Latest Agriculture News, Agriculture News Odisha | Argus News

SUBSCRIBE ARGUS LIVE TV BHUBANESWAR 26.98° C
`
Back କୃଷି ଓ କୃଷକ
Helicopter is being used in farming
ହେଲିକପ୍ଟର
କେଉଁ ଚାଷ ପାଇଁ ବ୍ୟବହାର ହୁଏ ହେଲିକପ୍ଟର?
ଅର୍ଗସ ବ୍ୟୁରୋ: ହେଲିକେପ୍ଟରର ବ୍ୟବହାର ହେଉଛି ଚାଷ କାମରେ । ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିବ କିନ୍ତୁ ଏହା ସତ । ଏମିତି ଏକ ଫଳ ଅଛି ଯାହାକୁ ଶୁଖାଇବା ପାଇଁ ହେଲିକେପ୍ଟର ବ୍ୟବହାର କରିବାକୁ ପଡ଼େ । ହଁ... ଚେରି ତ ଆପଣ ନିଶ୍ଚୟ ଖାଇଥିବେ
budget-2024-2025-focus-on-natural-farming-centre-allocated-1-52-lakh-crore
ଜୈବିକ କୃଷି
ଜୈବିକ କୃଷି ଉପରେ ବିଶେଷ ଗରୁତ୍ୱ; ପ୍ରତିଷ୍ଠା ହେବ ୧୦ ହଜାର ବାୟୋ ରିସର୍ଚ୍ଚ ସେଣ୍ଟର୍
ଅର୍ଗସ ବ୍ୟୁରୋ: ଜୈବିକ କୃଷି ଆଜିର ଆବଶ୍ୟକତା । ତେଣୁ ଅର୍ଗାନିକ ଫାର୍ମିଂ ଉପରେ ବିଶେଷ ଗୁରୁତ୍ୱ ଦେଇଛନ୍ତି କେନ୍ଦ୍ର ସରକାର । ସେଥିପାଇଁ କୃଷି ଓ କୃଷକଙ୍କ ବିକାଶ ପାଇଁ 2024-2025 ଆର୍ଥିକ ବଜେଟ୍ ରେ 1.52 ଲକ୍ଷ କୋଟି ଘୋଷଣା କରିଛନ୍ତ
Odisha Kandhamal Herb in Economic Survey Report
କନ୍ଧମାଳ ହଳଦୀ
ଅର୍ଥନୈତିକ ସର୍ଭେ ରିପୋର୍ଟରେ ଓଡ଼ିଶାର କନ୍ଧମାଳ ହଳଦୀ
ଅର୍ଗସ ବ୍ୟୁରୋ: ଅର୍ଥନୈତିକ ସର୍ଭେ ରିପୋର୍ଟରେ ଓଡ଼ିଶାର କନ୍ଧମାଳ ହଳଦୀ। ୨୦୨୩-୨୪ ଆର୍ଥିକ ବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟ ଲୋକସଭାରେ ଉପସ୍ଥାପନା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏଥିରେ ଓଡ଼ିଶା
Chief Minister's big announcement after review of agriculture department
ପିଏମ୍‌ କିଷାନ
କୃଷି ବିଭାଗର ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା
ଅର୍ଗସ ବ୍ୟୁରୋ: କୃଷି ବିଭାଗର ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା । ବଢିବ ପିଏମ୍‌ କିଷାନ ହିତାଧିକାରୀଙ୍କ ସଂଖ୍ୟା । କାଳିଆରେ ସାମିଲ କିନ୍ତୁ ପିଏମ୍‌ କିଷାନରୁ ବାଦ ଯୋଗ୍ୟ ହିତାଧିକାରୀଙ୍କୁ ଯୋଡ଼ାଯିବ । କାଳିଆରେ 46
Subsidy price of paddy increased to Rs.2300
ଧାନର ସହାୟକ ମୂଲ୍ୟ
୨୩୦୦ ଟଙ୍କାକୁ ବୃଦ୍ଧି ପାଇଲା ଧାନର ସହାୟକ ମୂଲ୍ୟ
ଅର୍ଗସ ବ୍ୟୁରୋ :ମୋଦି ସରକାରଙ୍କ ବଡ଼ ନିଷ୍ପତି । ଧାନ ସମେତ 14ଟି ଶସ୍ୟର ବଢ଼ିଲା ଏମଏସପି । ବଢ଼ିଲା ଧାନର ସର୍ବନିମ୍ନ ସହାୟକ ମୂଲ୍ୟ । 2300 ଟଙ୍କାକୁ ବୃଦ୍ଧି ପାଇଲା ଧାନର ସହାୟକ ମୂଲ୍ୟ । ଅଧିକ ପଢନ୍ତୁ ଭାରତ ଖବ
PM Kisan's money provided to the farmer's account
ପିଏମ୍‌ କିଷାନ ସମ୍ମାନ
ଚାଷୀଙ୍କ ଖାତାକୁ ଗଲା ପିଏମ୍ କିଷାନ ଟଙ୍କା
ଅର୍ଗସ ବ୍ୟୁରୋ: ସପ୍ତଦଶ ପିଏମ୍‌ କିଷାନ ସମ୍ମାନ ନିଧି ଯୋଜନା କିସ୍ତି ଅର୍ଥ ପ୍ରଦାନ ହୋଇଛି । ବାରାଣସୀରେ ଏକ ସ୍ବତନ୍ତ୍ର ଉତ୍ସବରେ ପ୍ରଦାନ କଲେ ପ୍ରଧାନମନ୍ତ୍ରୀ । ୯.୨୫ କୋଟି କୃଷକଙ୍କ ଖାତାକୁ ଗଲା ୨୦ ହଜାର କୋଟି
farmers-protest-in-govt-office-bargarh
ଚାଷୀଙ୍କ ପ୍ରତିବାଦ
ଭଜନ କୀର୍ତ୍ତନ କରି ଅଭିନବ ଢ଼ଙ୍ଗରେ ଚାଷୀଙ୍କ ପ୍ରତିବାଦ
ବରଗଡ: ସରକାରୀ ଅଫିସରେ ଚାଲିଛି ଭଜନ କୀର୍ତ୍ତନ । ଭଜନ ଗୀତ ଗାଇ ମୃଦଙ୍ଗ ବଜାଇ ଜିଲ୍ଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟରେ ଅଭିନବ ଢ଼ଙ୍ଗରେ ଧାରଣା ଦେବା ସହ ପ୍ରତିବାଦ କରୁଛନ୍ତି ବରଗଡ଼ ଜିଲ୍ଲାର ସମସ୍ତ ଚାଷୀ ସଂଗଠନ । ଜିଲ୍ଲା ପ୍ରଶାସନ
Farmers in quandary as heavy rainfall damage crops-in-cuttack-athagarh-area
କାନ୍ଦୁଛି ଚାଷୀ
ଛାଡିଗଲା ବର୍ଷା, କାନ୍ଦୁଛି ଚାଷୀ
କଟକ: ଉପକୂଳରୁ ଉପାନ୍ତ ସବୁଠି କାନ୍ଦୁଛି ଚାଷୀ । କାଳବୈଶାଖୀ ସାଙ୍ଗକୁ ଲଗାଣ ବର୍ଷା ସବୁକିଛି ଉଜାଡି ଦେଇଛି । ବର୍ଷା ସିନା ଛାଡିଗଲା ହେଲେ ଦେଇଗଲା ଦୁର୍ଦ୍ଦଶା । ଚାଷୀର ସୁନାର ଫସଲକୁ ଛାରଖାର କରିଦେଲା ଏହି ଲଗାଣ ବର୍ଷା । ବିଶେଷ କର
soro-farmer-farming-vegetable-inside-mosquitos
FARMING
ଆଉ ଲୋଡ଼ା ପଡ଼ିବନି କୀଟନାଶକ ଔଷଧ
ବାଲେଶ୍ୱର: ମଶାରୀ ଭିତରେ ଲାଗିଛି ଧାଡିକି ଧାଡି ବାଇଗଣ ଗଛ । ୫୦ ଡିସମିଲ ଜମିରେ ୮୦୦ ବାଇଗଣ ଗଛ ଲଗାଇ ବେଶ୍ ଭଲ ଦି ପଇସା ରୋଜଗାର କରିପାରୁଛନ୍ତି ଏହି ଚାଷୀ । ଆଉ ସବୁଠୁ ବଡ କଥା ତାଙ୍କୁ ଚାଷରେ କୀଟନାଶକ ଦରକାର ପଡୁନି । ଗଛରେ ରୋଗ ପୋ
Download Argus News App
close_btn

Download Mobile App

  • play store icon
  • app store icon