virat kohli / ପୁନର୍ବାର ଦଳାଚକଟା ଚାହୁଁନାହୁଁ, ଖାଁ ଖାଁ ଷ୍ଟାଡିୟମରେ ଖେଳିବେ ବିରାଟ: କର୍ଣ୍ଣାଟକ ସରକାର
·8 months ago·2 min read

Key Points
ଖାଲି ଷ୍ଟାଡିୟମରେ ଖେଳିବେ ବିରାଟ କୋହଲି
କର୍ଣ୍ଣାଟକ ସରକାରଙ୍କ ବଡ଼ ନିଷ୍ପତ୍ତି
ଚାହୁଁନାହାନ୍ତି ଦଳାଚକଟା
କର୍ଣ୍ଣାଟକ ସରକାରଙ୍କ ବଡ଼ ନିଷ୍ପତ୍ତି
ଚାହୁଁନାହାନ୍ତି ଦଳାଚକଟା
ଖାଲି ଷ୍ଟାଡିୟମରେ ଖେଳିବେ ବିରାଟ କୋହଲି। ତାଙ୍କୁ ତାଙ୍କ ଫ୍ୟାନ୍ସ ଦେଖିପାରିବେ ନାହିଁ। କିନ୍ତୁ କାହିଁକି, କିଏ ଏହିପରି ରୁଲ୍ସ କରିଛି ତାକୁ ନେଇ ଉଠୁଛି ପ୍ରଶ୍ନ। ପ୍ରକୃତରେ କର୍ଣ୍ଣାଟକ ସରକାର ଏଭଳି କିଛି ନିଷ୍ପତ୍ତି ନେଇଛନ୍ତି । ଖାଁ ଖାଁ ଷ୍ଟାଡିୟମରେ ବିରାଟ ଏଥର ଖେଳିବେ ବୋଲି ସୂଚନା ମିଳିଛି । ପୂର୍ବରୁ କର୍ଣ୍ଣାଟକ କ୍ରିକେଟ୍ ଆସୋସିଏସନ ଗ୍ୟାଲେରୀରେ ୨ରୁ ୩ ହଜାର ଦର୍ଶକଙ୍କ ପାଇଁ ବ୍ୟବସ୍ଥା କରିଥିଲା । କିନ୍ତୁ ଏହାକୁ ରାଜ୍ୟ ସରକରା କଡା ବିରୋଧ କରିଥିଲେ । ସୁରକ୍ଷା ଏବଂ ଭିଡକୁ ନଜରରେ ରଖି ସରକାର ଫ୍ୟାନ୍ସଙ୍କ ଆଗମନ ଉପରେ ରୋକ୍ ଲଗାଇଛନ୍ତି । ଗେଟ୍ ବନ୍ଦ କରି ଟୁର୍ଣ୍ଣାମେଣ୍ଟର ଆୟୋଜନ ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନାଯୋଗ୍ୟ, ବିରାଟ ଏବଂ ପନ୍ତ ସୋମବାର ରାତିରେ ବେଙ୍ଗାଲୁରୁରେ ପହଁଚିଛନ୍ତି । ମଙ୍ଗଳବାର ସକାଳେ ସେମାନେ ଦିଲ୍ଲୀ ଟିମ ସହ ଯୋଡି ହୋଇ ଅଭ୍ୟାସ କରିଛନ୍ତି । ବୁଧବାରଠୁ ଦିଲ୍ଲୀ ଆନ୍ଧ୍ର ପ୍ରଦେଶ ବିପକ୍ଷରେ ବିଜୟ ହଜାରେ ଟ୍ରଫିର ପ୍ରଥମ ମୁକାବିଲା ଖେଳିବ ।ଆଇପିଏଲ ବିଜୟ ରାଲିରେ ଘଟିଥିବା ଅଘଟଣ ପରେ ପ୍ରଥମ ଥର ପାଇଁ ବେଙ୍ଗାଲୁରରେ ନଜର ଆସିବେ ବିରାଟ । ଚଳିତ ବର୍ଷ ଜୁଲାଇ ୪ରେ ଘଟିଥିବା ବିଜୟ ଶୋଭାଯାତ୍ରାର ଦଳାଚକଟାରେ ୧୧ ଜଣ ପ୍ରାଣ ହରାଇଥିବା ବେଳେ ଏକାଧିକ ଆହତ ହୋଇଥିଲେ । ଇଏସପିଏନ କ୍ରିକ୍ ଇନଫୋ ଅନୁସାରେ, ରାଜ୍ୟ ସରକାର ପୁନର୍ବାର ଦଳାଚକଟା ଘଟଣା ଚାହୁଁ ନାହାଁନ୍ତି । ମୁକାବିଲାରେ ବିରାଟଙ୍କ ସହ ଋଷଭ ପନ୍ତ ନଜର ଆସିବେ ।
ଏଥିସହ ପଢ଼ନ୍ତୁ: ଋଷରେ ବାରମ୍ୱାର ବୋମା ବିସ୍ଫୋରଣ, ପୁଟିନ ନେବେ ବଡ଼ ଆକ୍ସନ
ତେଣୁ କ୍ରିକେଟ୍ ଆସୋସିଏସନ ଆଲୁରରୁ ଏମ୍ ଚିନ୍ନାସ୍ୱାମୀକୁ ମ୍ୟାଚ୍ ସ୍ଥାନାନ୍ତର କରିଛି । ଯାହା ଦ୍ୱାରା କୌଣସି ଅପ୍ରୀତିକର ପରିସ୍ଥିତିକୁ ଏ଼ଡାଇ ଦିଆଯାଇପାରିବ ।
ବିରାଟଙ୍କୁ ଦେଖିପାରିବେନି ଫ୍ୟାନ୍ସ । ବିରାଟ ବିରାଟ ନାରା ବି ଶୁଭିବନି ଷ୍ଟାଡିୟମରେ । ନିଜ ପସନ୍ଦର କ୍ରିକେଟରଙ୍କୁ ଆଉ ପାଖରୁ ଦେଖିବାକୁ ମିଳିବନି । କର୍ଣ୍ଣାଟକ ରାଜ୍ୟ କ୍ରିକେଟ ଆସୋସିଏସନର ନିଷ୍ପତ୍ତିକୁ ନେଇ ଏବେ ସବୁଆଡେ ଚର୍ଚ୍ଚା । ବିଜୟ ହଜାରେ ଟ୍ରଫି ଖେଳିବାକୁ କର୍ଣ୍ଣାଟକ ଆସିବେ ବିରାଟ କୋହଲି । କିନ୍ତୁ ତାଙ୍କୁ ମିଳିବନି ଆଗ ଭଲି ସ୍ୱାଗତ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ରିପୋର୍ଟ ଅନୁସାରେ, ଏଥର ବିରାଟ ବିଜୟ ହଜାରେ ଟ୍ରଫି ଖେଳିବେ । ସେ ଦିଲ୍ଲୀ ପାଇଁ ମୁକାବିଲା ଖେଳିଥାନ୍ତି । ଚଳିତ ଥର ଚିନ୍ନାସ୍ୱାମୀ ଷ୍ଟାଡିୟମରେ ମୁକାବିଲା ଖେଳାଯିବ । ପ୍ରାୟ ୧୦ ବର୍ଷ ପରେ ଚିନ୍ନାସ୍ୱାମୀରେ ମ୍ୟାଚ୍ ଖେଳାଯିବାକୁ ଥିବାରୁ ଫ୍ୟାନ୍ସ ଉତ୍ସାହିତ ରହିଛନ୍ତି । କିନ୍ତୁ ଏଥର ସେମାନେ ନିରାଶ ହେବେ । କାରଣ ବିରାଟଙ୍କୁ ଚିନ୍ନାସ୍ୱାମୀରେ ଗ୍ରାଣ୍ଡ୍ ଓ୍ୱେଲକମ୍ କରାଯିବ ନାହିଁ । ଗତବର୍ଷ ଆଇପିଏଲ ଚ୍ରଫି ଜିତିବା ପରେ ହୋଇଥିବା ଦଳାଚକଟା ପାଇଁ ଏପରି ନିଷ୍ପତ୍ତି ନିଆଯାଇଛି । ଏବାବଦରେ କର୍ଣ୍ଣାଟକ ସରକାର ମଧ୍ୟ ରାଜ୍ୟ କ୍ରିକେଟ୍ ଆସୋସିଏସନକୁ କଡା ନିର୍ଦ୍ଦେଶ ଦେଇଛନ୍ତି ।
ଅଧିକ ପଢ଼ନ୍ତୁ ବିଦେଶ ଖବର:
ଅଧିକ ପଢ଼ନ୍ତୁ ବିଦେଶ ଖବର:
Related Topics
Explore more stories