Technology news / ଅଦୃଶ୍ୟ ହେବାର ସାଇନ୍ସ...ଏବେ ସତ ହେବ...
·4 months ago·3 min read

Key Points
ମିଷ୍ଟର ଇଣ୍ଡିଆ ଫିଲ୍ମର ସେହି ଚମତ୍କାର ଏବେ ସତ ହେବାକୁ ଯାଉଛି!
ଏହି ଥିଓରି କିପରି ମଣିଷଙ୍କୁ ‘ଅଦୃଶ୍ୟ’ କରିପାରେ? ଦେଖନ୍ତୁ ଏହି ଭିଡିଓରେ

ଏବେ ସତ ହେବ ମିଷ୍ଟର ଇଣ୍ଡିଆ ବନିବାର ସ୍ବପ୍ନ। ଅଦୃଶ୍ୟ ହେବାର ଇଚ୍ଛା ଏବେ ହେବ ପୂରଣ। ବିଜ୍ଞାନର ଏହି ଆବିଷ୍କାର, ଖୁବ ଶୀଘ୍ର ହୋଇପାରେ ବଡ଼ ଚମତ୍କାର। ସାଇନ୍ସର ଏହି ଅନୁସନ୍ଧାନ ପରେ ଦୁନିଆରେ ହେବ ବଡ଼ କରିଶ୍ମା। ଦୁଇ ଦଶନ୍ଧି ପୂର୍ବରୁ ଭାରତରେ ଏକ ଫିଲ୍ମ ରିଲିଜ ହୋଇଥିଲା, ଯାହାର ନାଁ ଥିଲା-ମିଷ୍ଟର ଇଣ୍ଡିଆ। ଏହି ଫିଲ୍ମରେ ମିଷ୍ଟର ଇଣ୍ଡିଆର ଚରିତ୍ର ତୁଲାଇଥିଲେ ଅନିଲ କପୂର। ଫିଲ୍ମରେ ସେ ଏକ ଘଣ୍ଟା ପିନ୍ଧୁଥିଲେ ଯାହା ପରେ ସେ ଗାୟବ ହୋଇଯାଆନ୍ତି, ଅଦୃଶ୍ୟ ହେଇଯାଉଥିଲେ। ସେ କାନ୍ଥକୁ ଭେଦୀ କେଉଁଠିକି ବି ପହଂଚିପାରୁଥିଲେ। କେବଳ ଏତିକି ନୁହେଁ ସେ ଏହି ଚମତ୍କାରୀ ଘଡ଼ିକୁ ବ୍ୟବହାର କରି ଶତ୍ରୁ ମାନଙ୍କୁ ଉଚିତ ଶାସ୍ତି ବି ଦେଉଥିଲେ। ଫିଲ୍ମରେ ସମସ୍ତେ ବିଞ୍ଜାନର ଏହି ଚମତ୍କାରକୁ ଦେଖି ଆଶଚର୍ଯ୍ୟ ହୋଇଯାଇଥିଲେ। ଏହି ଚମତ୍କାରକୁ ଦେଖି ଫିଲ୍ମର ଖଳନାୟକଙ୍କର ବି ଆଖି ଖୋସିହୋଇଗଲା। କେବଳ ଲାଲ ରଙ୍ଗର ଆଲୋକରେ ମିଷ୍ଟର ଇଣ୍ଡିଆକୁ ଦେଖାଯାଇପାରୁଥିଲା।
ଭାରତୀୟ ସିନେମାରେ ବହୁ ବର୍ଷ ପୂର୍ବରୁ ଯାହା ଦେଖିବାକୁ ମିଳିଥିଲା, ସେହି ଚମତ୍କାର ଏବେ ସତ ହେବାକୁ ଯାଉଛି। ଆମେରିକାର ବୈଞ୍ଜାନୀକଙ୍କୁ ଯେଉଁ ଅନୁସନ୍ଧାନ ପାଇଁ ନୋବେଲ ପୁରସ୍କାରରେ ସମ୍ମାନିତ କରାଯାଇଛି, ତାଙ୍କର ଥିଓରୀ ହେଉଛି କ୍ବାଣ୍ଟମ ମେକାନିକ୍ସ ଟନେଲିଙ୍ଗ। ଏହି ପ୍ରକ୍ରିୟାରେ ଆଟମ୍ ଗୋଟେ ପ୍ରକାର ଅଦୃଶ୍ୟ କିମ୍ବା ନିଜ ପାରମ୍ପରିକ ସ୍ବରୂପରୁ ଅଲଗା ହୋଇଯାଆନ୍ତି କାରଣ ସେମୋନେ ବ୍ୟାରିଅର ବା ବାଧାକୁ ଭେଦି ବାହାରି ଯାଆନ୍ତି। କହିବାର ଅର୍ଥ ଏହା ଯେ ଆଜି ଯେଉଁ ଥିଓରୀକୁ Royal Swedish Academy Of Sciences ମାନ୍ୟତା ଦେଇଛି, ଯେଉଁ ଅନୁସନ୍ଧାନକୁ ଆଜି ସାରା ବିଶ୍ବ ପ୍ରଶଂସା କରୁଛି। ତାହାକୁ ଆଜି ଠାରୁ ବହୁ ବର୍ଷ ପୂର୍ବରୁ ଭାରତୀୟ ଫିଲ୍ମମେକର ବିଚାର କରିଲେ ଓ ତାହାକୁ ସତ ବି କରି ଦେଖାଇଛନ୍ତି। ତାକୁ ନେଇ ଫିଲ୍ମ ବି ନିର୍ମାଣ କରିଥିଲେ, ସେ କ୍ବାଣ୍ଟମ ଟନେଲିଙ୍ଗ ଆଗକୁ ମଣିଷ ମାନଙ୍କ ଜୀବନରେ ନିଶ୍ଚୟ ପ୍ରଭାବ ପକାଇବ।
ଦେଖିବାକୁ ଗଲେ କ୍ବାଣ୍ଟମର ଦୁନିଆ ବଡ଼ ବିଚିତ୍ର ଓ ପାରମ୍ପରିକ ତଥା କ୍ଳାସିକାଲ ବିଞ୍ଜାନ ଠାରୁ ବହୁ ଭିନ୍ନ ମଧ୍ୟ। ପରମାଣୁର ସବୁଠାରୁ ଛୋଟ ପାର୍ଟିକଲ ଯାହା ପରସ୍ପର ସହ ଯୋଡ଼ି ହୋଇଥାଆନ୍ତି, ଆଉ ବଡ଼ ବ୍ୟାରିଅରକୁ ଖୁବ ସହଜରେ ପାର କରିପାରନ୍ତି। ଯେମିତି କି କୌଣସି ବ୍ୟାରିଅର ହିଁ ନାହିଁ, ସେହି ବାଧାକୁ କ୍ଷତି ନ ପହଂଚାଇ ଏହା କରନ୍ତି ଏହି ଆଟମ୍ । କ୍ବାଣ୍ଟମ ଟନେଲିଙ୍ଗ ବି ଏହି ଭଳି ଏକ ଘଟଣା ଯେଉଁଠି ଆଟମ୍ ଫିଜିକାଲ ବ୍ୟାରିଅର, ବିପରୀତ ଦିଗରେ ମହଜୁଦ ଥାଇ ପାରେ। ଯେଉଁଠି ଆଟମ୍ ପାଇଁ ଅନୁପ୍ରବେଶ କରିବା ଏକ କଷ୍ଟସାଧ୍ୟ କାମ ହୋଇଥାଏ। ଏହା, ଏହି ଭଳି ଯେମିତି କେଉଁ ମଣିଷ ଚାଲୁଛି ଏବଂ ଦୁଇ ପଟେ ବହୁ ଦୁର ଯାଏଁ ୨୦ମିଟର କାନ୍ଥ ଅଛି। କିନ୍ତୁ କୌଣସି ଲମ୍ବା ସିଢ଼ୀ ବିନା ସେ କାନ୍ଥକୁ ପାର କରିପାରିବ ନାହିଁ।କ୍ବାଣ୍ଟମ ଟନେଲିଙ୍ଗ ମାମଲାରେ ମଣିଷ ବିନା କୌଣସି ଭୌତିକ ପରିଣାମରେ ସହଜରେ ବାଧାକୁ ପାର କରିପାରିବ।
ଅନ୍ୟ ପ୍ରକାର ଯଦି ବୁଝିବା ପାଇଁ ଚେଷ୍ଟା କରିବା ତେବେ କଳ୍ବନା କରନ୍ତୁ ଯେ ୧୦ଜଣ ମଣିଷ ଦୌଡ଼ୁଛନ୍ତି, ହେଲେ ଯିଏ ସବୁଠୁ ଆଗେ ଦୌଡ଼ିଯାଇପାରେ, ନିଶ୍ଚୟ ତା ପାଖରେ ଅନ୍ୟ ପ୍ରତିଯୋଗୀଙ୍କ ଠାରୁ ଅଲଗା ପ୍ରକାର କ୍ଷମତା ଥିବ, ସେଥିପାଇଁ ସେ ରେସ ଜିତିପାରେ।
ଏହି ଭଳି କିଛି ହୁଏ କ୍ବାଣ୍ଟମ ମେକାନିକ୍ସ ଟନେଲିଙ୍ଗ କ୍ଷେତ୍ରରେ ମଧ୍ୟ। ଯେବେ କୌଣସି ବି ମାଧ୍ୟମରେ ଆଟମ୍ କୁ କୌଣସି ବ୍ୟାରିଅର ସାମନାରେ ପ୍ରବାହିତ କରାଯାଏ। ସେବେ ସବୁ ଆଟମ୍ ବ୍ୟାରିଅରକୁ ପାର କରି ଯାଇପାରନ୍ତି ନାହିଁ। କେବଳ କିଛି ଖାସ ଆଟମ୍ ହି ବାଧାକୁ ପାର କରିପାରନ୍ତି। ଏହି ଅଣୁ ବା ଆଟମ୍ ଆଗାମି ସମୟରେ ବା ଭବିଷ୍ୟରେ ଏହି ବଡ଼ ପରିବର୍ତ୍ତନର ଜନକ ବନିବାକୁ ବା ହେବାକୁ ଯାଉଛନ୍ତି।
ତେବେ ଦ ଇନଭିଜିବଲ ମ୍ୟାନ କିମ୍ବା ଫିଲ୍ମର ମିଷ୍ଟର ଇଣ୍ଡିଆର କନସ୍ପେଟ୍ ଏବେ ସତ ହେବାକୁ ଯାଉଛି ଆଉ ଏହା ସମ୍ବବ ହେବାକୁ ଯାଉଛି କ୍ବାଣ୍ଟମ ମେକାନିକ୍ସ ଟନେଲ ଜରିଆରେ। ଏହି ଥିଉରି ଏହା କୁହେ କି ପରିବେଶରେ ମହଜୁଦ ଥିବା ସବୁ ଆଟମ୍ ସମାନ ନୁହଁନ୍ତି କିଛି ଆଟମ୍ ରେ କିଛି ଭିନ୍ନତା ବି ରହିଥାଏ, ଯାହା କୌଣସି ବି ବାଧାକୁ ପାର କରିଯାଏ। ଏଥିରେ ତାଙ୍କୁ ସାହାଯ୍ୟ କରେ ବାଧାରେ ଥିବା ସାମାନ କିମ୍ବା ପରମାଣବିକ ଅଣୁ ବା ଆଟମ୍।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories