Virat Kohli VIral Video / ଫ୍ୟାନ୍ସଙ୍କ ମଧ୍ୟରେ ଫସିଗଲେ...ପରେ ହସିଦେଇ ଲାଜେଇଗଲେ ବିରାଟ କୋହଲି...ଭିଡିଓ ଭାଇରାଲ
·6 months ago·2 min read

Key Points
ବିରାଟ କୋହଲି ଜାନୁଆରୀ ୭ ତାରିଖରେ ଭଦୋଦରାରେ ପହଞ୍ଚିଥିଲେ ଏବଂ ପ୍ରଶଂସକମାନେ ତାଙ୍କୁ ଘେରି ରହିଥିଲେ। ଆଉ ବିରାଟ ବି ହସି ହସି ଫ୍ୟାନ୍ସଙ୍କୁ ଫଟୋ ଦେବାକୁ ରାଜି ହୋଇଥିଲେ।
ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଏକଦିବସୀୟ ସିରିଜ୍ ଚାଲିଛି। ସିରିଜର ପ୍ରଥମ ମ୍ୟାଚ୍ ଜାନୁଆରୀ ୧୧ ତାରିଖରେ ଖେଳାଯିବ। ଏଥିପାଇଁ ଫ୍ୟାନ୍ସ ଖୁବ ଏକ୍ସାଇଟେଡ ଅଛନ୍ତି। ପ୍ରଥମ ଏକଦିବସୀୟ ମ୍ୟାଚ୍ ଭଦୋଦରାରେ ଖେଳାଯିବ। ବିରାଟ କୋହଲି ଜାନୁଆରୀ ୭ ତାରିଖରେ ଭଦୋଦରାରେ ପହଞ୍ଚିଥିଲେ ଏବଂ ପ୍ରଶଂସକମାନେ ତାଙ୍କୁ ଘେରି ରହିଥିଲେ। ଆଉ ବିରାଟ ବି ହସି ହସି ଫ୍ୟାନ୍ସଙ୍କୁ ଫଟୋ ଦେବାକୁ ରାଜି ହୋଇଥିଲେ। ଏହି ସମୟରେ କୋହଲି ଆଗକୁ ବଢ଼ିବା ପାଇଁ ଯେମିତି ସଂଘର୍ଷ କରୁଥିଲେ। ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଏବେ ଭାଇରାଲ ହେଉଛି।
ବିରାଟ କୋହଲି ଫ୍ୟାନ୍ସଙ୍କ ମଧ୍ୟରେ ଫସିଗଲେ
ବିରାଟ କୋହଲି କଳା ଟି-ସାର୍ଟ ଏବଂ ସନଗ୍ଲାସ୍ ପିନ୍ଧି ବିମାନବନ୍ଦରରେ ପହଞ୍ଚିଥିଲେ। କୋହଲିଙ୍କ ଭଲ ପାଇବା ତାଙ୍କ ଟି-ସର୍ଟରେ ଦେଖିବାକୁ ମିଳିଥିଲା। ଏମିତି କହିବାର କାରଣ ରହିଛି। କୋହଲିଙ୍କ ଟି-ସର୍ଟରେ ଲେଡି ଲଭଙ୍କ ନାଁ ମାନେ A ଲେଖା ହୋଇଥିବା ଦେଖିବାକୁ ମିଳିଲା। ପ୍ରଶଂସକମାନେ ତାଙ୍କ ସହିତ ଫଟୋ ଉଠାଇବାକୁ ଚାହୁଁଥିଲେ। ସେମାନେ "କୋହଲି, କୋହଲି!" ନାରା ମଧ୍ୟ ଦେଇଥିଲେ। ସୁରକ୍ଷା କର୍ମୀମାନେ ସେମାନଙ୍କୁ ବାହାରକୁ ଆଣିବା କଷ୍ଟକର ହୋଇ ପଡ଼ିଥିଲା। ତା'ପରେ କୋହଲି ବହୁ କଷ୍ଟରେ ତାଙ୍କ ଗାଡ଼ିରେ ବସିଗଲେ। ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଏବଂ ଫ୍ୟାନ୍ସମାନେ କୋହଲିଙ୍କୁ ନେଇ ନିରନ୍ତର ପ୍ରତିକ୍ରିୟା ଦେଉଛନ୍ତି।
ବିରାଟ କୋହଲିଙ୍କଠାରୁ ଆଶା
ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ତିନି ମ୍ୟାଚ୍ ବିଶିଷ୍ଟ ଏକଦିବସୀୟ ସିରିଜରେ ବିରାଟ କୋହଲି ଅସାଧାରଣ ଭାବରେ ଭଲ ପ୍ରଦର୍ଶନ କରିଥିଲେ। ସେ ପ୍ରଥମ ଦୁଇଟି ମ୍ୟାଚ୍ରେ ଶତକ ହାସଲ କରିଥିଲେ ଏବଂ ଶେଷ ମ୍ୟାଚ୍ରେ ଅପରାଜିତ ଶତକ ମଧ୍ୟ କରିଥିଲେ। ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରଥମ ମ୍ୟାଚ୍ରେ କୋହଲି ୧୩ ରନ୍ କରିଥିଲେ। ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦ୍ୱିତୀୟ ମ୍ୟାଚ୍ରେ ମଧ୍ୟ ସେ ୧୦୨ ରନ୍ କରିଥିଲେ। ଦକ୍ଷିଣ ଆଫ୍ରିକା ବିପକ୍ଷରେ ମଧ୍ୟ ସେ ଅପରାଜିତ ୬୫ ରନ୍ କରିଥିଲେ।
ବିରାଟଙ୍କ ବ୍ୟାଟିଂ ଦକ୍ଷତା ଏତିକିରେ ସୀମିତ ରହିନି। ତା’ପରେ ସେ ୨୦୨୫-୨୬ ବିଜୟ ହଜାରେ ଟ୍ରଫିରେ ଆନ୍ଧ୍ର ପ୍ରଦେଶ ବିପକ୍ଷରେ ୧୩୧ ରନ୍ ଏବଂ ଗୁଜରାଟ ବିପକ୍ଷରେ ୭୭ ରନ୍ କରିଥିଲେ। ଏବେ, ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ସିରିଜରେ ବିରାଟଙ୍କ ଠାରୁ ଆଶା ଅଧିକ ରହିଛି।
#WATCH | Gujarat: Former Indian Captain and Star Cricketer Virat Kohli arrives at Vadodara for Team India's ODI match against New Zealand on 11th January. pic.twitter.com/cQbhCghMZy
— ANI (@ANI) January 7, 2026
ବିରାଟ କୋହଲି ଫ୍ୟାନ୍ସଙ୍କ ମଧ୍ୟରେ ଫସିଗଲେ
ବିରାଟ କୋହଲି କଳା ଟି-ସାର୍ଟ ଏବଂ ସନଗ୍ଲାସ୍ ପିନ୍ଧି ବିମାନବନ୍ଦରରେ ପହଞ୍ଚିଥିଲେ। କୋହଲିଙ୍କ ଭଲ ପାଇବା ତାଙ୍କ ଟି-ସର୍ଟରେ ଦେଖିବାକୁ ମିଳିଥିଲା। ଏମିତି କହିବାର କାରଣ ରହିଛି। କୋହଲିଙ୍କ ଟି-ସର୍ଟରେ ଲେଡି ଲଭଙ୍କ ନାଁ ମାନେ A ଲେଖା ହୋଇଥିବା ଦେଖିବାକୁ ମିଳିଲା। ପ୍ରଶଂସକମାନେ ତାଙ୍କ ସହିତ ଫଟୋ ଉଠାଇବାକୁ ଚାହୁଁଥିଲେ। ସେମାନେ "କୋହଲି, କୋହଲି!" ନାରା ମଧ୍ୟ ଦେଇଥିଲେ। ସୁରକ୍ଷା କର୍ମୀମାନେ ସେମାନଙ୍କୁ ବାହାରକୁ ଆଣିବା କଷ୍ଟକର ହୋଇ ପଡ଼ିଥିଲା। ତା'ପରେ କୋହଲି ବହୁ କଷ୍ଟରେ ତାଙ୍କ ଗାଡ଼ିରେ ବସିଗଲେ। ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଏବଂ ଫ୍ୟାନ୍ସମାନେ କୋହଲିଙ୍କୁ ନେଇ ନିରନ୍ତର ପ୍ରତିକ୍ରିୟା ଦେଉଛନ୍ତି।
ବିରାଟ କୋହଲିଙ୍କଠାରୁ ଆଶା
ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ତିନି ମ୍ୟାଚ୍ ବିଶିଷ୍ଟ ଏକଦିବସୀୟ ସିରିଜରେ ବିରାଟ କୋହଲି ଅସାଧାରଣ ଭାବରେ ଭଲ ପ୍ରଦର୍ଶନ କରିଥିଲେ। ସେ ପ୍ରଥମ ଦୁଇଟି ମ୍ୟାଚ୍ରେ ଶତକ ହାସଲ କରିଥିଲେ ଏବଂ ଶେଷ ମ୍ୟାଚ୍ରେ ଅପରାଜିତ ଶତକ ମଧ୍ୟ କରିଥିଲେ। ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରଥମ ମ୍ୟାଚ୍ରେ କୋହଲି ୧୩ ରନ୍ କରିଥିଲେ। ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦ୍ୱିତୀୟ ମ୍ୟାଚ୍ରେ ମଧ୍ୟ ସେ ୧୦୨ ରନ୍ କରିଥିଲେ। ଦକ୍ଷିଣ ଆଫ୍ରିକା ବିପକ୍ଷରେ ମଧ୍ୟ ସେ ଅପରାଜିତ ୬୫ ରନ୍ କରିଥିଲେ।
ବିରାଟଙ୍କ ବ୍ୟାଟିଂ ଦକ୍ଷତା ଏତିକିରେ ସୀମିତ ରହିନି। ତା’ପରେ ସେ ୨୦୨୫-୨୬ ବିଜୟ ହଜାରେ ଟ୍ରଫିରେ ଆନ୍ଧ୍ର ପ୍ରଦେଶ ବିପକ୍ଷରେ ୧୩୧ ରନ୍ ଏବଂ ଗୁଜରାଟ ବିପକ୍ଷରେ ୭୭ ରନ୍ କରିଥିଲେ। ଏବେ, ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ସିରିଜରେ ବିରାଟଙ୍କ ଠାରୁ ଆଶା ଅଧିକ ରହିଛି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories