Cricket News / 'ମୁଁ ୬ ମାସ ହେଲା ମଦ ପିଉନି': ମଦ ଛାଡ଼ିବାର କାରଣ କହିଲେ ଚହଲ...
·6 months ago·2 min read

Key Points
'ମୁଁ ୬ ମାସ ହେଲା ମଦ ପିଉନି'
ଜାଣନ୍ତୁ ଚହଲଙ୍କ ମଦ ଛାଡ଼ିବାର କାରଣ କଣ ?
ଜାଣନ୍ତୁ ଚହଲଙ୍କ ମଦ ଛାଡ଼ିବାର କାରଣ କଣ ?
ୟୁଜବେନ୍ଦ୍ର ଚହଲଙ୍କୁ ନେଇ ଆସିଲା ବଡ଼ ଖବର। ଯାହାକୁ ନେଇ ସେ ଖୁବ ଚର୍ଚ୍ଚାରେ ରହିଛନ୍ତି। ମଦ ପିଇବା ଛାଡି ଦେଇଛନ୍ତି ୟୁଜବେନ୍ଦ୍ର ଚହଲ । ଆଇପିଏଲ ୨୦୨୬ ପୂର୍ବରୁ ସେ ସମସ୍ତ ନିଶାକୁ ତ୍ୟାଗ କରିଛନ୍ତି । ଯାହାର କାରଣ ବି ରହିଛି ଖାସ୍ । ଦକ୍ଷିଣ ଆଫ୍ରିକା ଖେଳାଳି ଏବି ଡିଭିଲର୍ସଙ୍କ ସହ ଏକ ପୋଡ୍ କାଷ୍ଟରେ ନିଜ ବ୍ୟକ୍ତିଗତ ଜୀବନ ବିଷୟରେ ଅନେକ କଥା କହିଛନ୍ତି ଭାରତୀୟ ଦଳର ଷ୍ଟାର୍ ଲେଗ୍ ସ୍ପିନର୍ ।
ଗତବର୍ଷ ଚହଲ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିପାରିନଥିଲେ । ତେଣୁ ନିଜ ପ୍ରଦର୍ଶନ ପରେ ନିରାଶ ଅଛନ୍ତି । ଏଥର କିନ୍ତୁ ସେ ପଞ୍ଜାବ କିଙ୍ଗସକୁ ସଫଳତା ଦେବେ ବୋଲି ଆଶା କରିଛନ୍ତି । ଯେଉଁଥି ପାଇଁ ସ୍ୱାସ୍ଥ୍ୟକୁ ଅଧିକ ଫୋକସ କରୁଥିବା ଚହଲ ପ୍ରକାଶ କରିଛନ୍ତି ।ଚହଲ କହିଛନ୍ତି ଯେ, ସେ ଏବେ ଆଉ ଆଲକହଲ ବା ମଦ ସେବନ କରୁ ନାହାଁନ୍ତି । ୬ ମାସ ହେଲା ସେ ଏହି ଖରାପ ଅଭ୍ୟାସ ଦୂରେଇ ଦେଇଛନ୍ତି । ଏବେ ତାଙ୍କୁ୩୫ବର୍ଷ ହେଲାଣି । ତେଣୁ ଦଳରେ ଅଧିକ ଆକ୍ଟିଭ୍ ରହିବାକୁ ଲକ୍ଷ୍ୟ ରଖିଛନ୍ତି । ଯାହାଦ୍ୱାରା ସେ ଟିମକୁ ନିଜର ଶତ ପ୍ରତିଶତ ଦେଇପାରିବେ ।
ସେ ଆହୁରି କହିଛନ୍ତି ଯେ, ଫାଇନାଲରେ ଦଳରେ ମାର୍କୋ ଜାନସେନ୍ ନଥିଲେ । ସେ ଥିଲେ ସେମାନେ ଚାମ୍ପିଅନ୍ ହୋଇଥାନ୍ତେ । ପଞ୍ଜାବ କିଙ୍ଗସ୍ ଭଲ ଫାଇଟ୍ କରିଥିଲା । କିନ୍ତୁ ମାତ୍ର ୬ ରନ୍ ଦୂରରେ ରହିଯାଇଥିଲା । ଏହା ତାଙ୍କୁ ଖୁବ୍ ଆଘାତ ଦେଇଛି ।
ଏଥିସହ ପଢ଼ନ୍ତୁ: IPL ପୂର୍ବରୁ SRHର ବଡ଼ ଘୋଷଣା, ଏହି ଖେଳାଳି ହେଲେ କ୍ୟାପ୍ଟେନ୍...

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କ’ଣ କହିଲେ ଚହଲ ?
୨୦୨୫ରେ ପଞ୍ଜାବ କିଙ୍ଗସରେ ଖେଳୁଥିଲେ ଚହଲ । ଦଳ ଫାଇାନଲରେ ପ୍ରବେଶ କରିଥିଲା । ହେଲେ ବେଙ୍ଗାଲୁରୁଠୁ ହାରିଥିଲା ଟିମ୍ । ତେବେ ଆଇପିଏଲ ଟାଇଟଲ୍ ଜିତିବା ତାଙ୍କର ବଡ ଲକ୍ଷ୍ୟ ବୋଲି ସେ ପ୍ରକାଶ କରିଛନ୍ତି । ଏଥର ମଧ୍ୟ ତାଙ୍କୁ ପଞ୍ଜାବ ରିଟେନ୍ କରିଛି । ଧନଶ୍ରୀଙ୍କ ଠାରୁ ଅଲଗା ହେବା ପରେ ୟୁଜଭେନ୍ଦ୍ର ଚହଲ ଏବଂ RJ Mahvashଙ୍କ ଆଫେୟାରର ଆଲୋଚନା ସୋସିଆଲ ମିଡିଆରେ ବହୁତ ଦିନ ଧରି ଚାଲିଥିଲା । ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ଭାଇରାଲ ହେଉଛି, ଯାହା ଦେଖି ଲୋକମାନେ ବିଶ୍ୱାସ କରୁଛନ୍ତି ଯେ ଉଭୟଙ୍କ ମଧ୍ୟରେ ନିଶ୍ଚିତ ଭାବରେ କିଛି ଚାଲିଛି। ଅନେକଥର ଉଭୟଙ୍କୁ ଏକାଠି ଦେଖିବାକୁ ମିଳିଥିଲା।
ଚହଲଙ୍କ ଛାଡପତ୍ର ପୂର୍ବରୁ ହିଁ ସେମାନଙ୍କ ଡେଟିଂର ଗୁଜବ ଆରମ୍ଭ ହୋଇଥିଲା। ଯେତେବେଳେ ଦୁହେଁ ଏକାଠି ଖ୍ରୀଷ୍ଟମାସ ପାଳନ କରୁଥିବାର ଦେଖାଯାଇଥିଲା। ଏହା ପରେ, ଉଭୟଙ୍କୁ ୨୦୨୫ ଚାମ୍ପିଅନ୍ସ ଟ୍ରଫି ସମୟରେ ଦୁବାଇରେ ଏକାଠି ଦେଖିବାକୁ ମିଳିଥିଲା, ଯାହା ପରେ ଲୋକମାନେ ବିଶ୍ୱାସ କରିଥିଲେ ଯେ ଉଭୟ ପରସ୍ପରକୁ ଡେଟ କରୁଛନ୍ତି। ଏହା ପରେ ସେମାନଙ୍କୁ ଅନେକ ସମୟରେ ଏକାଠି ଦେଖାଯାଇଥିଲା।
ଅଧିକ ପଢ଼ନ୍ତୁ ଖେଳ ଖବର:

Related Topics
Explore more stories