Tim Cook Resigns / ହଠାତ୍ CEO ପଦକୁ ଟିମ କୁକଙ୍କ ଅଲବିଦା; Appleର ନେତୃତ୍ଵରେ ବଡ଼ ପରିବର୍ତ୍ତନ
·1 hour ago·2 min read

Key Points
ଆପଲର ସିଇଓ ପଦ ଛାଡ଼ିଦେଲେ ଟିମ କୁକ୍
ଏବେ କିଏ ସମ୍ଭାଳିବେ ଆପଲର କମାଣ ?
ଏବେ କିଏ ସମ୍ଭାଳିବେ ଆପଲର କମାଣ ?
ବିଶ୍ୱର ସବୁଠାରୁ ବଡ଼ ଟେକ୍ନୋଲୋଜି କମ୍ପାନୀ ମଧ୍ୟରୁ ଗୋଟିଏ ଆପଲର ସିଇଓ ଟିମ୍ କୁକ୍ ତାଙ୍କ ପଦରୁ ଇସ୍ତଫା ଦେବା ନେଇ ଘୋଷଣା କରିଛନ୍ତି । ଏବେ ଜନ୍ ଟର୍ନସ୍ ତାଙ୍କ ସ୍ଥାନରେ ଆପଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଦାୟିତ୍ୱ ଗ୍ରହଣ କରିବେ । ଟିମ୍ କୁକ୍ ୧୫ ବର୍ଷ ଧରି ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଉଥିଲେ ଏବଂ ଏବେ ଜନ୍ ଟର୍ନସ୍ ତାଙ୍କଠାରୁ ଏହି ଦାୟିତ୍ୱ ଗ୍ରହଣ କରିବାକୁ ଯାଉଛନ୍ତି । ଜନ୍ ଟର୍ନସ୍ ବର୍ତ୍ତମାନ ଆପଲର ହାର୍ଡୱେର୍ ଇଞ୍ଜିନିୟରିଂ ମୁଖ୍ୟ ଅଛନ୍ତି ଏବଂ ୧ ସେପ୍ଟେମ୍ବରରେ ଆପଲର ସିଇଓ ପଦ ଗ୍ରହଣ କରିବେ ।
ପଢନ୍ତୁ ଏହି ଖବର: ଏଥର ଲଞ୍ଚ ହେବନି ଆଇଫୋନ ୧୮; ଖପ୍ପା ଆପଲ୍ ଲଭର
- ଆପଲରେ ଟିମ୍ କୁକଙ୍କ ଉଲ୍ଲେଖନୀୟ ଯାତ୍ରା
- ୧୯୯୮ରେ ଆପଲରେ ଯୋଗଦେଇଥିଲେ
ପଢନ୍ତୁ ଏହି ଖବର: ଏଥର ଲଞ୍ଚ ହେବନି ଆଇଫୋନ ୧୮; ଖପ୍ପା ଆପଲ୍ ଲଭର
- ଟିମ୍ କୁକଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories