
ଗିରଫ ହେଲା ଆଇଏସଆଇଏସର ଜଣେ କୁଖ୍ୟାତ ଆତଙ୍କବାଦୀ
ଅର୍ଗସ ବ୍ୟୁରୋ : ୟୂପି ଏଟିଏସକୁ ବଡ଼ ସଫଳତା । ଗିରଫ ହେଲା ଆଇଏସଆଇଏସର ଜଣେ କୁଖ୍ୟାତ ଆତଙ୍କବାଦୀ । ଏଟିଏସ୍ ଦ୍ବାରା ଗିରଫ ହେଲା ଆଇଏସଆଇଏସର ଜଣେ କୁଖ୍ୟାତ ଆତଙ୍କବାଦୀ । ୟୂପି ଏଟିଏସ ଟିମ ଆଜି ଆଜମଗଡରୁ ଆଇଏସଆଇଏସର ସହ ଜଡିତ ଏ

ଲାଞ୍ଚ ନେବାବେଳେ ଧରାପଡିଲେ କୃଷି ଅଧିକାରୀ
ଭୁବନେଶ୍ୱର: ବରଗଡ଼ ପାଇକମାଳର ଆସିଷ୍ଟାଣ୍ଟ ଏଗ୍ରିକଲଚର ଅଫିସର ପ୍ରଣୟ କୁମାର ମନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍ । ପାଇକମାଳ ଅଫିସ ଓ କ୍ବାଟର ସମେତ ଭୁବନେଶ୍ବର ଶୈଳେଶ୍ରୀ ବିହାରରେ ଥିବା ଘରେ ଏକକାଳୀନ ରେଡ଼ କରୁଛି ଭିଜିଲାନ୍ସ

ସର୍ପାଘାତ ବ୍ୟକ୍ତିଙ୍କୁ ନେଲେନି ଡାକ୍ତରାଖାନା
ସୁନ୍ଦରଗଡ଼: ଏବେ ବି ଅନ୍ଧବିଶ୍ବାସର ଅନ୍ଧଗଳିରେ ମଣିଷ । ଅନ୍ଧବିଶ୍ବାସ ଯୋଗୁ ଚାଲିଗଲା ୨ ଜୀବନ । ସାପ କାମୁଡ଼ିଥିବା ବ୍ୟକ୍ତିଙ୍କୁ ଡାକ୍ତରଖାନାକୁ ନ ନେଇ ଗୁଣିଆ ପାଖକୁ ନେବାରୁ ୨ ଜଣଙ୍କ ଜୀବନ ଯାଇଛି । ଏପରି ଘଟଣା ଘଟିଛ

7ଟି ସ୍ଥାନରେ ଏକକାଳୀନ ଚଢାଉ
ଯାଜପୁର: ଜିଏସଟି ବିଭାଗ ଅଧିକାରୀଙ୍କ ଘରେ ପଶିଲା ଭିଜିଲାନ୍ସ । ବାଣିଜ୍ୟକର ଓ ଜିଏସଟି ବିଭାଗ, କଟକ କର୍ପୋରେଟ-2 ଅତିରିକ୍ତ କମିଶନର ପିୟୁଷ ପାଣିଙ୍କ ଘରେ ଭିଜିଲାନ୍ସ ରେଡ୍ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କଟକ ଭିଜିଲାନ୍

ନଦୀ ସ୍ରୋତରେ ଭାସି ଯାଇ ମହିଳାଙ୍କ ମୃତ୍ୟୁ
ନବରଙ୍ଗପୁର : ନଦୀ ସ୍ରୋତରେ ଭାସି ଯାଇ ଜଣେ ବିଧବା ମହିଳାଙ୍କ ମୃତ୍ୟୁ ହୋଇଛି। ଏହିଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ବଇଁସବନ୍ଧା ଗାଁ ପିତାମ୍ବର ସାହିରେ । ମୃତକ ମହିଳା ଜଣକ ହେଉଛନ୍ତି ପ୍ରତିମ

ବାଇକକୁ ପିଟିଲା ଟ୍ରକ, 2 ବାଇକ ଆରୋହୀ ମୃତ
ସମ୍ବଲପୁର: ସମ୍ବଲପୁରରେ ଟ୍ରକ ଧକ୍କାରେ ୨ ଜଣଙ୍କ ମୃତ୍ୟୁ ହୋଇଛି । ସମ୍ବଲପୁର- କୋଲକାତା ୫୩ ନମ୍ଵର ଜାତୀୟ ରାଜପଥ କୁଦୋପାଲି ନିକଟରେ ବାଇକ୍କୁ ଧକ୍କା ଦେଲା ଟ୍ରକ । ବାଇକରେ ଥିବା ଜଣେ ଯୁବକ ଓ ମହିଳାଙ୍କ ମୃତ୍ୟୁ ହୋଇଛି

ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
ଯାଜପୁର: ବିଲରୁ ମିଳିଲା ମୃତଦେହ । ଇଟା ଭାଟିରେ କାମ କରୁଥିବା ଶ୍ରମିକଙ୍କ ମୃତଦେହ ବିଲରୁ ମିଳିବା ପରେ ହତ୍ୟା ଅଭିଯୋଗ ଆଣିଲେ ପରିବାରବର୍ଗ। ଘଟଣା ଘଟିଛି ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଆରୁହା ଗାଁ ନିକଟରେ। ସୂଚନାମୁତାବକ,କୋଲ୍ହା ଗାଁ

ସରକାରୀ ଓକିଲ ବନାମ ସରକାରୀ ଦଳର ଲିଗାଲ୍ ସେଲ୍ ମୁଖ୍ୟ
ଅର୍ଗସ ବ୍ୟୁରୋ : ଚିଟଫଣ୍ଡ ଠକଙ୍କୁ ସାଥ୍ ଦେଇଥିବା ଓକିଲ ତଥା ବିଜେଡି ଲିଗାଲ ସେଲର ମିଲନ କାନୁନଗୋଙ୍କୁ ନେଇ ବର୍ଷିଲେ ବିରୋଧୀ।ନେତା । ମନ୍ତ୍ରୀ, ବିଧାୟକ, ସାଂସଦ ସାଜିଥିଲେ ବ୍ରାଣ୍ଡ ଆମ୍ବାସଡର। ଲୋକଙ୍କ ଭରସା ଜିତି ଚିଟଫଣ୍ଡ କଂପାନ

ସାମାନ୍ୟ ବଚସାରୁ ଟ୍ରାକ୍ଟର ଡ୍ରାଇଭରଙ୍କ ଉନ୍ମୁକ୍ତ କାଣ୍ଡ
ଅର୍ଗସ ବ୍ୟୁରୋ : ଟ୍ରାକ୍ଟର ଡ୍ରାଇଭର ଙ୍କ ଉନ୍ମୁକ୍ତ କାଣ୍ଡ, ସାମାନ୍ୟ ବଚସାରୁ ଟ୍ରାକ୍ଟର ଡ଼୍ରାଇଭର ଜଣକ ଯୁବକର ହାତକୁ ଜବରଦସ୍ତି ଟ୍ରାକ୍ଟର ସାଇଲେନ୍ସରରେ ଚେଙ୍କୀ ଦେବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି l ସବିରା ପଂଚାୟତ ବଣପାରି
Download Argus News App
