର୍ତ୍ତମାନ ବିରାଟ କେବଳ ଦିନିକିଆ ଫର୍ମାଟ ଖେଳୁଛନ୍ତି।
ନିକଟରେ ଚାଲିଥିବା ଦିନିକିଆ ଅଷ୍ଟ୍ରେଲିଆ ସିରିଜରେ ୭୪ ରନର ପାଳି ଖେଳି ପ୍ରମାଣ କରିଛନ୍ତି ଯେ, ତାଙ୍କର ଫିଟନେସ ବୟସ ଅଗରେ ହାର ମାନିଛି। ବିରାଟ କୋହଲିଙ୍କ ଦମଦାର କ୍ୟାରିୟର: ବିରାଟ କୋହଲି ଭାରତ ପାଇଁ ୧୨୩ ଟେଷ୍ଟ, ୩୦୫ ଦିନିକିଆ ଏବଂ ୧୨୫ ଟି-୨୦ ମ୍ୟାଚ ଖେଳିଛନ୍ତି। ଟେଷ୍ଟ କ୍ରିକେଟରେ ସେ ୯୨୩୦ ରନ କରିଛନ୍ତି। ଯେଉଁଥିରେ ୩୦ ଶତକ ସାମିଲ ଅଛି। ଦିନିକିଆରେ ବିରାଟ ୧୪,୨୫୫ ରନ ପୁରା କରିଛନ୍ତି। ଯେଉଁଥିରେ ୫୧ ଶତକ ସାମିଲ ଅଛି। ଟି-୨୦ରେ ୪୦୦୦ ରୁ ଅଧିକ ରନ କରିଛନ୍ତି। ଏହିସମୟରେ ସେ ନିଜ ନାଁରେ ବହୁ ରେକର୍ଡ କରିଛନ୍ତି। ଜନ୍ମଦିନରେ ବିରାଟଙ୍କୁ ପୁରା ଦେଶବାାସୀଙ୍କ ତଫରୁ ଅଭିନନ୍ଦନ।
ଏହାସହ ପଢ଼ନ୍ତୁ: ଏସିଆ କପ୍ ବିବାଦରେ ICCର ଆକ୍ସନ: ହାରିସ ରୌଫ ୨ଟି ମ୍ୟାଚରୁ ସସପେଣ୍ଡ, ସୂର୍ଯ୍ୟଙ୍କ ଉପରେ ଜରିମାନା
ଦୁବାଇରେ ମଙ୍ଗଳବାର ଆରମ୍ଭ ହୋଇଛି ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ(ଆଇସିସି)ର ବୈଠକ। ଏଥିରେ ଏସିଆ କପ୍ ବିବାଦ ପ୍ରସଙ୍ଗ ଉଠିଛି। ଅଭିଯୋଗ ଆଧାରରେ ଆଇସିସି ପାକିସ୍ତାନ ଖେଳାଳି ହାରିସ ରୌଫଙ୍କୁ ଦୁଇଟି ମ୍ୟାଚ୍ରୁ ବାସନ୍ଦ କରିଛି। ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ଉପରେ ୩୦ ପ୍ରତିଶତ ମ୍ୟାଚ ଫି ଜରିମାନା ଲଗାଯାଇଛି। ଏସିଆ କପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଫାଇନାଲ୍ ମ୍ୟାଚ୍ ସମେତ ୩ଟି ମୁକାବିଲା ଖେଳା ଯାଇଥିଲା। ଏହି ମୁକାବିଲା ଗୁଡ଼ିକରେ ଖେଳାଳିଙ୍କ ମଧ୍ୟରେ ତିକ୍ତତାର ମାହୋଲ ଥିଲା. ଏହା ଆଚାର ସଂହିତାର ଉଲ୍ଲଂଘନ କରିଥିବା କହିଛି ଆଇସିସି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଦୁବାଇରେ ଚାଲିଥିବା ବୈଠକରେ ଆଇସିସି ଆଚାର ସଂହିତା ଉଲ୍ଲଂଘନ ମାମଲାରେ ନିଜର ନିଷ୍ପତ୍ତି ଶୁଣାଇଛି। ଆଇସିସି କହିଛି ଯେ, ମୋଟ୍ ୫ ଖେଳାଳିଙ୍କ ବିରୋଧରେ ଅଲଗା ଅଲଗା ମ୍ୟାଚରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ଏଥିରେ ସୂର୍ଯ୍ୟକୁମାର ଯାଦବ, ଯଶପ୍ରୀତ ବୁମରା, ଅର୍ଶଦୀପ ସିଂ, ହାରିସ ରୌଫ ଓ ସାହିବଜାଦା ଫରହାନ ସାମିଲ୍। ଏହି ସବୁ ମାମଲା ୨୦୨୫ ସେପ୍ଟେମ୍ବରରେ ଖେଳା ଯାଇଥିବା ଏସିଆ କପର ତିନି ମ୍ୟାଚ୍ ସେପ୍ଟେମ୍ବର ୧୪, ୨୧ ଓ ୨୮ ସହ ଜଡ଼ିତ। ମାମଲାର ଶୁଣାଣି ଏମିରେଟ୍ସ ଆଇସିସି ଏଲିଟ୍ ପ୍ୟାନେଲ ଅଫ ମ୍ୟାଚ୍ ରେଫରିଜର ସଦସ୍ୟଙ୍କ ଦ୍ଵାରା କରାଯାଇଛି।
Related Topics
Explore more stories