Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ପର୍ଥ ଟେଷ୍ଟରେ ମଜବୁତ ସ୍ଥିତିରେ ଭାରତ

Sports

ପର୍ଥ ଟେଷ୍ଟରେ ମଜବୁତ ସ୍ଥିତିରେ ଭାରତ

Smruti Parija
Browse all articles by Smruti Parija
·1 year ago
ପର୍ଥ ଟେଷ୍ଟରେ ମଜବୁତ ସ୍ଥିତିରେ ଭାରତ

ଅର୍ଗସ ବ୍ୟୁରୋ:  ପର୍ଥ ଟେଷ୍ଟରେ ମଜବୁତ ସ୍ଥିତିରେ ଭାରତ । ଦ୍ୱିତୀୟ ପାଳିରେ ୬ ୱିକେଟ୍ ହରାଇ ଭାରତର ୪୮୭ ରନ୍‌ । ଯଶସ୍ବୀ ଜୟଶ୍ବାଲ ୧୬୧, କୋହଲିଙ୍କ ଅପରାଜିତ ୧୦୦ ରନ୍ । ଅଷ୍ଟ୍ରେଲିଆ ଠାରୁ ଭାରତ ୫୩୪ ରନ୍‌ରେ ରହିଛି ଆଗୁଆ । ପ୍ରଥମ ଇଂନିସ ଭାରତ- ୧୫୦/୧୦ ରନ୍, ଅଷ୍ଟ୍ରେଲିଆ- ୧୦୪/୧୦ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Raja Festival
Sponsored
Virat Kohli ends century drought by conquering Australia in Perth | Argus News