Videos
|
Sports

ବାଂଲାଦେଶରେ ନୁହେଁ ୟୁଏଇରେ ମହିଳା ଟି-୨୦ ବିଶ୍ୱକପ୍

Sangram Tripathy
Browse all articles by Sangram Tripathy
·1 year ago
ବାଂଲାଦେଶରେ ନୁହେଁ ୟୁଏଇରେ ମହିଳା ଟି-୨୦ ବିଶ୍ୱକପ୍

ଅର୍ଗସ ବ୍ୟୁରୋ:ବାଂଲାଦେଶରେ ନୁହେଁ ୟୁଏଇରେ ହେବ ମହିଳା ଟି-୨୦ ବିଶ୍ୱକପ୍,ବାଂଲାଦେଶ କ୍ରିକେଟ ବୋର୍ଡ ହିଁ ଏହି ଟୁର୍ଣ୍ଣାମେଣ୍ଟର ପରିଚାଳନା କରିବ ବୋଲି ଘୋଷଣା କରିଛି ଆଇସିସି । ଫଳରେ ମହିଳା ଟି-୨୦ ବିଶ୍ୱକପର ୯ମ ସଂସ୍କରଣ ବାଂଲାଦେଶରେ ହେବନାହିଁ ବୋଲି ସ୍ପଷ୍ଟ ହୋଇଛି। କାରଣ ବାଂଲାଦେଶରେ ହିଂସା ଥମିବାର ନାଁ ଧରୁଥିବାବେଳେ ସୁରକ୍ଷା ଦୃଷ୍ଟିକୋଣରୁ ଏପରି ନିଷ୍ପର୍ତ୍ତି ନିଆଯାଇଛି। ଅନେକ ଦେଶର ଖେଳାଳି ବାଂଲାଦେଶ ଯିବାକୁ ଅମଙ୍ଗ ହୋଇଥିଲେ। ଏହାକୁ ଦୃଷ୍ଟିରେ ରଖି ଆଇସିସି ୟୁଏଇକୁ ନୂଆ ଭେନ୍ୟୁ ଭାବେ ଚିହ୍ନଟ କରିଛି। ଅକ୍ଟୋବର ୩ରୁ ମହିଳା ଟି-୨୦ ବିଶ୍ୱକପ ଆୟୋଜିତ ହେବାକୁ ଯାଉଛି
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Women's T20 World Cup in UAE, not Bangladesh | Argus News