
ଘଣ୍ଟାପ୍ରତି 9 କି.ମି ବେଗରେ ଗତି କରୁଛି ବାତ୍ୟା 'ମୋକା'
ଭୁବନେଶ୍ୱର: ଦକ୍ଷିଣପୂର୍ବ ତତ୍ ସଂଲଗ୍ନ କେନ୍ଦ୍ରୀୟ ବୋଙ୍ଗୋପସାଗର ଅଞ୍ଚଳରେ ଅତି ଭିଷଣ ବାତ୍ୟାରେ ପରିଣତ ହେଲା ମୋକା । ଏହା ଆଜି ସକାଳ 5.30 ର ପର୍ଯ୍ୟବେକ୍ଷଣ ଅନୁଯାୟୀ ଗତ 6 ଘଣ୍ଟାରେ ଘଣ୍ଟାପ୍ରତି ବେଗ 9 କିମି ହାରରେ ଉତ୍ତର ଆଡକ

ବାତ୍ୟା ଅପଡେଟ୍, ଆଜି ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ
ଅର୍ଗସ ବ୍ୟୁରୋ: ଘନଉଛି ବାତ୍ୟା ବିପଦ । ସମ୍ଭାବ୍ୟ ବାତ୍ୟା `ମୋଚା'କୁ ନେଇ ବଢୁଛି ଛନକା । ଆଜି ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ । ଆସନ୍ତାକାଲି ଏହା ଲଘୁଚାପରେ ପରିଣତ ହେବା ସହ ୮ ତାରିଖରେ ଅବପାତ

ବାତ୍ୟା ପ୍ରଭାବ କାଲିଠୁ ଦିଶିବ, ଝଡି ବର୍ଷାରେ ଓଡ଼ିଶା ଭିଜିବ !
ଅର୍ଗସ ବ୍ୟୁରୋ : ୬ତାରିଖରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ । ପ୍ରଭାବରେ ୭ରେ ଲଘୁଚାପ ଓ ୮ ତାରିଖରେ ଅବପାତର ରୂପ ନେବ । କ୍ରମେ ଏହା ଉତ୍ତର ଦିଗକୁ ଗତି କରିବାର ସମ୍ଭାବନା ରହିଛି । ୯ତାରିଖ ବେଳକୁ ଏହ

ଖରାଦିନିଆ ବାତ୍ୟା ପଛର ବିଜ୍ଞାନ, ଆପଣ ଜାଣନ୍ତି କି ?
ଅର୍ଗସ ବ୍ୟୁରୋ : ପାଗ ବଦଳୁଛି। କାଲି କିଛି ସ୍ଥାନରେ ବର୍ଷା ହୋଇଥିଲା, ବେଳେ ଆଜି ବି ପାଗ କୋହଲା କରିଛି। ଲୋକେ କହୁଛନ୍ତି ରଜ ପାଗ ଦେଇଛି। ହେଲେ ଦର୍ଶକବନ୍ଧୁ ଏ ପାଗ କହୁଛି ବାତ୍ୟା ଆସୁଛି। ଥୋକାଏ ଲୋକଙ୍କ ମନରେ ପ୍ରଶ୍ନ ଥାଏ ଯେ, ମେ ମା

ମେ’ ୫ ପାଖାପାଖି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା
ଅର୍ଗସ ବ୍ୟୁରୋ: ଦକ୍ଷିଣ ବଙ୍ଗୋପସାଗରରେ ଆସୁଛି ଲଘୁଚାପ । ମେ’ ୫ ପାଖାପାଖି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି । ଏନେଇ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି । ଲଘୁଚାପ କ୍ଷେତ୍

ଆମେରିକାରେ ଭୟଙ୍କର ଘୂର୍ଣ୍ଣିଝଡ, ୨୧ରୁ ଉର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ
ଅର୍ଗସ ବ୍ୟୁରୋ: ଆମେରିକାରେ ଭୟଙ୍କର ଘୂର୍ଣ୍ଣିଝଡ଼। ଘରଦ୍ୱାର ଭାଙ୍ଗିବା ସହ ଏବେସୁଦ୍ଧା ୨୧ ଜଣ ଲୋକଙ୍କ ମୃତ୍ୟୁ। ଶତାଧିକ ଆହତ ହୋଇଛନ୍ତି। ଆମେରିକାର ଅରଙ୍କସାସ୍ ଓ ଇଲିନୋଇସରେ ଭୟଙ୍କର କ୍ଷୟକ୍ଷତି ହୋଇଛି। ପାଣିପାଗ ବିଭାଗର ସୂଚନ

ରାଜସ୍ଥାନ ବିକାନେରରେ 4.2 ତୀବ୍ରତାରେ ଭୂମିକମ୍ପ
ଅର୍ଗସ ବ୍ୟୁରୋ: ରାଜସ୍ଥାନରେ ଭୂମିକମ୍ପ । ରାଜସ୍ଥାନର ବିକାନେରରେ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସେକ୍ଲରେ ଏହାର ତୀବ୍ରତା ରହିଛି 4.2 । ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି (NCS) ଅନୁଯାୟୀ, ସକାଳ 2.16 ରେ ଏହି ଭୂକମ୍ପ ଘଟିଛି

ଓଡିଶା ପାଇଁ ନିଶ୍ଚୟ ଗର୍ବର କଥା- ପ୍ରଦୀପ ଜେନା
ଅର୍ଗସ ବ୍ୟୁରୋ: ଓଡିଶାକୁ ମିଳିବ ବିପର୍ଯ୍ୟୟ ପରିଚାଳନା ପୁରସ୍କାର । ନୂଆଦିଲ୍ଲୀ ବିଜ୍ଞାନ ଭବନରେ ତୃତୀୟ ବିପର୍ଯ୍ୟୟ ବିପଦ ହ୍ରାସ ମଞ୍ଚ (ଏନପିଡିଆର ଆର ) କାର୍ଯ୍ୟକ୍ରମରେ ଏହି ସମ୍ମାନ ଓଡିଶାକୁ ମିଳିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍

ନାରାୟଣପାଟଣା ଓ ଲକ୍ଷ୍ମୀପୁର ଆଖପାଖ ଅଞ୍ଚଳରେ ଭୂକମ୍ପ ଝଟକା ଅନୁଭୂତ
କୋରାପୁଟ: କୋରାପୁଟ ଜିଲ୍ଲାରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି । ନାରାୟଣପାଟଣା ଓ ଲକ୍ଷ୍ମୀପୁର ଆଖପାଖ ଅଞ୍ଚଳରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ସାକଳ 5 ଟା 5 ମିନିଟ୍ ରେ ଭୂକମ୍ପ ଝଟକା ହୋଇଥିଲା । ରିକ୍ଟର ସ୍କେଲ୍ ରେ ତୀବ୍ରତା ରହିଛି 3.8
Download Argus News App
