AI Tech / ଜାଣନ୍ତୁ ୧୦ଟି ଟ୍ରେଣ୍ଡିଂ ଗୁଗୁଲ୍ ଜେମିନି ଫଟୋ ଏଡିଟିଂ ପ୍ରମ୍ପ୍ଟ

Key Points
ଗୁଗୁଲର ଏଆଇ ଇମେଜ୍ ଏଡିଟର୍ ନାନୋ ବାନାନା ବ୍ୟବହାର କରି ଆପଣଙ୍କ ଫଟୋଗୁଡ଼ିକୁ ସହଜରେ 3D ମଡେଲରେ ପରିବର୍ତ୍ତନ କରିପାରିବେ ।
ସୋସିଆଲ ମିଡିଆରେ ନାନୋ ବାନାନା (Nano Banana) ଫଟୋ ଗୁଡିକ ଟ୍ରେଣ୍ଡିଂ ହେଉଛି। ଆପଣ ଗୁଗୁଲର ଏଆଇ ଇମେଜ୍ ଏଡିଟର୍ ନାନୋ ବାନାନା ବ୍ୟବହାର କରି ଆପଣଙ୍କ ଫଟୋଗୁଡ଼ିକୁ ସହଜରେ 3D ମଡେଲରେ ପରିବର୍ତ୍ତନ କରିପାରିବେ। ଏହି ଟୁଲର ନାମ ହେଉଛି ଜେମିନି ୨.୫ ଫ୍ଲାସ୍ ଇମେଜ୍।
ନାନୋ ବାନାନା ଟୁଲ୍ ଏହାର ଗତି ଏବଂ ସଠିକତା ଯୋଗୁଁ ଲୋକପ୍ରିୟ ହୋଇଯାଇଛି। ଏହା ମାଧ୍ୟମରେ ଆପଣ ସହଜରେ 3D ଇମେଜ୍ ତିଆରି କରାଯାଇପାରିବ। ଆପଣ କେବଳ ଏକ ଛୋଟ ଟେକ୍ସଟ୍ ପ୍ରମ୍ପ୍ଟ ସାହାଯ୍ୟରେ ଆପଣଙ୍କ ଆବଶ୍ୟକତା ଅନୁସାରେ ଏକ ଫଟୋ ପ୍ରସ୍ତୁତ କରିପାରିବେ। ଆପଣ ନାନୋ ବାନାନା ଟ୍ରେଣ୍ଡ ମଧ୍ୟରେ ବିଭିନ୍ନ ପ୍ରକାରର ପ୍ରମ୍ପ୍ଟ ବ୍ୟବହାର କରିପାରିବେ।
3D ଇମେଜ ତିଆରି କରିବା ପାଇଁ ପ୍ରଥମେ ବ୍ରାଉଜରକୁ ଯାଆନ୍ତୁ ଏହା ପରେ ଆପଣଙ୍କର Google ଆକାଉଣ୍ଟରେ ଲଗ୍ ଇନ୍ କରନ୍ତୁ। ଏହା ପରେ Geminiର ପ୍ୟାନେଲ୍ ଖୋଲିବ। ପ୍ୟାନେଲ୍ ଖୋଲିବା ପରେ ପ୍ଲସ୍ ସାଇଜ୍ ଉପରେ କ୍ଲିକ୍ କରନ୍ତୁ। ଯେଉଁଥିରେ ଅପଲୋଡ୍ ଫାଇଲ୍ସ ବିକଳ୍ପ ଆସିବ। ଫଟୋ ଅପଲୋଡ୍ କରିବା ପରେ ତଳେ ପ୍ରମ୍ପ୍ଟ ଲେଖନ୍ତୁ। ଏହା ପରେ run ଉପରେ କ୍ଲିକ୍ କରନ୍ତୁ ଏବଂ ଏବେ କିଛି ସେକେଣ୍ଡ ଅପେକ୍ଷା କରନ୍ତୁ। ଫଟୋଟି ଆପଣଙ୍କ ସ୍କ୍ରିନରେ ଦେଖାଯିବ। ଆପଣ ଫଟୋକୁ ଡାଉନଲୋଡ୍ କରିପାରିବେ ଏବଂ ଏହାକୁ ସୋସିଆଲ ମିଡିଆରେ ସେୟାର କରିପାରିବେ।
ଜାଣନ୍ତୁ ୧୦ଟି ଟ୍ରେଣ୍ଡିଂ ଗୁଗୁଲ୍ ଜେମିନି ଫଟୋ ଏଡିଟିଂ ପ୍ରମ୍ପ୍ଟ ଯାହା ବିଭିନ୍ନ ପ୍ରକାରର ଫୋଟକୁ ସୁନ୍ଦର କରିବା ପାଇଁ ବ୍ୟବହାର କରାଯାଇପାରିବ ।
1- Change the mood of the image to (e.g., cheerful and bright / dark and mysterious) (This is a great way to alter the overall feeling of your photo.)
2- Make the colours more vibrant and saturated without looking unnatural.(This prompt is perfect for making landscapes or food photos pop.)
3- Remove the [specific object, e.g., power lines, trash can] from the background. (This is a practical and powerful prompt for cleaning up distracting elements in your shot.)
📱 Get Argus News App
✨
4- Blur the background to create a shallow depth of field, making the subject stand out. (This simulates a professional portrait mode effect.)
5- Transform the photo into an [e.g., watercolour painting, charcoal sketch, oil painting]. (This is a fun and creative way to apply an artistic style to your image.)
6- Add a gentle [e.g., morning mist, warm sunlight, soft snowfall] to the scene. (This can add a touch of magic and atmosphere to any picture.)
7- Enhance the details [e.g., texture of the stone wall, fine lines in the fabric] to make them sharper. (This is useful for highlighting specific textures or patterns.)
8- Replace the [specific element, e.g., sky, a cloudy day] with a [e.g., starry night, fiery sunset]. (A simple but dramatic change that can completely alter the look of your photo.)
9- Generate an [e.g., gentle reflection on the water, subtle shadow under the object] to add realism. (This prompt helps with compositing or simply making an image more believable.)
10- Give the photo a timeless, vintage feel with a soft sepia tone and a subtle vignette. (Perfect for creating a classic and nostalgic look.)
Related Topics
Explore more stories