Viart Kohli / ଭାଇରାଲ ହେଉଛି ବିରାଟ କୋହଲିଙ୍କ One 8 ରେସ୍ତୋରାଁର ଖାଦ୍ୟ ମେନ୍ୟୁ
·8 months ago·2 min read

Key Points
ଭାରତୀୟ କ୍ରିକେଟ୍ ତାରକା ବିରାଟ କୋହଲି ଓ ତାଙ୍କ ଅଭିନେତ୍ରୀ ପତ୍ନୀ ଅନୁଷ୍କା ଶର୍ମାଙ୍କର ଖେଳ ଓ ଅଭିନୟ ବ୍ୟତୀତ ଏକ ଭିନ୍ନ ପରିଚୟ ବି ଅଛି। ଏହି ସେଲିବ୍ରିଟି ଦମ୍ପତି ବ୍ୟବସାୟ କ୍ଷେତ୍ରରେ ବି ପାଦ ଥାପି ସାରିଛନ୍ତି।
ଦେଶରେ ଯେତେବେଳେ ଭଲ ରେସ୍ତୋରାଁର କଥା କୁହାଯାଏ ସେହି ତାଲିକାରେ ବିରାଟ କୋହଲିଙ୍କ ରେସ୍ତୋରାଁ One 8 କମ୍ୟୁନ ନାଁ ଆସେ। ବିରାଟ ସାରା ଦୁନିଆକୁ ନିଜ ବ୍ୟାଟିଂର ଯାଦୁରେ ବାନ୍ଧି ରଖିଛନ୍ତି। ବିରାଟଙ୍କ ଷ୍ଟାଇଲ, ତାଙ୍କ ପର୍ସନାଲିଟିରେ ଲୋକ ଦିଓ୍ବାନା। ସେମିତି ଫୁଡ ଇଣ୍ଡଷ୍ଟ୍ରିରେ ମଧ୍ୟ ବିରାଟଙ୍କ ଜଲଓ୍ବା ରହିଛି। ବର୍ଷ ମଧ୍ୟରେ ନିଶ୍ଚିତ କୋହଲି ନିଜ ରେସ୍ତୋରାଁର ବ୍ରାଞ୍ଚ ଏକ ପ୍ରାଇମ ଲୋକେସନରେ ଖୋଲୁଛନ୍ତି। ଲୋକ ବି ତାଙ୍କୁ କାଳେ ଦେଖିପାରିବେ ବୋଲି ରେସ୍ତୋରାଁକୁ ଯାଇ ଲଞ୍ଚ ଆଉ ଡିନର କରୁଛନ୍ତି। ବିରାଟଙ୍କ କାଳେ ଝଲକ ମିଳିଯିବ। ଓ୍ବିକେଣ୍ଡରେ ବିରାଟଙ୍କ ରେସ୍ତୋରାଁରେ ବହୁ ଗହଳି ହେଉଛି।
ଭାରତୀୟ କ୍ରିକେଟ୍ ତାରକା ବିରାଟ କୋହଲି ଓ ତାଙ୍କ ଅଭିନେତ୍ରୀ ପତ୍ନୀ ଅନୁଷ୍କା ଶର୍ମାଙ୍କର ଖେଳ ଓ ଅଭିନୟ ବ୍ୟତୀତ ଏକ ଭିନ୍ନ ପରିଚୟ ବି ଅଛି। ଏହି ସେଲିବ୍ରିଟି ଦମ୍ପତି ବ୍ୟବସାୟ କ୍ଷେତ୍ରରେ ବି ପାଦ ଥାପି ସାରିଛନ୍ତି। ବିରାଟ କୋହଲି ବିଶ୍ୱର ସବୁଠାରୁ ଲୋକପ୍ରିୟ କ୍ରିକେଟର ଏବଂ ତେଣୁ, ତାଙ୍କର ବ୍ୟବସାୟିକ ଉଦ୍ୟମ ମଧ୍ୟ ବହୁତ ଧ୍ୟାନ ଆକର୍ଷଣ କରେ।
ଏହାସହ ପଢ଼ନ୍ତୁ: ଭାରତୀୟ ମହିଳା ଟିମ୍ର ବିଜୟ ପରେ ଶୁଭେଚ୍ଛା ଜଣାଇଲେ କୋହଲି, ଲେଖିଲେ ହୃଦୟସ୍ପର୍ଶୀ ପୋଷ୍ଟ
କିଛି ବର୍ଷ ପୂର୍ବରୁ କୋହଲି ୱାନ୍୮ କମ୍ୟୁନ୍ ନାମକ ଏକ ରେସ୍ତୋରାଁ କରିଛନ୍ତି। ମୁମ୍ବାଇର ଜୁହୁଠାରେ ପୂର୍ବରୁ ଖ୍ୟାତାନାମା କଣ୍ଠଶିଳ୍ପୀ କିଶୋର କୁମାରଙ୍କ ବଙ୍ଗଳା ଥିବା ଘଟଟିକୁ ୨୦୨୨ ମସିହାରେ କୋହଲି ରେସ୍ତୋରାଁର ରୂପ ଦେଇଛନ୍ତି। ଏହାର ଆକର୍ଷଣୀୟ ଖାଦ୍ୟ, ସୁନ୍ଦର ଡିଜାଇନ୍ ଏବଂ ଖାଦ୍ୟର ଦର ଏବେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛି।
ଏହାସହ ପଢ଼ନ୍ତୁ: IPLରୁ ଅବସର ନେବେ ବିରାଟ କୋହଲି ? RCB ସହ ଏପର୍ଯ୍ୟନ୍ତ କରିନାହାନ୍ତି କମର୍ସିଆଲ୍ ଡିଲ୍...
କେଉଁ ଖାଦ୍ୟର ମୂଲ୍ୟ କେତେ
ନିକଟରେ କୋହଲିଙ୍କ ଜୁହୁ ରୋସ୍ତାରାଁର ଖାଦ୍ୟ ମେନୁ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି। ମେନୁରେ ତନ୍ଦୁରି ରୋଟି ୧୧୮ ଟଙ୍କା, ଫ୍ରାଇଜ୍ ୩୪୮ ଟଙ୍କା, ବିରିୟାନି ୯୭୮ ଟଙ୍କା ରହିଛି।
ମୁମ୍ବାଇ ନିକଟବର୍ତ୍ତୀ ଜୁହୁର ଉପକୂଳବର୍ତ୍ତୀ ଉପନଗରରେ ବିରାଟ କୋହଲିଙ୍କ One8 Commune ଆଉଟଲେଟ୍ ରହିଛି। କ୍ରିକେଟର କିଶୋର କୁମାରଙ୍କୁ ତାଙ୍କର 'ଗୌରୀ କୁଞ୍ଜ' ବଙ୍ଗଳାକୁ ଏକ ବିଳାସପୂର୍ଣ୍ଣ ରେସ୍ତୋରାଁରେ ପରିଣତ କରି ଶ୍ରଦ୍ଧାଞ୍ଜଳି ଦେଇଥିଲେ।
କୋହଲି ଏକ ଭିଡିଓରେ କହିଥିଲେ, ‘‘ମୁଁ ଏପରି ରେସ୍ତୋରାଁ ପସନ୍ଦ କରେ; ଯେଉଁଠାରେ ଆପଣ ଯେକୌଣସି ସମୟରେ ଯାଇପାରିବେ। ରୋଷେଇ ଘର ସକାଳେ ଖୋଲିଥାଏ ଏବଂ ଦିନସାରା ଚାଲିଥାଏ। ଆମେ ଏଠାରେ ଇଭେଣ୍ଟସ ବି କରୁଛୁ। ଭିତର ଡିଜାଇନ୍ raw and casual।’’
ଏହାସହ ପଢ଼ନ୍ତୁ: ବିରାଟ କୋହଲି ନା ରୋହିତ ଶର୍ମା, କିଏ କରନ୍ତି ଅଧିକ ରୋଜଗାର…
ନେଟିଜେନଙ୍କ ଦୃଷ୍ଟି ଆକର୍ଷଣ କରିଛି
ବିରାଟଙ୍କ ରେସ୍ତୋରାଁର କିଛି ଖାଦ୍ୟର ଆଶ୍ଚର୍ଯ୍ୟଜନକ ମୂଲ୍ୟ ସମ୍ପ୍ରତି ନେଟିଜେନଙ୍କ ଦୃଷ୍ଟି ଆକର୍ଷଣ କରିଛି। ଜୋମାଟୋ ଅନୁଯାୟୀ, ଏକ ପ୍ରକାରର ବିରିୟାନି ୯୭୮ ଟଙ୍କାରେ ଉପଲବ୍ଧ, ଯେତେବେଳେ କି ଚିକେନ୍ ଚେଟିନାଡ୍ ଆପଣଙ୍କୁ ୮୭୮ ଟଙ୍କାରେ ମିଳିଯିବ।
ଜୁହୁ ଆଉଟଲେଟରେ ସଲ୍ଟେଡ ଫ୍ରାଏଜ୍ ର ମୂଲ୍ୟ ୩୪୮ ଟଙ୍କା, ଯେତେବେଳେ କି ଏକ ତନ୍ଦୁରି ରୋଟି କିମ୍ବା ବେବି ନାନର ମୂଲ୍ୟ ୧୧୮ ଟଙ୍କା। ମେନୁରେ ସବୁଠାରୁ ମହଙ୍ଗା ଖାଦ୍ୟ ହେଉଛି large plate of the non-vegetarian Lamb Shank. ଯାହାକି ୨,୩୧୮ ଟଙ୍କାରେ ଉପଲବ୍ଧ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories